Home Middle

୧୮ରେ ନାମାଙ୍କନପତ୍ର ଦାଖଲ କରିବେ ଦୀପାଳି

ଝାରସୁଗୁଡ଼ା ଅଫିସ,୧୨ା୪: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ। ଏନେଇ ବିଜେଡି ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୧୫ରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ…

ଟସ୍‌ ଜିତି ବୋଲିଂ ନେଲା ସିଏସକେ

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର) ମଧ୍ୟରେ ଖେଳାଯାଉଛି। ତେବେ ମ୍ୟାଚରେ ସିଏସକେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…

ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୩ୟ ସ୍ଥାନରେ ନବୀନ, ସମ୍ପତ୍ତିର ମୂଲ୍ୟ ଏତିକି କୋଟି

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ…

ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷ ତାଲିକାରେ ରହିଛି ଜଗମୋହନ ରେଡ୍ଡୀଙ୍କ ନାଁ, ସମ୍ପତ୍ତିର ମୂଲ୍ୟ…

ହାଇଦ୍ରାବାଦ,୧୨ା୪: : ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ…

ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ମମତା

କୋଲକାତା,୧୨ା୪: ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ…

ଲାଲୁଙ୍କ ଆଉ ଜଣେ ଝିଅଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୨ା୪: ଚାକିରି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପିଛା ଛାଡୁନି ସମସ୍ୟା। ସୂଚନାନୁଯାୟୀ, ଲାଲୁଙ୍କ ଆଉ ଜଣେ ଝିଅ ମଧ୍ୟ ଇଡି ନଜରକୁ ଆସିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବା…

ଆଗାମୀ ୧୦-୧୨ ଦିନ ମଧ୍ୟରେ ବଢିପାରେ କରୋନା ସଂକ୍ରମଣ, ହେଲେ…

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ସଂକ୍ରମଣ ଏଣ୍ଡେମିକ ଷ୍ଟେଜ ଆଡକୁ ଗତି କରୁଛି। ଆସନ୍ତା ୧୦-୧୨ ଦିନ ମଧ୍ୟରେ ଏହି ମାମଲା ବଢିପାରେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଣ୍ଡେମିକର ଅର୍ଥ ହେଉଛି ସଂକ୍ରମଣ ଏବେ ଆମରି ଭିତରେ…

ସିଙ୍ଗାପୁରରେ ଭାରତୀୟ ବଂଶୋଭବ ଗିରଫ

ସିଙ୍ଗାପୁର,୧୨ା୪: ବିଭିନ୍ନ ଅଭିଯୋଗରେ ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଭବଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିଙ୍ଗାପୁରର ସେଣ୍ଟ୍ରାଲ ବିଜନେସ୍‌ ଜିଲା (ସିବିଡିଟି)ରେ କୁରାଢ଼ି ଲଗାଇଥିବା ୨୫ ବର୍ଷୀୟ ଭାରତୀୟ ମୂଳ ଯୁବକଙ୍କୁ ଆକ୍ରମଣ ତଥା ଅନ୍ୟାନ୍ୟ ଅପରାଧ ଅଭିଯୋଗରେ ବୁଧବାର କୋର୍ଟରେ ହାଜର…

ଆମେରିକାକୁ ମହାବିନାଶକ ଶକ୍ତି ଦେଖାଇଲା ରୁଷିଆ…

ମସ୍କୋ,୧୨।୪ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ବିଶ୍ୱ ସାମ୍ନାରେ ନିଜର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ରୁଷିଆର ସୈନ୍ୟବାହିନୀ ଏକ ନୂତନ ଆନ୍ତଃଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ପଡୋଶୀ ଦେଶ କାଜାଖସ୍ତାନରେ ନିର୍ମିତ ଫାୟାରିଂ ରେଞ୍ଜରୁ ରୁଷିଆ…

ଚାଇନା ଧୂଳିଝଡ଼ ନେଇ ଜାପାନ-ଦକ୍ଷିଣ କୋରିଆରେ ସଙ୍କଟ…

ବେଜିଂ/ଟୋକିଓ/ସିଓଲ,୧୨।୪ : ପ୍ରାୟ ଏକ ମାସ ହେବ ଚାଇନାରେ ଏକ ଧୂଳିଝଡ଼ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଝଡ଼ ପଡୋଶୀ ଦେଶ ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ବ୍ୟାପିଛି। ସେଠାରେ ଆକାଶ କୁହୁଡିରେ ଆଚ୍ଛାଦିତ ହୋଇଛି। ଏହି କାରଣରୁ, ଦକ୍ଷିଣ…

ବିରୋଧୀଙ୍କୁ ଏକଜୁଟ ଯୋଜନା: ନୀତୀଶ-ତେଜସ୍ବୀଙ୍କ ବୈଠକରେ ରାହୁଲ…

ନୂଆଦିଲ୍ଲୀ,୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବୁଧବାର ଦିଲ୍ଲୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସମୟରେ ଖାର୍ଗେଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ବିରୋଧୀ…

ମାତୃତ୍ୱ ଅବକାଶ ଆଇନକୁ ଏସସିରେ ଚ୍ୟାଲେଞ୍ଜ: ପୋଷ୍ୟ ସନ୍ତାନଙ୍କ ପାଇଁ ଭେଦଭାବପୂର୍ଣ୍ଣ ଅଭିଯୋଗ…

ନୂଆଦିଲ୍ଲୀ,୧୨।୪ : ସୁପ୍ରିମକୋର୍ଟରେ ମାତୃତ୍ୱ ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ପୋଷ୍ୟ ସନ୍ତାନମାନଙ୍କ ପାଇଁ ମାତୃତ୍ୱ ଅବକାଶ ନିୟମ ଭେଦଭାବପୂର୍ଣ୍ଣ ବୋଲି ଅଭିଯୋଗ କରାଯାଇଛି। ୨୮ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?