Home Middle

ସକ୍ରିୟ ମାମଲା ୬୧ ହଜାର ଟପିଲା…

ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ସମଲିଙ୍ଗୀ ବିବାହ ମାମଲା ଶୁଣାଣି ଆରମ୍ଭ: ସମାଜରେ ସ୍ବୀକୃତି ମିଳିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତି ଦାବିର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ ଆବେଦନଗୁଡ଼ିକର ଶୁଣାଣି କରୁଛି। ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି…

କୋର୍ଟଙ୍କ ରାୟ ପୂର୍ବରୁ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୮।୪: ମଙ୍ଗଳବାର ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ଶୁଣାଣି ଆରମ୍ଭ ହେବ। ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି ଏବଂ…

ସୁଦାନରେ ସେନା-ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସଂଘର୍ଷରେ ଏବେ ପର୍ଯ୍ୟନ୍ତ ୧୦୮ ଜଣଙ୍କ ମୃତ୍ୟୁ, ଭାରତ ପୁଣି ଜାରିକଲା ଚେତାବନୀ

ନୂଆଦିଲ୍ଲୀ,୧୮।୪: ସୁଦାନ ଉପରେ ନିୟନ୍ତ୍ରଣକୁ ନେଇ ଦେଶର ସେନା ତଥା ଏକ ଶନ୍ତିଶାଳୀ ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସୋମବାର ଲଗାତାର ତୃତୀୟ ଦିନରେ ବି ସଂଘର୍ଷ ଜାରି ରହିଥିଲା। ଏହି ସଂଘର୍ଷରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦୮ ଜଣଙ୍କ ମତ୍ୟୁ ହେଲାଣି।…

ଅତିକ୍‌- ଅଶ୍ରଫ୍‌ ହତ୍ୟା ମାମଲା: ଏପ୍ରିଲ ୨୪ରେ ଶୁଣାଣି

ନୂଆଦିଲ୍ଲୀ,୧୮।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦ- ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ଏପ୍ରିଲ ୨୪ରେ ହେବ ବୋଲି ଜଣାପଡିଛି। ଆବେଦନକାରୀ ବିଶାଲ ତିୱାରୀ ସୁପ୍ରିମକୋର୍ଟଙ୍କୁ…

ଭାଜପାରେ ଯୋଗ ଦେବେ ଅଜିତ ପାଓ୍ବାର!

ମୁମ୍ବାଇ,୧୮।୪: ମହାରାଷ୍ଟ୍ର ରାଜନୀତିରେ ପୁଣି ଉଷ୍ମତା ଦେଖାଦେଇଛି। ଶୁଣିବାକୁ ମିଳୁଛି କି ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ଯାଇ ପାରନ୍ତି। ଅଜିତଙ୍କ ସହ ୧୧-୧୨ ବିଧାୟକ ରହିଛନ୍ତି। ଅଜିତଙ୍କୁ ନେଇ ଅନୁମାନ କରାଯାଉଛି କି ମହାରାଷ୍ଟ୍ର ରାଜନୀତିରେ ବଡ…

ସମଲିଙ୍ଗୀ ବିବାହ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ର ବିରୋଧ କରି କହିଛି ଯେ, କୋର୍ଟଙ୍କୁ ଏହା ଉପରେ ଶୁଣାଣି କରିବା ଉଚିତ୍‌ ନୁହେଁ। ଏଥିସହ…

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା ଇନପୁଟ ମିଳିଛି। ଏହାପରେ…

ଆଇପିଏଲ୍‌ ୨୦୨୩: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୧୮।୪: ସୋମବାର ଆଇପିଏଲ୍‌ ୨୦୨୩ର ସିଜିନ ୧୬ର ୨୫ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏ…

ଗୁରୁଦ୍ୱାରା ଗୁଳିକାଣ୍ଡ ମାମଲାରେ ୧୭ ଗିରଫ, ମେଶିନ ଗନ ଏକ ୪୭ ଜବତ

ଓ୍ବାଶିଂଟନ,୧୮।୪: ଆମେରିକାର କାଲିଫର୍ନିଆରେ ଥିବା ସୌକ୍ରାମେଂଟୋ ସ୍ଥିତ ଏକ ଗୁରୁଦ୍ୱାରରେ ଗତ ମାସରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ବଡ ଧରଣର ଚଢାଉ କରିଛି। କୁହାଯାଉଛି କି ଏହି ଘଟଣାକୁ ନେଇ ପ୍ରାୟ ୨୦ଟି ସ୍ଥାନରେ ଚଢାଉ କରାଯାଇଛି। ଏହାସହ ୧୭…

ଭୁଶୁଡିଲା ଚାଉଳ ମିଲ୍‌: ୪ ମୃତ, ୨୦ ଆହତ

ଚଣ୍ଡିଗଡ,୧୮।୪: ହରିୟାଣାର କରନାଲରେ ଏକ ଚାଉଳ ମିଲ୍‌ ସୋମବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।ଏଥିସହ ମିଲ୍‌ରେ ଶୋଇଥିବା କିଛି ଶ୍ରମିକ ଭଗ୍ନାବଶେଷରେ ଫସିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା…

ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏସ୍‌ମା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସରକାରୀ ଡାକ୍ତରଖାନାରେ ନିୟୋଜିତ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍‌, ଟେକ୍ନିସିଆନ୍‌ଙ୍କ ଉପରେ ରାଜ୍ୟ ସରକାର ସୋମବାର ଅତ୍ୟାବଶ୍ୟକ ସେବା ଏବଂ ପରିଚାଳନା ଆଇନ(ଏସ୍‌ମା) ଲାଗୁ କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ସେବାରେ ଜଡ଼ିତ ଅନ୍ୟ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?