Home Middle

ଭାରତର କ୍ଲିନ ସୁଇପ୍‌, ୩ରୁ ୩ ଜିତିଲା, କୋନଓ୍ବେଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ପୁଣି ହାରିଲା ନ୍ୟୁଜିଲାଣ୍ଡ…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜରେ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ମ୍ୟାଚକୁ ଜିତିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ହୁକ୍କା ଫେରିଲା: ବାର୍‌-ରେଷ୍ଟୁରାଣ୍ଟରେ ବ୍ୟବହାର ଉପରୁ ହଟିଲା ପ୍ରତିବନ୍ଧକ, ସରକାର ନିୟମ ଜାରି କରି ନାହାନ୍ତି ବୋଲି କହିଲେ ହାଇକୋର୍ଟ…

କୋଲକାତା,୨୪।୧ : ହାଇକୋର୍ଟ କୋଲକାତା ଏବଂ ସଲ୍ଟ ଲେକ ବାର ଏବଂ ରେଷ୍ଟୁରାଣ୍ଟରେ ହୁକ୍କା ବ୍ୟବହାର ଉପରେ ଲାଗୁହୋଇଥିବା ପ୍ରତିବନ୍ଧକ ମଙ୍ଗଳବାର ହଟାଇଛନ୍ତି। ନ୍ୟଶସନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦାବି କରିଥିଲେ ଯେ, ଦୁଇ…

ପିଆଇବି ଫ୍ୟାକ୍ଟ ଚେକ୍‌ ପ୍ରସ୍ତାବ: ଲାଗୁ ପୂର୍ବରୁ ହିତାଧିକାରୀଙ୍କ ସହ ଆଲୋଚନା କରିବେ ସରକାର…

ନୂଆଦିଲ୍ଲୀ,୨୪।୧ : ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ନଜର ରଖିବା ପାଇଁ ପ୍ରେସ ଇନଫରମେଶନ ବ୍ୟୁରୋ (ପିଆଇବି)କୁ ସଶକ୍ତ କରିବାକୁ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର କହିଛନ୍ତି ଯେ ଏହି ପ୍ରସ୍ତାବ…

୧୧ ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୧ : ଜାତୀୟ ଶିଶୁ ପୂରସ୍କାରରେ ସମ୍ମାନିତ ୧୧ ଛୋଟପିଲାଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ପିଲାମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପିଲାମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ…

ବଜେଟ ପୂର୍ବରୁ ୩୦ରେ ସର୍ବଦଳୀୟ ବୈଠକ…

ନୂଆଦିଲ୍ଲୀ,୨୪।୧ : ସଂସଦର ବଜେଟ ଅଧିବେଶନ ପୂର୍ବରୁ ଭାରତ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ୩୦ ଜାନୁଆରୀରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ସମସ୍ତ ଦଳକୁ ଡକାଯାଇଛି। ସରକାର ଚାହୁଁଛନ୍ତି ଯେ ବଜେଟ…

ମେଘାଳୟ ପାଇଁ ଟିଏମ୍‌ସିର ୧୦ ପ୍ରତିଶ୍ରୁତି…

ଶିଲଂ,୨୪।୧ : ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଟିଏମ୍‌ସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ରାଜଧାନୀ ଶିଲଂରେ ଦଳୀୟ ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଏଥିରେ ୧୦ଟି ପ୍ରତିଶୃତି ଦିଆଯାଇଛି…

ବିବିସି ଡକ୍ୟୁମଣ୍ଟାରି ନେଇ ସରକାରଙ୍କୁ କଂଗ୍ରେସର ସମର୍ଥନ: ଏକେ ଆଣ୍ଟୋନୀଙ୍କ ପୁଅ କହିଲେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ମଙ୍ଗଳବାର ଅନିଲ ଆଣ୍ଟୋନୀ କହିଛନ୍ତି ଯେ ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ…

ରୁଷିଆ ବିମାନ-ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ମ୍ୟାନମାର ସାମରିକ ଶାସକ…

ନାପିଦ୍ୱ/ମସ୍କୋ,୨୪।୧ : ମ୍ୟାନମାରର ସାମରିକ ଶାସକ ବିରୋଧୀଙ୍କ ବିରୋଧରେ ଜାରି ରଖିଥିବା ଗୃହଯୁଦ୍ଧରେ ରୁଷିଆର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛନ୍ତି। ଏଭଳି ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସାମରିକ…

ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…

ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର ଏକ ହିମଖଣ୍ଡ ଭାଙ୍ଗି ଅଲଗା ହୋଇଯାଇଛି। ଫଳରେ ଆଣ୍ଟାର୍କଟିକାରେ ସଙ୍କଟ ଘନେଇବାରେ ଲାଗିଛି। ନ୍ୟାଶନାଲ…

ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ…

କ୍ଲିନ ସୁଇପ୍‌ ମୁହାଁ ଭାରତ, ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର,ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୮୬…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ…

ଗୁପ୍ତ ସୂଚନା ସାର୍ବଜନୀନ କରିବା ଚିନ୍ତା ଜନକ: କିରେନ ରିଜିଜୁ…

ନୂଆଦିଲ୍ଲୀ,୨୪।୧ : ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ କ୍ରମାଗତ ଭାବରେ ବିବୃତ୍ତି ଦେଉଛନ୍ତି। ଏବେ ପୁଣି ଥରେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଇଣ୍ଟେଲିଜେନ୍ସ ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?