Home Middle

ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ, ୨ ଗିରଫ…

ଶ୍ରୀନଗର,୯।୪ : ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଶନିବାର ଏବଂ ରବିବାର ବିଳମ୍ବିତ ରାତିରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ପାରରୁ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଯବାନଙ୍କ ପକ୍ଷରୁ ଏନେଇ…

କ୍ଷମତା ଲୋଭରେ ବାଲା ସାହେବଙ୍କ ସିନ୍ଧାନ୍ତ ବିରୋଧରେ ଯାଇଥିଲେ ଉଦ୍ଧବ: ଶିନ୍ଦେ…

ଅଯୋଧ୍ୟା,୯।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରବିବାର ରାମଲାଲା ମନ୍ଦିରରେ ପୂଜା କରିଥିଲେ। ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ସମସ୍ତଙ୍କ ଆଶା। ସମସ୍ତେ ଏହି ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୦୫ ରନ…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଜିଟି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ…

କେଜରିଓ୍ବାଲଙ୍କ କାର୍ଯ୍ୟର ଶ୍ରେୟ ନେଉଛନ୍ତି ଉପରାଜ୍ୟପାଳ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୯।୪ : ଆମ ଆଦମୀ ପାର୍ଟି ଦିଲ୍ଲୀର ଉପରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି , ଆପଣ ଗତ କିଛି ଦିନ ଧରି ଦେଖୁଥିବେ ଉପରାଜ୍ୟପାଳ ବିନୟ କୁମାର ସାକସେନା…

ରାଜସ୍ଥାନର ଗେହଲୋଟ ସରକାରଙ୍କ ବିରୋଧରେ ପାଇଲଟଙ୍କ ହଙ୍ଗର ଷ୍ଟ୍ରାଇକ…

ଜୟପୁର,୯।୪ : ରାଜସ୍ଥାନ କଂଗ୍ରେସରେ ପୁଣି ଏକ ନୂଆ ଝଡ଼ ସୃଷ୍ଟି ହେବାକୁ ଯାଉଛି। କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ଉପପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏପ୍ରିଲ ୧୧ ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ହଙ୍ଗର ଷ୍ଟ୍ରାଇକରେ…

ଜାପାନରୁ କ୍ୟାବିନେଟ୍‌ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): ବିଦେଶ ମାଟିରେ ଥାଇ ପ୍ରଥମଥର ପାଇଁ କ୍ୟାବିନେଟ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବେଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି। ଏଫ୍‌ପିଓ ପାଇଁ ସହାୟତା ପାଣ୍ଠି ଆରମ୍ଭ ହେବ। ଓଡ଼ିଶା ପରିବାର ପାଇଁ ନୂଆ ନିର୍ଦ୍ଦେଶାଳୟ…

୨୦୨୪ ନିର୍ବାଚନୀ ମେଣ୍ଟରେ କଂଗ୍ରେସ ଆଗରେ ରହିବା ଜରୁରୀ: ସିବଲ…

ନୂଆଦିଲ୍ଲୀ,୯।୪ : ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିବଲ କହିଛନ୍ତି , ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର ଅଂଶ…

କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପୁଣି ଥରେ କଠୋର…

ଲିସେଷ୍ଟର ସହରର ମେୟର ପଦବୀ ପାଇଁ ୨ ମୂଳ ଭାରତୀୟ ପ୍ରାର୍ଥୀ…

ଲଣ୍ଡନ,୯।୪ : ବ୍ରିଟେନର ଲିସେଷ୍ଟର ସହରର ମେୟର ପଦବୀ ପାଇଁ ୨ ଜଣ ମୂଳ ଭାରତୀୟ ବ୍ୟକ୍ତି ଦୌଡ଼ରେ ଅଛନ୍ତି। ଆସନ୍ତା ମାସରେ ବ୍ରିଟେନରେ ସ୍ଥାନୀୟ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମୂଳ ଭାରତୀୟ ସଞ୍ଜୟ ମୋଧୱାଡିଆ ଲିସେଷ୍ଟର ସହରର କଞ୍ଜରଭେଟିବ…

ହାଇଦ୍ରାବାଦରେ ଏସଆରଏଚ-ପିବିକେଏସ ଲଢ଼େଇ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ )ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟା ଖେଳାଯିବ। ଲଗାତାର ଦୁଇଟି ପରାଜୟ ପରେ…

ଜିଟି ଟସ ଜିତିଲା: ପ୍ରଥମେ ବ୍ୟାଟିଂ…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଜିଟି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।…

ଆଇପିଏଲର ୧୩ ତମ ମ୍ୟାଚ୍‌: ଜିଟି ବନାମ କେକେଆର, ଖେଳିବେନି ହାର୍ଦ୍ଦିକ…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟା ଖେଳାଯିବ। କୋଲକାତା ନାଇଟ ରାଇଡର୍ସକୁ ନେଇ ଡିଫେଣ୍ଡିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?