Posted inଜାତୀୟ

ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି, ଭୋଟ ଦେବାକୁ ସମସ୍ତଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ଅଗରତାଲା,୧୬।୨ : ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୫୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନ ଭାଗ୍ୟ ପରୀକ୍ଷା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍ଥାନରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବେରଡୋଓ୍ବଲିର ମହାରାଣୀ ତୁଳସୀବତୀ ଗର୍ଲସ ହାୟର ସେକେଣ୍ଡାରୀ ସ୍କୁଲର ବୁଥ ନଂ ୧୬ରେ ବିଧାନସଭା ନିର୍ବାଚନ ପାଇଁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମତଦାନ କରିଛନ୍ତି। ଭୋଟ ଦେବା ପରେ ସାହା ଜନସାଧାରଣଙ୍କ ଉଦ୍ଦେଣ୍ୟରେ କହିଛନ୍ତି ଯେ ଆପଣ ମଧ୍ୟ ବହୁ ସଂଖ୍ୟାରେ ଭୋଟ ଦିଅନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିପୁରାର ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଏବଂ ଗଣତନ୍ତ୍ରକୁ ମଜବୁତ କରିବାକୁ ମୁଁ ଅନୁରୋଧ କରଛନ୍ତି। ସେ ଟୁଇଟ କରି କହିଛନ୍ତି ମୁଁ ଯୁବକମାନଙ୍କୁ ସେମାନଙ୍କର ମତଦାନ ଅଧିକାର ବ୍ୟବହାର କରିବାକୁ ଆହ୍ବାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ଅନେକ ଦିନ ପରେ ରାଜଧାନୀରେ କରୋନା ସଂକ୍ରମଣ ମାମଲା ୩୦୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ...

୯୩ ଘଣ୍ଟା ପରେ ବି ଏଏନ୍‌-୩୨ନିଖୋଜ: ସର୍ଚ୍ଚ ଅପରେସନ୍‌ରେ ସାମିଲ ହେଲା ଅତ୍ୟାଧୁନିକ ସେନ୍ସର ପି୮ଆଇ

ନୂଆଦିଲ୍ଲୀ,୭।୬: ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟର ବିମାନ ଏଏନ୍‌-୩୨ର ଏବେ ବି ପତ୍ତା ମିଳିପାରିନାହିଁ। ଜୁନ ୩ ଦ୍ୱିପହର ୧ଟାରେ ନିଖୋଜ ହୋଇଥିବା ବିମାନର ପତ୍ତା ଲଗାଇବା...

ବଢିବ ବାୟୁ ସେନାର ଶକ୍ତି

ନୂଆଦିଲ୍ଲୀ,୧ ।୬: ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଭାରତ ଡାୟନେମିକସ ଲିମିଟେଡ (ବିଡିଏଲ) ସହ ଏୟାର-ଟୁ-ଏୟାର ଷ୍ଟ୍ରାଇକ୍ କ୍ଷେପଣାସ୍ତ୍ର ଏବଂ ଆନୁଷଙ୍ଗିକ ଉପକରଣ କ୍ରୟ ପାଇଁ ୨,୯୭୧...

ସ୍ଫୁଟନିକ୍‌-ଭି ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୪: ରୁଷିଆର କରୋନା ଟିକା ‘ସ୍ପୁଟନିକ ଭି’କୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ଏହା ସହ ଦେଶକୁ କରୋନା ସହ...

ଦେଶର ଏତିକି କଏଦୀଙ୍କ ପାଖରେ ଅଛି ଟେକ୍‌ନିକାଲ ଡିଗ୍ରୀ

ନୂଆଦିଲ୍ଲୀ, ୧୪।୨ : ପୂରା ଦେଶରେ ଏବେ ୪,୭୮,୬୦୦ କଏଦୀ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୩୨,୭୨୯ ଅଶିକ୍ଷିତ ଥିବାବେଳେ ୫,୬୭୭ ଜଣ କଏଦୀଙ୍କ ପାଖରେ...

କଂଗ୍ରେସରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼,୨ ।୧୧: ପଞ୍ଜାବର ପୁର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭...

ଭାରତ ଯୋଡ଼ୋ ଯାତ୍ରା ଜନତାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରାଇବ

ନୂଆଦିଲ୍ଲୀ,୧୪।୧୧ (ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ସୁନିଶ୍ଚିତ କରାଇବାକୁ...

ଚନ୍ଦ୍ରକୁ ପ୍ରଥମ ମହିଳା ପଠାଇବେ ବେଜୋସ୍‌

ନୂଆଦିଲ୍ଲୀ, ୯।୧୨: ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ମହାକାଶ କମ୍ପାନୀ ‘ବ୍ଲୁ ଅରିଜିନ୍‌’ ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବାକୁ ଯାଉଛି। ଏହି କମ୍ପାନୀ ଦ୍ୱାରା ନିର୍ମିତ...

Advertisement
Archives

Model This Week