ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ-ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ…
ନୂଆଦିଲ୍ଲୀ, ୧୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଗ୍ଲାକ୍ସୋ ୪୦ ବର୍ଷ ଧରି ଜେନେଟେକ ଔଷଧର କର୍କଟ ବିପଦ ସମ୍ପର୍କରେ ତଥ୍ୟ ଲୁଚାଇ ଥିଲା, ବିକ୍ରୟ ଉପରେ ଏଫଡିଏର ପ୍ରତିବନ୍ଧକ…
ଲଣ୍ଡନ,୧୬।୨ : ବ୍ରିଟେନର ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲାକ୍ସୋ ସାରା ବିଶ୍ୱରେ ଅଲସର ଏବଂ ଗ୍ୟାସରୁ ମୁକ୍ତି ପ୍ରଦାନ ନାମରେ କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ବଢ଼ାଇ ଚାଲିଥିଲା। ୧୯୭୮ରେ, କମ୍ପାନୀ ରାନିଟିଡାଇନ ନାମକ ଏକ ଅଣୁ ବିକଶିତ କଲା।…
ବାଇଡେନଙ୍କ ଉପରେ ବିପଦ ଘନେଇଲା, ଏଫବିଆଇର ତନାଘନା…
ଓ୍ବାଶିଂଟନ,୧୬।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଗୁପ୍ତ ଡକ୍ୟୁମେଣ୍ଟ ସନ୍ଧାନରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ସର୍ଚ୍ଚ କରୁଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ସଦ୍ୟତମ ରିପୋର୍ଟ ଅନୁଯାୟୀ,…
ଅଲ କାଏଦାର ନୂଆ ମୁଖ୍ୟ ସୈଫ୍ ଆଦେଲ ଇରାନରେ ଲୁଚି ରହିଛନ୍ତି: ଆମେରିକା…
ଓ୍ବାଶିଂଟନ,୧୬।୨ : ସାରା ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏହାର ନୂତନ ମୁଖ୍ୟ ଚୟନ କରିଛି। ଗତ ବର୍ଷ ଜୁଲାଇରେ ଆମେରିକା ଦ୍ୱାରା ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଆୟମାନ ଅଲ-ଜାବାହିରିଙ୍କୁ ହତ୍ୟା କରାଯିବା ପରେ ସୈଫ…
ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…
ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ଭାରତୀୟ…
ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି, ଭୋଟ ଦେବାକୁ ସମସ୍ତଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…
ଅଗରତାଲା,୧୬।୨ : ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୫୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନ ଭାଗ୍ୟ ପରୀକ୍ଷା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମସ୍ତ…
ବାରବାଟୀରେ ବିଶ୍ୱକପ୍ ମ୍ୟାଚ ହେବନି
କଟକ ଅଫିସ, ୧୬ା୨: ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁଥିବା ପୁରୁଷ କ୍ରିକେଟ ବିଶ୍ୱକପ୍ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ହେବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା ସୁବିଧା ନ ଥିବାରୁ ଏଠାରେ ମ୍ୟାଚ୍ ହୋଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।…
କରୋନା ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ୨.୪ କୋଟି ଦର୍ଶକ ହରାଇଛି
ନୂଆଦିଲ୍ଲୀ,୧୬।୨: : ବର୍ତ୍ତମାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି କରୋନା ମହାମାରୀରେ ପ୍ରାୟ ୨.୪ କୋଟି ଦର୍ଶକଙ୍କୁ ହରାଇଛି। ଏରମାକ୍ସର ୨୦୨୩ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୨.୨ କୋଟି ଚଳଚ୍ଚିତ୍ର ଦର୍ଶକ ରହିଛନ୍ତି, ଯେଉଁମାନେ ପୂର୍ବ ୧୨ ମାସ ମଧ୍ୟରେ ଗୋଟିଏ…
ହ୍ରାସ ହୋଇପାରେ ତୈଳ ଦର
ନୂଆଦିଲ୍ଲୀ,୧୬।୨: ବିଗତ ୯ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ଏପରିକି ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ତେଲ ଦର କମିଥିବା ବେଳେ ଭାରତ ବଜାରରେ ତୈଳ ଦର ସ୍ଥିର ରହିବାକୁ ନେଇ…
ଆସାମ ବାଲ୍ୟବିବାହ ବିରୋଧୀ ଅଭିଯାନକୁ ହାଇକୋର୍ଟଙ୍କ ନିନ୍ଦା
ଗୁଆହାଟୀ, ୧୬।୨: ଆସାମରେ ବାଲ୍ୟ ବିବାହ ପ୍ରଥା ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଅଭିଯାନକୁ ଗୁଆହାଟୀ ହାଇକୋର୍ଟ ନିନ୍ଦା କରିଛନ୍ତି। ପୋକ୍ସୋ ଆକ୍ଟରେ ଗିରଫ ହୋଇଥିବା ୯ ଜଣଙ୍କ ଅଗ୍ରିମ ଜାମିନ ଆବେଦନ ଶୁଣାଣି ଅବସରରେ ବିଚାରପତି ସୁମନ ଶ୍ୟାମ…
ଶିଙ୍କୁଲା ପାସ୍ରେ ହେବ ବିଶ୍ୱର ସର୍ବବୃହତ୍ ଟନେଲ
ନୂଆଦିଲ୍ଲୀ,୧୬ା୨: ପୂର୍ବ ଲଦାଖ ଓ ହିମାଚଳ ପ୍ରଦେଶକୁ ଯୋଡ଼ିବାକୁ ଥିବା ବିଶ୍ୱର ସର୍ବବୃହତ୍ ସୁଡ଼ଙ୍ଗ ଶିଙ୍କୁଲା ଟନେଲ (ସମୁଦ୍ର ପତ୍ତନରୁ ୧୬,୭୦୩ ଫୁଟ୍ ଉଚ୍ଚ) ନିର୍ମାଣ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏଥିସହ ଭାରତ-ଚାଇନା ମଧ୍ୟସ୍ଥ ପ୍ରକୃତ ନିୟନ୍ତ୍ରଣରେଖା…
୩ ଲକ୍ଷ ଡଲାରରେ ଏଲ୍ଭିସ୍ଙ୍କ ଜେଟ୍ ନିଲାମ
ଓ୍ବାଶିଂଟନ୍, ୧୬।୨: ହଲିଉଡ୍ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍ ପ୍ରେସଲିଙ୍କ ପ୍ରାଇଭେଟ୍ ଜେଟ୍ ହୋଇଛି। ନ୍ୟୁମେକ୍ସିକୋର ରୋଜ୍ଓ୍ବେଲ୍ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍ଙ୍କ ଜେଟ୍ ୪୦ ବର୍ଷ ଧରି ପଡ଼ିରହିଥିଲା। ଜାନୁୟାରୀ ୮ରେ ଫ୍ଲୋରିଡାରେ ଅନୁଷ୍ଠିତ ହୋଇଥିବା ‘ମେକସ କିଓିମି…
Archives


