କର୍ନାଟକରେ ୧୦ ମେ’ ରେ ବିଧାନସଭା ନିର୍ବାଚନ…
ବେଙ୍ଗାଲୁରୁ,୨୯।୩ : କର୍ନାଟକର ୨୨୪ ବିଧାନସଭା ଆସନରେ ୧୦ ମେ’ ରେ ନିର୍ବାଚନ ହେବ। ମେ’ ୧୩ରେ ମତ ଗଣନା କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଘୋଷଣା କରିଛନ୍ତି। ଏନେଇ ମେ’ ୨୪ ପୂର୍ବରୁ ସମସ୍ତ…
ଜିନପିଙ୍ଗଙ୍କୁ ଭେଟିବାକୁ ଜେଲେନସ୍କି ଆଗ୍ରହୀ: ୟୁକ୍ରେନ ଆସିବାକୁ କଲେ ଆମନ୍ତ୍ରଣ…
କିଭ୍,୨୯।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୟୁକ୍ରେନ ଗସ୍ତ କରିବାକୁ ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଛନ୍ତି। ବୁଧବାର ଆସୋସିଏଟେଡ ପ୍ରେସ ଦ୍ୱାରା ପ୍ରକାଶିତ ଖବରରେ ଏହା ଉଲ୍ଲେଖ କରାଯାଇଛି।…
ଆମେରିକା ବାଚସ୍ପତିଙ୍କୁ ଭେଟିବେ ତାଇଓ୍ବାନ ରାଷ୍ଟ୍ରପତି: ପ୍ରତିଶୋଧ ନେବାକୁ ଧମକ ଦେଲା ଚାଇନା…
ତାଇପେ/ବେଜିଂ,୨୯।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ ବୁଧବାର ଗୁଆଟେମାଲା ଏବଂ ବେଲିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ନ୍ୟୁୟର୍କ ଏବଂ ଲସ ଆଞ୍ଜେଲସରେ ଅଟକିବେ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ସେ ଆମେରିକାର ହାଉସ ବାଚସ୍ପତି…
ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼: ୧ ଏପ୍ରିଲରୁ ୯୦୦ ଔଷଧ ଦାମ୍ ବଢ଼ିବ…
ନୂଆଦିଲ୍ଲୀ,୨୯।୩ : ଏପ୍ରିଲ ୧ରୁ ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଲୋକଙ୍କୁ ବର୍ତ୍ତମାନ ଅନେକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧିର ସମ୍ମୁୂଖୀନ ହେବାକୁ ପଡ଼ିବ। ଏବେ ଔଷଧ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଏପ୍ରିଲ ୧…
ସଙ୍କଟ ଘନେଇଲା: ଦୈନିକ ସଂକ୍ରମଣ ୨ ହଜାର ଟପିଲା, ସକ୍ରିୟ ମାମଲା ୧୧ ହଜାରରୁ ଅଧିକ…
ନୂଆଦିଲ୍ଲୀ, ୨୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ମ୍ୟାନମାର୍ରେ ରାଜନୈତିକ ସଙ୍କଟ: ସ୍ୟୁ ଚୀଙ୍କ ଦଳକୁ ଭଙ୍ଗ କଲା ଜୁଣ୍ଟା…
ନାପିଦ୍ୱ,୨୯।୩ : ମ୍ୟାନମାରରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ପୂର୍ବତନ ନେତ୍ରୀ ଅଙ୍ଗ ସାନ ସ୍ୟୁ-ଚୀଙ୍କ ଦଳ ନ୍ୟାଶନାଲ ଲିଗ ଫର ଡେମୋକ୍ରାସି (ଏନଏଲଡି) ସମେତ ଚାଳିଶ ରାଜନୈତିକ ଦଳକୁ ଭଙ୍ଗ କରାଯାଇଛି। ସାମରିକ ଶାସକଙ୍କ ନିୟନ୍ତ୍ରଣରେ ଥିବା ଜୁଣ୍ଟା ଏହି…
ଚାଇନାର ମୁକାବିଲା ଲାଗି ଆମେରିକା ପ୍ରତିରକ୍ଷା ବଜେଟରେ ବୃଦ୍ଧି: ୨୦୨୪ ପାଇଁ ୬୯ ଲକ୍ଷ କୋଟି…
ଓ୍ବାଶିଂଟନ,୨୯।୩ : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟର୍ଡ ଜେ.ଅଷ୍ଟିନ କହିଛନ୍ତି ଯେ ଚାଇନାର ଆହ୍ବାନକୁ ଦୃଷ୍ଟିରେ ରଖି ଆର୍ଥିକ ବର୍ଷ ୨୦୨୪ର ବଜେଟରେ ପ୍ରତିରକ୍ଷା ପାଇଁ ବ୍ୟୟ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଆମେରିକା ବଜେଟରେ ୬୯ ଲକ୍ଷ…
ମାନହାନି ମାମଲାରେ ଉଦ୍ଧବ, ସଞ୍ଜୟଙ୍କୁ ସମନ
ନୂଆଦିଲ୍ଲୀ, ୨୯ା୩ : ଏକ ମାନହାନି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍ରେ, ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତଙ୍କୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସମନ ଜାରି କରିଛନ୍ତି। ଶିବସେନାର ଏକନାଥ…
ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ…
ନୂଆଦିଲ୍ଲୀ,୨୮।୩ : ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ଘୃଣା ଭାଷଣ ବିରୋଧରେ ଏକ ପିଟିଶନର ଶୁଣାଣି କରୁଥିବାବେଳେ ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ…
ଡୋକଲାମ ନେଇ ଭୁଟାନର ମନ୍ତବ୍ୟ ଯୋଗୁ ଭାରତର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୨୮।୩ : ଡୋକଲାମ ଷ୍ଟାଣ୍ଡଅଫରେ ସଡକ ନିର୍ମାଣକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ଏକ ବଡ଼ ବିବାଦ ଲାଗି ରହିଛି। ଡୋକଲାମରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମୁହାଁମୁହିଁ ହେବାର ୬ ବର୍ଷ ପରେ ଭୁଟାନର ପ୍ରଧାନମନ୍ତ୍ରୀ ଏକ ବଡ଼…
ସବୁ ଦୁର୍ନୀତିଗ୍ରସ୍ତ ହୋଇଛନ୍ତି ଏକଜୁଟ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୮।୩ : ଯାଞ୍ଚ୍ ଏଜେନ୍ସି ଯୋଗୁ ବିରୋଧୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ଦେଶର ସମସ୍ତ ଦୁର୍ନୀତିଗ୍ରସ୍ତ ଏକଜୁଟ ହୋଇ ଯାଇଛନ୍ତି। ଭାଜପା ମୁଖ୍ୟାଳୟରେ ନୂଆ ଆବାସିକ ପରିସରର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହି ବିରୋଧୀ…
ପୁଣି କରୋନା ଆତଙ୍କ : ୧୧ ରାଜ୍ୟରେ ଏକ୍ସବିବି-୧.୧୬ ଭାରିଆଣ୍ଟର ୬୧୦ ଆକ୍ରାନ୍ତ…
ନୂଆଦିଲ୍ଲୀ,୨୮।୩ : ଦେଶରେ ପୁଣି ଥରେ କରୋନା ଆତଙ୍କ ଦେଖାଦେଇଛି। ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରୁ କରୋନାର ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଇନସାକୋଗ ତଥ୍ୟ…
Archives


