ଆଶେସ ସିରିଜ୍ ନେଇ ସୁନକ-ଅଲବ୍ନିଜ ମୁହାଁମୁହିଁ…
ଲଣ୍ଡନ/ମେଲବୋର୍ନ,୧୨।୭ : ଇଂଲଣ୍ଡରେ ଖେଳାଯାଉଥିବା ଆଶେସ ସିରିଜ ଏବେ ରୋମାଞ୍ଚକର ହୋଇଛି। ପ୍ରଥମ ଦୁଇଟି ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। କଙ୍ଗାରୁ ଟିମ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ଅଛନ୍ତି। ଏଥି…
ଏସିଆ କପରେ ଟିମ୍ ଇଣ୍ଡିଆ ଯିବନି ପାକିସ୍ତାନ: ପାକ୍ କ୍ରୀଡା ମନ୍ତ୍ରୀଙ୍କୁ ଜବାବ ଦେଲା ବିସିସିଆଇ…
କୋଲକାତା,୧୨।୭ : ଏସିଆ କପ ଏବଂ ବିଶ୍ୱକପ ସମ୍ବନ୍ଧରେ ପାକିସ୍ତାନର ଡ୍ରାମା ବର୍ତ୍ତମାନ କିଛି ସମୟ ଧରି ଚାଲିଛି। ହାଇବ୍ରିଡ ମଡେଲ ଉପରେ ଏସିଆ କପ ଟୁର୍ନାମେଣ୍ଟ ସ୍ଥିର ହୋଇଥିବା ସତ୍ତ୍ୱେ ପାକିସ୍ତାନ ଏହା ଉପରେ ଏକ ବିବାଦ ସୃଷ୍ଟି କରିବାକୁ…
ଲୁଇସ କାରୋଲଙ୍କ ମାନହାନି ମକଦମାରେ ଟ୍ରମ୍ପ ହୋଇପାରନ୍ତି ଦୋଷୀ, ଦୁର୍ଷ୍କମ ଅଭିଯୋଗ ଆଣିଥିଲେ ମହିଳା
ଓ୍ବାଶିଂଟନ୍,୧୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିନକୁ ଦିନ ବିବାଦରେ ଛନ୍ଦି ହେଇଯାଉଛନ୍ତି। କେବେ ସରକାରୀ ଦସ୍ତାବିଜ ଲୁଚାଇ ରଖିବାରେ କିମ୍ବା କେବେ ନିର୍ବାଚନ ହାରିଯିବା ନେଇ ତାଙ୍କ ସମର୍ଥକଙ୍କୁ ଲଗାଇ ହ୍ବାଇଟ୍ ହାଉସ୍ ଆକ୍ରମଣ କରିବାରେ। ତେବେ ସେ ରାଷ୍ଟ୍ରପତି…
ନାଟୋରେ ୟୁକ୍ରେନ ଯୋଗଦେବା ନେଇ ମତଭେଦ…
ଓ୍ବାଶିଂଟନ,୧୨।୭ : ନାଟୋ ସଦସ୍ୟ ଦେଶରେ ଯୋଗଦେବା ପାଇଁ ତୁର୍କୀ ସ୍ବିଡେନକୁ ଅନୁମୋଦନ ପରେ ଏହି ଦେଶ ସମସ୍ତଙ୍କ ସହମତି ହାସଲ କରିଛି। କିନ୍ତୁ ୟୁକ୍ରେନର ଯୋଗଦେବା ଦାବି ନେଇ ନାଟୋର ସଦସ୍ୟ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। ୟୁକ୍ରେନର ଦାବି…
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ବ୍ରିଟେନ ନିଜ ନାଗରିକଙ୍କ ପାଇଁ ଜାରି କଲା ସତର୍କ ସୂଚନା…
ଇସଲାମାବାଦ/ଲଣ୍ଡନ,୧୨।୭ : ପାକିସ୍ତାନରେ ଆତଙ୍କବାଦ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗସ୍ତରେ ଆସିଥିବା ନାଗରିକଙ୍କ ପାଇଁ ବ୍ରିଟେନ ଏକ ଯାତ୍ରା ସତର୍କ ସୂଚନା ଜାରି କରିଛି। ଟ୍ରାଭେଲ ଆଡଭାଇଜରୀର ସର୍ବଶେଷ ଅପଡେଟରେ ଏଫସିଡିଓ କହିଛି, ଆତଙ୍କବାଦୀମାନେ ପାକିସ୍ତାନରେ ଆକ୍ରମଣ କରିବାକୁ…
ୟୁକ୍ରେନ ପାଇଁ ୬୫ ନିୟୁତ ଡଲାରର ସହାୟତା ପ୍ୟାକେଜ ଘୋଷଣା କଲା ବ୍ରିଟେନ…
ଲଣ୍ଡନ,୧୨।୭ : ଦୀର୍ଘ ଦିନ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନା ନେଉନାହିଁ। ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବ୍ରିଟେନ ସରକାର ମଙ୍ଗଳବାର କହିଛନ୍ତି ଯନ୍ତ୍ରପାତି ମରାମତି ତଥା ସାମରିକ ପୁନର୍ବାସ କେନ୍ଦ୍ର…
ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ସୀତାଙ୍କ ପରଲୋକ…
କାଠମାଣ୍ଡୁ,୧୨।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କ ପ୍ରଚଣ୍ଡଙ୍କର ସ୍ତ୍ରୀ ସୀତା ଦହଲଙ୍କ ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୀତା ଦହଲ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପ୍ରାୟ ଦୁଇ ବର୍ଷ ପୂର୍ବେ ପୁଷ୍ପ କମଲ…
ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୨।୭ : ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ବୁଧବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ…
ଜମି ବଦଳରେ ଚାକିରି ମାମଲା: ସିବିଆଇ ଚାର୍ଜଶିଟ ଉପରେ ଆଜି କୋର୍ଟରେ ହେବ ଶୁଣାଣି
ପାଟନା,୧୨।୭: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ ସମ୍ପର୍କରେ ବୁଧବାର କୋର୍ଟରେ ଶୁଣାଣି ହେବ। ଏହି ଶୁଣାଣି ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଅନୁଷ୍ଠିତ ହେବ। ଜୁଲାଇ…
ଭାଜପା ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧୀ, ବାଙ୍ଗାଲୋର ବୈଠକରେ ସାମିଲ ହେବେ ୮ ନୂଆ ଦଳ
ନୂଆଦିଲ୍ଲୀ,୧୨।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ବିରୋଧୀମାନେ ଏକଜୁଟ ହେବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୭-୧୮ରେ କର୍ନାଟକର ରାଜଧାନୀ ବାଙ୍ଗାଲୋରରେ ବିରୋଧୀ ଦଳଙ୍କ ଦ୍ୱିତୀୟ ବୈଠକ ହେବାକୁ ଯାଉଛି। ବୈଠକରେ…
୧୦ ବର୍ଷ ପରେ ପ୍ରକୃତି ଦୋହରାଇଲା ସମାନ ଘଟଣା: ଜଳ ପ୍ରଳୟ ମଧ୍ୟରେ ମହାଦେବ ସୁରକ୍ଷିତ…
ଡେରାଡୁନ,୧୧।୭ : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହେଉଛି। ୧୦ ବର୍ଷ ପୂର୍ବେ ୨୦୧୩ ଜୁନ ୧୫-୧୭ରେ କେଦାରନାଥରେ ହୋଇଥିବା ଘଟଣା ସହିତ ଏହା ସମାନ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରବାହିତ ନଦୀ…
ଅଭିଯୋଗ ସମାଧାନରେ ୟୁପି ଶୀର୍ଷରେ, ଉତ୍ତର ପୂର୍ବରେ ସିକ୍କିମ ଆଗୁଆ…
ନୂଆଦିଲ୍ଲୀ,୧୧।୭ : ଜନସାଧାରଣଙ୍କ ଅଭିଯୋଗର ସମାଧାନ ସମ୍ପର୍କରେ କେନ୍ଦ୍ର ସରକାର ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରିଛନ୍ତି ଯେଉଁଥିରେ ସିକ୍କିମ ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରେ ଶୀର୍ଷରେ ଥିବାବେଳେ ଉତ୍ତରପ୍ରଦେଶ ବୃହତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। ରିପୋର୍ଟରେ ଦର୍ଶାଯାଇଛି ସିକ୍କିମ ଜାନୁୟାରୀରୁ…
Archives


