ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ-୨୦୨୨ ପ୍ରକାଶିତ: ପୋଲିସରେ ମାତ୍ର ୧୧.୭୫ ପ୍ରତିଶତ ମହିଳା…
ନୂଆଦିଲ୍ଲୀ,୪।୪ : ଇଣ୍ଡିଆ ଜଷ୍ଟିସ ରିପୋର୍ଟ -୨୦୨୨ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଜନସାଧାରଣଙ୍କ ନ୍ୟାୟ ପାଇବାକୁ ସ୍ଥିତିରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ କର୍ନାଟକ ପ୍ରଥମ ସ୍ଥାନରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ୩ଟି ରାଜ୍ୟ ଶ୍ରେଷ୍ଠ…
ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ଟୁଇଟ କରି ଦେଲେ ସୂଚନା…
ରାଜସ୍ଥାନ,୪।୪ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଭୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଟୁଇଟ କରି ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ କୋଭିଡ ପଜିଟିଭ ଆସିଥିବା ବିଷୟରେ…
ଚାଷୀ ଆନ୍ଦୋଳନ ପରେ ୧୧୩ ସଂଗଠନ ଦ୍ୱାରା ଗଠନ ହେଲା ମିଳିତ ଯୁବ ମୋର୍ଚ୍ଚା…
ନୂଆଦିଲ୍ଲୀ,୪।୪ : କୃଷକଙ୍କ ଆନ୍ଦୋଳନ ପରେ ବର୍ତ୍ତମାନ ଦେଶବ୍ୟାପୀ ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର ୧୧୩ ସଂଗଠନ ଏକତ୍ରିତ ହୋଇ ‘ୟୁନାଇଟେଡ ୟୁଥ ଫ୍ରଣ୍ଟ’ (ମିଳିତ ଯୁବ ମୋର୍ଚ୍ଚା )ଗଠନ କରିଛନ୍ତି। ମଙ୍ଗଳବାର ଏନେଇ ଖବରଦାତାଙ୍କୁ ଯୁବା…
ନାଥୁଲାରେ ହିମସ୍ଖଳନ: ୬ ପର୍ଯ୍ୟଟକ ମୃତ, ୮୦ରୁ ଅଧିକ ରହିଛନ୍ତି ଅଟକି…
ଗାଙ୍ଗଟକ,୪।୪ : ମଙ୍ଗଳବାର ସିକ୍କିମର ନାଥୁଲା ଅଞ୍ଚଳରେ ହୋଇଥିବା ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏଥି ସହିତ ପ୍ରାୟ ୮୦ରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା…
ମୋଦି କରି ନାହାନ୍ତି ପ୍ରତିଶୋଧ ରାଜନୀତି: ଗୁଲାମ ନବୀ..
ନୂଆଦିଲ୍ଲୀ,୪।୪ : ରାଜ୍ୟସଭାର ପୂର୍ବତନ ଏମ୍ପି ତଥା ଡୋମୋକ୍ରାଟିକ୍ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପିଏମ ମୋଦିଙ୍କୁ ଉଦାରବାଦୀ ବୋଲି କହିଛନ୍ତି। ଏଥି ସହିତ ସେ କଂଗ୍ରେସର ଜି-୨୩ ନେତା…
ଲଣ୍ଡନ ବିଶ୍ୱ ବିଦ୍ୟାଳୟରେ ଚାଲିଛି ଭାରତ ବିରୋଧୀ ଅଭିଯାନ: ଭାରତୀୟ ଛାତ୍ରଙ୍କ ଅଭିଯୋଗ…
ଲଣ୍ଡନ,୪।୪ : ଜଣେ ଭାରତୀୟ ଛାତ୍ର ଦାବି କରିଛନ୍ତି ଯେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଛାତ୍ର ସଂଗଠନ ନିର୍ବାଚନରୁ ଅଯୋଗ୍ୟ ହୋଇଛନ୍ତି। କାରଣ ସେ ଜଣେ ଭାରତୀୟ ଏବଂ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି। ତାଙ୍କୁ ବଦନାମ କରିବା ପାଇଁ…
ଏନସିଇଆରଟି ଭେଦଭାବ କରେନାହିଁ, ସମସ୍ତ ସିଲାବସ୍ ଆମେ କମ୍ କରିଛୁ: ନିର୍ଦ୍ଦେଶକ…
ନୂଆଦିଲ୍ଲୀ,୪।୪ : ଏନସିଇଆରଟି ସିଲାବସ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନ୍ୟୁଜ ଏଜେନ୍ସି ସହିତ ସାକ୍ଷାତକାରରେ ଏନସିିଇଆରଟି ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ କହିଛନ୍ତି, ଆମେ ସିଲାବସରେ ଏହି ପରିବର୍ତ୍ତନ କରିଛୁ। ଗତ ବର୍ଷ ଆମେ ଏକ ବିଶେଷଜ୍ଞ କମିଟି…
କରୋନା ହାର୍ଟ ଆଟାକ ମଧ୍ୟରେ ଅଛି କି ସମ୍ପର୍କ: ୨-୩ ମାସରେ ଆସିବ ରିପୋର୍ଟ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ …
ନୂଆଦିଲ୍ଲୀ,୪।୪ : କୋଭିଡ ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ଅଛି କି? କରୋନା ଅବଧି ପରେ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। ଏହି ପ୍ରଶ୍ନର ଉତ୍ତର ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନ୍ୟୁଜ ଏଜେନ୍ସି ସହ ସାକ୍ଷାତକାର…
ନ୍ୟାୟପାଳିକା ଉପରେ ଶେହବାଜ ସରିଫ ସରକାରଙ୍କ ପ୍ରହାର…
ଇସଲାମାବାଦ,୪।୪ : ଦୁଇ ପ୍ରଦେଶରେ ନିର୍ବାଚନ ତାରିଖ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଶେହବାଜ ସରିଫ ସରକାର ସୁପ୍ରିମକୋର୍ଟ ଉପରେ ପ୍ରହାର କରିଛନ୍ତି। ସରିଫ ସରକାର ଏବଂ ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଗତ କିଛି ସପ୍ତାହ…
ଦିଲ୍ଲୀରେ ଡିସି-ଜିଟି ମୁହାଁମୁହିଁ…
ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଡିସି ଅଧିନାୟକ ଡେଭିଡ ଓ୍ବାର୍ନର ଏବଂ ଜିଟିି ଅଧିନାୟକ…
ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍: ୨୨ ହଜାର ମୁହାଁ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଅରୁଣାଚଳର ୧୧ ସ୍ଥାନର ନୂଆ ନାମ ଦେଲା ଚାଇନା, ରାଗିଲା ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୪।୪: ଅରୁଣାଚଳ ପ୍ରଦେଶରେ ନିଜର ଉପସ୍ଥିତି ଜାହିର କରିବାକୁ ସମୟ ସମୟରେ ଚାଇନା ତା’ର ପୁରୁଣା ଚେଷ୍ଟା ଦେଖାଇ ଆସୁଛି। ପୁଣିଥରେ ଚାଇନା ଅରୁଣାଚଳ ସହ ଜଡିତ ସ୍ଥାନର ନାମକୁ ତା’ର ନକ୍ସାରେ ବଦଳାଇ ଦେଇଛି। ଏହାକୁ ନେଇ ଏବେ ବୈଦେଶିକ…
Archives


