ମହାକାଶ ଷ୍ଟେଶନରେ ସଫଳତାର ସହିତ ‘ସୋଲାର ଆରେ’ ସ୍ଥାପନ କଲା ନାସା…
ଓ୍ବାଶିଂଟନ,୫।୧୨ : ଆମେରିକାର ସ୍ପେସ ଏଜେନ୍ସି (ନାସା) ର ଜ୍ୟୋର୍ତିବିଜ୍ଞାନୀ ଜୋସ କାସାଡା ଏବଂ ଫ୍ରାଙ୍କ ରୁବିଓ ନୂତନ ରୋଲ ଆଉଟ ସୋଲାର୍ ଆରେକୁ ସଫଳତାର ସହ ସ୍ଥାପନ କରିଛନ୍ତି। ଟୁଇଟରରେ ଭିଡିଓ ଶେୟାର କରି ନାସା ଲେଖିଛି, ଆମେ ଏହାକୁ…
ପଦ୍ମପୁର ଉପନିର୍ବାଚନ: ମତଦାନ ଆରମ୍ଭ
ବରଗଡ଼ ଅଫିସ୍/ପଦ୍ମପୁର,୫।୧୨(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ…
ଗୁଜରାଟର ୧୪ ଜିଲାର ୯୩ ଆସନରେ ମତଦାନ ଆରମ୍ଭ…
ଅହମଦାବାଦ,୫।୧୨ : ଶେଷ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଗୁଜରାଟର ୧୪ ଟି ଜିଲ୍ଲାର ୯୩ ଟି ଆସନରେ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ କେନ୍ଦ୍ରୀୟ ଏବଂ ଉତ୍ତର ଜିଲ୍ଲାର ୧୫ ଟି ସିଟ…
ଆକାଶରେ ୧୫ କି.ମି. ବ୍ୟାପିଲା ପାଉଁଶ
ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି ମାଉଣ୍ଟ ସେମେରୁରୁ ରବିବାର ଲାଭା ଉଦ୍ଗିରଣ ହୋଇଛି। ଏହାର ପ୍ରଭାବରେ ୧୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଆକାଶ ପାଉଁଶ ଓ ବାଷ୍ପରେ ମେଘାଚ୍ଛନ୍ନ ହୋଇଛି। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରୁ ୨,୦୦୦ ଲୋକଙ୍କୁ…
ମୋରାଲିଟି ପୋଲିସ ହଟିଲା
ତେହରାନ,୫ା୧୨: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଅଁାଇଛନ୍ତି ଇରାନର ଇବ୍ରାହିମ ରଇସି ସରକାର। ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ମୋରାଲିଟି ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ଦେଶରେ ମୁଣ୍ଡ ଟେକିଥିବା ହିଜାବ ବିରୋଧୀ ଆନ୍ଦୋଳନ…
ଗାଡ଼ି ସାଇଡ୍ ମାରି ଖଣ୍ଡାରେ ହାଣିଲେ
ଭୁବନେଶ୍ୱର (ବ୍ୟୁରୋ)/ଯଁାଳା,୫।୧୨(ଡି.ଏନ୍.ଏ.) :ଛାତ୍ର ନେତାଙ୍କ ଗୁଣ୍ଡାରାଜ୍। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କ ଭାଇଙ୍କୁ ହତ୍ୟା ଯୋଜନା କରିଥିଲେ। ଗାଡି ସାଇଡ୍ ମାରିବା ପରେ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ହେଲେ ସୌଭାଗ୍ୟ ବଶତଃ ଖଣ୍ଡ…
ଆସନ୍ତା ବର୍ଷରୁ ପେପରଲେସ୍ ହେବ ଏମ୍ସ
ଭୁବନେଶ୍ୱର, ୫ା୧୨(ବ୍ୟୁରୋ):ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସରେ ଇ-ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଅର୍ଥାତ୍ ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପରଲେସ୍ ହେବ। ଫଳରେ ଚିକିତ୍ସା ସମ୍ପର୍କିତ ସମସ୍ତ ପଞ୍ଜୀକରଣ ବ୍ୟବସ୍ଥାରେ ସୁଧାର ଆସିପାରିବ। ଏମ୍ସରେ ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ…
ପଦ୍ମପୁର ଉପନିର୍ବାଚନ, ଆଜି ମତଦାନ
ବରଗଡ଼ ଅଫିସ୍/ପଦ୍ମପୁର,୫।୧୨(ଡି.ଏନ.ଏ):ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍ ପୋଲ୍ ଆରମ୍ଭ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର…
ଗୁଜରାଟ ବିଧାନସଭା ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ, ଅହମଦାବାଦରେ ଭୋଟେ ଦେବେ ମୋଦି-ଶାହା
ଅହମଦାବାଦ,୫ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ସୋମବାର ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରୁ ଭୋଟ ଦେବେ ବୋଲି ଜଣାପଡିଛି । ନିଜ…
ପଦ୍ମପୁର ଉପନିର୍ବାଚନ: ୩୧୯ ବୁଥ୍ରେ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ବରଗଡ଼ ଅଫିସ୍/ପଦ୍ମପୁର,୪।୧୨(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍ ପୋଲ୍ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ…
ଭାରତର ଲଜ୍ଜାଜନକ ପରାଜୟ
ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ବାଂଲାଦେଶ ଗୋଟିଏ ଉଇକେଟ୍ରେ ଭାରତକୁ ପରାସ୍ତ କରିଛି। ଭାରତର ୧୮୭ ରନ୍ର ବିଜୟ…
ଘର ଶିଡ଼ିରୁ ଖସି ପଡ଼ିଲେ ପୁଟିନ୍…
ମସ୍କୋ,୪।୧୨ : ରୁଷିଆର ରାଷ୍ଟ୍ରପତି ୭୦ ବର୍ଷ ବୟସ୍କ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କେତେକ ରିପୋର୍ଟରେ ତାଙ୍କୁ କର୍କଟ ରୋଗରେ ପୀଡିତ ଥିବା କୁହାଯାଇଛି, ଯାହା କ୍ରେମଲିନ ଦ୍ୱାରା ପ୍ରମାଣିତ ହୋଇନାହିଁ କିମ୍ବା ଅସ୍ବୀକାର କରାଯାଇ…
Archives


