ଜୟଶଙ୍କରଙ୍କ ୟୁରୋପୀୟ ମାନସିକତାକୁ ଜର୍ମାନ ଚାନ୍ସଲରଙ୍କ ସମର୍ଥନ…
ମ୍ୟୁନିକ,୨୦।୨ : ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଜର୍ମାନ ଚାନ୍ସେଲର ଓଲଫ ସ୍କୋଲଜ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭାଇରାଲ “ୟୁରୋପୀୟ ମାନସିକତା” ମନ୍ତବ୍ୟକୁ ଉଲ୍ଲେଖ କରିଛନ୍ତି। ଗତ ବର୍ଷ ସ୍ଲୋଭାକିଆରେ ଗ୍ଳୋବସେକ୍ ବ୍ରାଟିସଲାଭା ଫୋରମର ୧୭ ତମ ସଂସ୍କରଣରେ ରୁଷିଆ-ୟୁକ୍ରେନ…
ସୌରାଷ୍ଟ୍ରକୁ ଦ୍ୱିତୀୟ ରଣଜୀ ଟାଇଟଲ
କୋଲ୍କାତା,୨୦ା୨(ପି.ଟି.): କୋଲ୍କାତାର ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍ରେ ବେଙ୍ଗଲକୁ ପରାସ୍ତ କରିବା ସହିତ ଦ୍ୱିତୀୟଥର ପାଇଁ ରଣ୍ଜୀ ଟ୍ରଫି ଜିତିଛି ସୌରାଷ୍ଟ୍ର। ଅଧିନାୟକ ଜୟଦେବ ଉନାଡକଟ୍ଙ୍କ ଘାତକ ବୋଲିଂ ଓ ଅର୍ପିତ ବାସବଦାଙ୍କ ବ୍ୟାଟିଂ ବଳରେ ସୌରାଷ୍ଟ୍ର…
ରାଜସ୍ଥାନକୁ ୧୩-୧ରେ ହରାଇଲା ଓଡ଼ିଶା
କାକିନାଡ଼ା, ୨୦ା୨: ଏଠାରେ ଚାଲିଥିବା ୧୩ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍ରେ ରବିବାର ଓଡ଼ିଶା, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିହାର ସେମାନଙ୍କ ମ୍ୟାଚ୍ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛନ୍ତି। ଦିନର ପ୍ରଥମ ପୁଲ୍…
କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା
ଭୁବନେଶ୍ୱର,୨୦ା୨ (ସ୍ପୋଟର୍ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ କେରଳ-ପଞ୍ଜାବ ମ୍ୟାଚ୍ ଡ୍ର ରହିଥିବା ବେଳେ ଗୋଆକୁ ପରାସ୍ତ କରିଛି ମହାରାଷ୍ଟ୍ର। କ୍ୟାପିଟାଲ…
ସମ୍ବଲପୁର ଜିଲାପାଳଙ୍କୁ ବିବାହ କରିବେ ବଲାଙ୍ଗୀର ଜିଲାପାଳ
ସମ୍ବଲପୁର,୨୦ା୨(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ। ଏନେଇ ରବିବାର ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି। ଜିଲାପାଳଙ୍କ ସରକାରୀ ବାସଭବନରେ କମ୍ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ଏହି…
ତେଲଙ୍ଗାନା ଆଫଗାନିସ୍ତାନ୍, କେସିଆର୍ ତାଲିବାନ୍
ମହବୁବାବାଦ୍,୨୦ା୨: ତେଲଙ୍ଗାନାକୁ ଆଫଗାନିସ୍ତାନ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ତାଲିବାନ ସହ ତୁଳନା କରି ବିବାଦୀୟ ହୋଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲଙ୍ଗାନା ପାର୍ଟି (ଓ୍ବାଇଏସ୍ଆର୍ଟିପି) ମୁଖ୍ୟ ଓ୍ବାଇ.ଏସ୍. ଶର୍ମିଲା। ତେଲଙ୍ଗାନା ପୋଲିସ ତାଙ୍କୁ ଗିରଫ କରି ମାମଲା…
ଗର୍ଭନିରୋଧକ ବନ୍ଦ କଲା ତାଲିବାନ
କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍)କୁ ବେଆଇନ ଘୋଷଣା କରିଛନ୍ତି। ଆଫଗାନିସ୍ତାନର ଦୁଇଟି ମୁଖ୍ୟ ସହରରେ ଏହାର ବିକ୍ରି ବନ୍ଦ କରାଯାଇଛି। ମହିଳାମାନେ…
ଶାନ୍ତି ଆଲୋଚନା ଚାହୁଁ ନାହାନ୍ତି ପାଶ୍ଚାତ୍ୟ ରାଷ୍ଟ୍ର
ମସ୍କୋ,୨୦।୨ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଆଉ ୪ ଦିନ ପରେ ବର୍ଷେ ପୂରିବ। ତେବେ ଯୁଦ୍ଧର ସମାଧାନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ଦେଖାଉ ନ ଥିବା ମସ୍କୋ ଅଭିଯୋଗ କରିଛି। ପାଶ୍ଚାତ୍ୟ…
ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ
ଓ୍ବାଶିଂଟନ୍/ମ୍ୟୁନିକ୍,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଦେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି। ସେହିପରି…
ଥମୁନି ‘ସୋରୋସ୍’ ଚର୍ଚ୍ଚା
ନୂଆଦିଲ୍ଲୀ,୨୦ା୨: ଭାରତର ଗଣତନ୍ତ୍ର ଉପରେ ବିଲିୟନେୟାର୍ ବିଜ୍ନେସ୍ମ୍ୟାନ୍ ଜର୍ଜ ସୋରୋସ୍ଙ୍କ ମନ୍ତବ୍ୟ ଦେଶରେ ବିତର୍କ ସୃଷ୍ଟି କରିଛି। ଜର୍ମାନୀର ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ସୋରୋସ୍ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ସପକ୍ଷବାଦୀ ନୁହନ୍ତି। ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସହ…
ଛାତ୍ରୀଛାତ୍ରଙ୍କ ୧୫୦ ସାଟେଲାଇଟ୍ ମହାକାଶ ଗଲା
ଚେନ୍ନାଇ, ୨୦।୨: ତାମିଲନାଡ଼ୁର ଚେଙ୍ଗାଲ ପୋଟ୍ଟୁ ଜିଲା ପଟ୍ଟିପୋଲାମ ଗ୍ରାମରୁ ରବିବାର ଏ.ପି.ଜେ. ଅବଦୁଲ କଲାମ ସାଟେଲାଇଟ୍ ଲଞ୍ଚ ଭେହିକଲ୍ ମିଶନ୍-୨୦୨୩ ଉତ୍କ୍ଷେପଣ କରାଯାଇଛି। କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଯୋଗଦେଇଥିଲେ। ଦ ମାର୍ଟିନ ଫାଉଣ୍ଡେଶନ୍, ଡ. ଏ.ପି.ଜେ. ଅବ୍ଦୁଲ…
୨ ବର୍ଷରେ ୧,୫୦୦ କୋଟି ଲୁଟ୍
ନୂଆଦିଲ୍ଲୀ, ୨୦।୨: ‘ପ୍ରିୟ ଏସ୍ବିଆଇ ୟୁଜର୍, ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ୍ ହୋଇଯିବ। ଦୟାକରି ଆପଣଙ୍କ ପାନ୍ କାର୍ଡ ତୁରନ୍ତ ଅପ୍ଡେଟ୍ କରନ୍ତୁ। ଏଠାରେ କ୍ଲିକ୍ କରନ୍ତୁ।’ ସାଇବର ଅପରାଧର ଶିକାର ହୋଇଥିବା ଅନେକଙ୍କ ଭଳି ଦିଲ୍ଲୀର କୋମଲ (ଛଦ୍ମନାମ) ମଧ୍ୟ…
Archives


