Home Middle

ବିହାରରେ ନୀତିଶଙ୍କୁ ଘେରିବାକୁ ଭାଜପାର ରଣନୀତି, ଏହି ନେତାଙ୍କୁ ଭେଟିଲେ ଅମିତ ଶାହା

ପାଟନା,୧୧।୭: ୨୪ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଦେଶର ବିଭିନ୍ନ ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ସହ ଘନଘନ ବୈଠକ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେପଟେ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ମହାରାଷ୍ଟ୍ର…

ଭାଜପାକୁ ମିଳିଛି ସର୍ବାଧିକ ଚାନ୍ଦା: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୧।୭ : ଥିଙ୍କ ଟ୍ୟାଙ୍କ ’ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ର ଏକ ରିପୋର୍ଟରେ କୁହାଯାଇଛି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ସମସ୍ତ ଦାନର ଅଧାରୁ ଅଧିକ ନିର୍ବାଚନ ବଣ୍ଡ ମାଧ୍ୟମରେ ହୋଇଥିଲା ଏବଂ…

ସିମ୍ବଲ ଲୋଣ୍ଡିଂ ପ୍ରକ୍ରିୟାରେ ନୂଆ ବୈଶିଷ୍ଟ୍ୟ ଆଣିବେ ନିର୍ବାଚନ ଆୟୋଗ…

ନୂଆଦିଲ୍ଲୀ,୧୧।୭ : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବାକୁ ନିର୍ବାଚନ ଆୟୋଗ କାଗଜ ଟ୍ରେଲ ମେସିନର ସିମ୍ବଲ ଲୋଡିଂ ପ୍ରକ୍ରିୟାରେ ଏକ ନୂତନ ବୈଶିଷ୍ଟ୍ୟ ଆଣିଛନ୍ତି। ଆଇନ ମନ୍ତ୍ରଣାଳୟର ଦଲିଲ ଅନୁଯାୟୀ, ନୂତନ ବୈଶିଷ୍ଟ୍ୟରେ ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରାଏଲ…

ଆଶାରାମ ବାପୁଙ୍କ ଉପରେ ଲାଗୁ ହେବ ୬୫ବର୍ଷ ପୁରୁଣା ପେ ରୋଲ ଆଇନ୍‌

ଜୟପୁର,୧୧।୭: ଆଶରାମ ବାପୁଙ୍କ ପେ ରୋଲକୁ ୬୫ବର୍ଷ ପୁରୁଣା ଆଇନ ଅନୁଯାୟୀ ବିଚାର କରାଯିବ। ବଳାତ୍କାର ମାମଲାରେ ଯୋଧପୁର ଜେଲରେ ବନ୍ଦୀ ଜୀବନ କାଟୁଥିବା ଆଶରାମ ୨୦ ଦିନ ପାଇଁ ପେ ରୋଲ ମାଗିଛନ୍ତି। କିନ୍ତୁ ଜିଲ୍ଲା ପରାମର୍ଶଦାତା ପେ ରୋଲ…

ଇଡ଼ିର କାମ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରିବା, ପୋଲିସ ହେପାଜତ ଦାବି କରିବା ନୁହେଁ: ସିବଲ…

ଚେନ୍ନାଇ,୧୧।୭ : ତାମିଲନାଡୁର ସରକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀଙ୍କ ତରଫରୁ ମାଡ୍ରାସ ହାଇକୋର୍ଟରେ ଏକ ହାବିସ କର୍ପସ ଆବେଦନ କରାଯାଇଛି। ମଙ୍ଗଳବାର ଦିନ ଏହି ପିଟିଶନର ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି, ଏନଫୋର୍ସମେଣ୍ଟ…

୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲିୟମ କମ୍ପାନୀ ୨ କିଲୋଗ୍ରାମ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର…

ଉଦ୍ଧବ ଠାକରେ ପୁରୁଷତ୍ୱ ପାଇଁ ଏକ କଳଙ୍କ: ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରର ଭାଜପା ବିଧାୟକ ନୀତେଶ ରାଣେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଉଦ୍ଧବ ଠାକରେଙ୍କୁ ନପୁଂସକମାନଙ୍କର ନେତା ବୋଲି କହିଛନ୍ତି। ଉଦ୍ଧବ ତାଙ୍କ ପିତା ବାଲାସାହେବ ଠାକରେଙ୍କୁ ତାଙ୍କର ଶେଷ…

ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା ଯେ,…

ୟୁରୋପର ସାଇଲେଣ୍ଟ କିଲର୍‌! ନେଲାଣି ୬୨ହଜାର ଜଣଙ୍କ ଜୀବନ

ମ୍ୟାଡ୍ରିଡ୍‌,୧୧।୭: ୟୁରୋପର ସାଇଲେଣ୍ଟ କିଲର୍‌। ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, ଏହି ସାଇଲେଣ୍ଟ କିଲର୍‌ ନେଲାଣି ୬୨ହଜାର ଜଣଙ୍କ ଜୀବନ। ଆମେ କହୁଛୁ ୟୁରୋପର ସାଇଲେଣ୍ଟ କିଲର୍‌ ଅର୍ଥାତ୍‌ ଗ୍ରୀଷ୍ମତାପ। ଗତ ବର୍ଷ ୟୁରୋପର ପ୍ରବଳ ଗରମ ଯୋଗୁ ୬୨ହଜାର…

ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ସଫଳତା : ୧୫ ବର୍ଷରେ ୪୧ କୋଟିରୁ ଅଧିକ ଦାରିଦ୍ର୍ୟ ରେଖାରୁ ବାହାର…

ନୂଆଦିଲ୍ଲୀ,୧୧।୭ : ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ପ୍ରମୁଖ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ସୂଚନା ଦେଇଛି ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ୍ୟ ସୀମାରୁ ବାହାରି ଆସିଛନ୍ତି। ମିଳିତ…

ପୁଟିନଙ୍କ ୬୦୯ କୋଟିର ବିଳାସପୂର୍ଣ୍ଣ ଟ୍ରେନ ନେଇ ଚର୍ଚ୍ଚା…

ମସ୍କୋ,୧୧।୭ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ଼ ସୂଚନା ମିଳିଛି। ପୁଟିନଙ୍କର ଏକ ସୁପର ବିଳାସପୂର୍ଣ୍ଣ ଟ୍ରେନ ଅଛି ଯେଉଁଥିରେ ଜିମ, ସ୍ପା ଠାରୁ ବାଥରୁମ ପର୍ଯ୍ୟନ୍ତ ସୁବିଧା ରହିଛି।…

ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୫୦ହଜାର ଋଷୀୟ

ମସ୍କୋ,୧୧।୭: ଋଷ-ୟୁକ୍ରେନ ଯୁଦ୍ଧକୁ ୫୦୦ଦିନ ପୁରିଛି। ବିଶ୍ୱଯୁଦ୍ଧ ପରେ ଏହି ଦୁଇ ଦେଶର ଯୁଦ୍ଧ ତାଣ୍ଡବଲୀଳାରେ ବିଶ୍ୱ ଥରି ଉଠିଛି। ଦୁଇ ଦେଶର ସେନାଙ୍କ ସମେତ ବହୁ ନାଗରିକ ମାଟିରେ ମିଶିଛନ୍ତି। ୟୁକ୍ରେନକୁ ଆମେରିକା ପରି ପାଶ୍ଚାତ ଦେଶ ଅସ୍ତସ୍ତ୍ରଶସ୍ତ୍ର ଯୋଗାଉଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri