Home Middle

ସଳଖୁଛି ବିଟ୍‌କଏନ୍‌

ଗତ ତିନିଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଡଲାର ଉପରେ ରହି କାରବାର କରିଆସିଛି। ଏଥିସହ ସାମ୍‌ ବ୍ୟାଙ୍କମ୍ୟାନ୍‌-ଫ୍ରେଡ୍‌ଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫ୍‌ଟିଏକ୍ସ ଦେବାଳିଆ ଅବସ୍ଥାକୁ ଢଳିବା ଆରମ୍ଭ ବେଳର ମୂଲ୍ୟକୁ ଫେରିଛି। ସୋମବାରଠାରୁ ବିଟିସି ୨୧,୦୦୦ ଡଲାର ଉପରେ ରହିଛି, ଯାହାକୁ…

‘ଯୌନ ଶୋଷଣ କରିଛନ୍ତି ଭାଜପା ଏମ୍‌ପି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ସର୍ବଭାରତୀୟ କୁସ୍ତି ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଭିନେଶ ଫୋଗତ। ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ତଥା ଅଲିମ୍ପିଆନ୍‌…

ସିରାଜଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡକୁ ୧୨ ରନ୍‌ରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ୍‌,୧୮।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୨ ରନ୍‌ରେ ପରାସ୍ତ କରିଛି। ୩୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୯.୨ ଓଭରରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ସହ…

‘ଡାକୋଟା’କୁ ବିମାନ ବନ୍ଦରରେ ସ୍ବାଗତ କଲେ ନବୀନ

ଭୁବନେଶ୍ୱର,୧୮ା୧(ଭୁବନେଶ୍ୱର): ଭୁବନେଶ୍ୱର ବିମାନ ବନ୍ଦରରେ ବୁଧବାର ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ‘ଡାକୋଟା’ ଉପରେ ନବୀନ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ବିଜୁ ବାବୁଙ୍କ…

ରାଜଧାନୀରେ ପହଞ୍ଚିଲା ‘ଡାକୋଟା’

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ତଥା ସ୍ମୃତି ‘ଡାକୋଟା’। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହାକୁ ଭୁବନେଶ୍ୱର ବିମାନବନ୍ଦର ଅଣାଯାଇଛି। ପ୍ରଥମେ…

ବନ୍ଦ ହେବ ନାହିଁ ‘ହାଇବ୍ରିଡ୍‌ ଯୁଦ୍ଧ’

କିଭ୍‌,୧୮ା୧: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ୍‌ କହିଛନ୍ତି, ୟୁକ୍ରେନର ମସ୍କୋରେ ଚାଲିଥିବା ‘ହାଇବ୍ରିଡ୍‌ ଯୁଦ୍ଧ’ ବନ୍ଦ ହେବ ନାହିଁ। କିଛି ଆଇନଗତ ଚିନ୍ତାଧାରା ହାସଲ କରିବାକୁ ଲକ୍ଷ୍ୟ ରଖିଛି ରୁଷିଆ। ସମସ୍ତ ଉପାୟରେ ଏହା କରାଯିବ। ୟୁକ୍ରେନରେ ଏପରି ସାମରିକ…

ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଫ୍ରାନ୍ସ ବିଶେଷଜ୍ଞ ଦଳ

କାଠମାଣ୍ଡୁ,୧୮ା୧: ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବୁଧବାର ଫ୍ରାନ୍ସର ଏକ ବିଶେଷଜ୍ଞ ଦଳକୁ ଡାକିଛି ନେପାଳ। ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣ ଯାତ୍ରୀ ଥିଲେ। ଫ୍ରାନ୍ସର ଏକ ବିଶେଷଜ୍ଞ ଦଳ ଦୁର୍ଘଟଣାର ଅନୁସନ୍ଧାନ ପାଇଁ…

ଇତିହାସ ରଚିଲେ ଶୁବମନ ଗିଲ

ହାଇଦ୍ରାବାଦ୍‌,୧୮।୧: ହାଇଦ୍ରାବାଦ୍‌ରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁବମନ ଗିଲ ଦ୍ୱିଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଗିଲ ୧୪୬ ବଲରେ ଦ୍ରୁତ ଦ୍ୱିଶତକ ହାସଲ କରିଥିଲେ। ସେ ୨୦୮ ରନର ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୯…

ନ୍ୟୁଜିଲାଣ୍ଡକୁ ୩୫୦ ରନ୍‌ ଟାର୍ଗେଟ୍‌ ଦେଲା ଭାରତ

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ଆଠ ଉଇକେଟ ହରାଇ ୩୪୯ ରନ ସଂଗ୍ରହ କରିଥିଲା। ଦଳ ପାଇଁ…

୬ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳର ୭ ବିଧାନସଭା-ଲୋକସଭା ଆସନରେ ଉପ-ନିର୍ବାଚନ: ୨୭ରେ ମତଦାନ…

ନୂଆଦିଲ୍ଲୀ,୧୮।୧ : ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ଆଦି ତିନୋଟି ଉତ୍ତର-ପୂର୍ବ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଏହା ଘୋଷଣା କରିଛନ୍ତି। ଏଥିସହ ସେ ୬ ଟି ରାଜ୍ୟରେ…

ଭଡ଼ା ଦେଇ ପାରିଲେ ନାହିିଁ ଏଲନ ମସ୍କ, ଟୁଇଟର କାର୍ଯ୍ୟାଳୟର ସାମଗ୍ରୀ ବିକ୍ରୟ ପାଇଁ ଅନଲାଇନ ୨୭ ଘଣ୍ଟିଆ ନିଲାମ…

ଓ୍ବାଶିଂଟନ,୧୮।୧ : ଏଲନ ମସ୍କ ଟୁଇଟର ଅଧିଗ୍ରହଣ କରିବା ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅବସ୍ଥା ଭଲ ନାହିିଁ। ପ୍ରଥମେ କର୍ମଚାରୀଙ୍କ ଛଟେଇ, ତାପରେ ସୁବିଧା ହ୍ରାସ କରାଯାଇଥିଲା। ବର୍ତ୍ତମାନ ଭଡା ନଦେବା କାରଣରୁ ଅଫିସ ଖାଲି ହେବା ପରେ…

୨୦୨୩ରେ ପ୍ରବଳ ତାତି: ୩ ବର୍ଷ ପରେ ଫେରୁଛି ଏଲ ନିନୋ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧ : ପାଣିପାଗ ଘଟଣା ଏଲ ନିନୋ ୩ ବର୍ଷ ପରେ ଫେରିବାକୁ ଯାଉଛି। ଏହା ଯୋଗୁ ୨୦୨୩ ରେ, ପୃଥିବୀକୁ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିପାରେ। କାରଣ ତାପମାତ୍ରାକୁ ଏଲ ନିନୋ ପ୍ରଭାବିତ କରିବ। ନାସା ଏ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?