Home Middle

କୃଷ୍ଣ ସାଗରର ଚୁକ୍ତି ଉଲ୍ଳଂଘନ ନେଇ ରୁଷିଆକୁ ଜାତିସଂଘର ତେଚାବନୀ…

ଜେନେଭା/ମସ୍କୋ,୨୨।୭ : କୃଷ୍ଣ ସାଗର ଚୁକ୍ତିର ରୁଷିଆ ଓହରି ଯାଇଛି। ରୁଷିଆର ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏସିଆରେ ଅଧିକାଂଶ ଗରିବ ଦେଶ ୟୁକ୍ରେନରୁ ସେମାନଙ୍କର ଖାଦ୍ୟଶସ୍ୟ ଆମଦାନି କରିଥାନ୍ତି। ବର୍ତ୍ତମାନ ମିଳିତ ଜାତିସଂଘର ସହାୟତା ମୁଖ୍ୟ…

ୱାଗନର୍‌ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି ପୁଟିନ: ଆମେରିକା…

ଓ୍ବାଶିଂଟନ/ମସ୍କୋ,୨୨।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ୱାଗନର୍‌ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି। ଯାହା ତାଙ୍କ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ମୁଖ୍ୟ ୱିଲିୟମ ବର୍ନସ ଏ ବିଷୟରେ ଏକ…

ଗାନ୍ଧୀ ପରିବାରକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୨୨।୭: ଶନିବାର ଦେଶର ୪୪ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ ସହ ଜଡିତ ହୋଇ ଏହି ସମୟରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ…

ହନିଟ୍ରାପ ମାମଲାରେ ଅଭିଯୁକ୍ତ ଡିଆରଡିଓ ବୈଜ୍ଞାନିକଙ୍କ କୌଣିସି ଟେଷ୍ଟରେ ସହମତି ଲୋଡା ନାହିଁ

ମୁମ୍ବାଇ,୨।୭: ଡିଆରଡିଓ ବୈଜ୍ଞାନିକ ହନିଟ୍ରାପ ମାମଲାରେ ମହାରାଷ୍ଟ୍ର ଏଟିଏସ ପୁଣେ କୋର୍ଟଙ୍କୁ କହିଛନ୍ତି, ଭଏସ ଟେଷ୍ଟ ଏବଂ ମାନସିକ ବିଶ୍ଳେଷଣ ପରୀକ୍ଷା ପାଇଁ ବୈଜ୍ଞାନିକଙ୍କ ସହମତି ଆବଶ୍ୟକ ନାହିଁ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ରଦ୍ଦ ହେବ ବିଧାୟକ ପଦ! ହାଇକୋର୍ଟରେ ଯାଚିକା ଦାଖଲ

ବେଙ୍ଗାଲୁରୁ,୨୨।୭: ୫ପଏଣ୍ଟର ଗ୍ୟାରେଣ୍ଟି କାର୍ଡ ବାଣ୍ଟି ଅଡୁଆରେ କର୍ନାଟକ ସରକାର। ଚଳିତ କର୍ନାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାର। ସରକାର ଗଠନ ପରେ ଦେଇଥିବା…

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିଧାନସଭାରେ ପାରିତ ହେଲା ନିନ୍ଦା ପ୍ରସ୍ତାବ

ପଣଜୀ,୨୨।୭: ଗୁଜରାଟ ଦଙ୍ଗା ଉପରେ ବିବିିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଥିଲା। ତେବେ ଏହି ଡକ୍ୟୁମେଣ୍ଟାରୀ ବିରୋଧରେ ଗୋଆ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ ପାରିତ…

ମହିଳା ଅତ୍ୟାଚାର ନେଇ କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୭: ମଣିପୁରରେ ଘଟିଥିବା ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୭୫ଦିନ ହେବ ମଣିପୁର ଜଳୁଛି। ୭୪ଦିନର ଅନ୍ତରାଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ୩୪ସେକେଣ୍ଡ ପାଇଁ ଦୁଃଖ ପ୍ରକାଶ କରିଥିଲେ। ତେବେ…

୭୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି…

ବିଟ୍ରେନରେ ୟୁକ୍ରେନୀୟ ରାଜଦୂତଙ୍କୁ ପଦରୁ ବହିଷ୍କାର କଲେ ଜେଲେନସ୍କି

କିଭ୍‌,୨୨।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନରେ ୟୁକ୍ରେନୀୟ ରାଷ୍ଟ୍ରଦୂତ ଭାଡିମ ପ୍ରିଷ୍ଟାଇକୋଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। କୁହାଯାଉଛି କି, କିଛି ଦିନ ପୂର୍ବରୁ ପ୍ରିଷ୍ଟିଇକୋ ଜେଲେନସ୍କିଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରରୁ ସୂଚନା ମିଳିଛି। ନୋଟିସ୍‌ରେ କୁହାଯାଇଛି…

ବିରୋଧୀଙ୍କ ଯୋଗୁ ଇସ୍ରାଏଲ ଗଣତନ୍ତ୍ର ବିପଦରେ ଅଛି: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜାଲେମ,୨୨।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ ୨୦ତାରିଖରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ନ୍ୟାୟିକ ସଂସ୍କାର ଯୋଜନା ନେଇ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକତନ୍ତ୍ରରେ ସେନା ସରକାରଙ୍କ ଅଧିନରେ ରହିଥାଏ। ଏବଂ ଦେଶର ପ୍ରତିଟି ବିପଦରେ ମତ ରଖିବା…

ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମକୁ କାମ କରିବାକୁ ପଡିବ: ମୋଦି

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୋଆରେ ଜି-୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି କି ଦେଶରେ ଆମେ ଗତ ୯ ବର୍ଷରେ ୧୯୦ ମିଲିୟନରୁ ଅଧିକ ପରିବାରକୁ ଏଲପିଜି…

କାନାଡା ପୋଲିସର ଅବସରପ୍ରାପ୍ତ ଅଧିକାରୀ ଚାଇନାକୁ ଦେଉଥିଲେ ଗୁପ୍ତ ତଥ୍ୟ, ଗିରଫ

ଓଟାଓ୍ବା,୨୨।୭: ଆମେରିକା ଏବଂ ୟୁରୋପୀୟ ମହାଦ୍ୱୀପରେ ଚାଇନାର ଗୁପ୍ତଚର ବ୍ୟବସ୍ଥାର କାର୍ଯ୍ୟକଳାପ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷକରି ସରକାରୀ ବିଭାଗରେ ଚାଇନା ଏହାର ଅନୁପ୍ରବେଶକୁ ଶୀଘ୍ର ବୃଦ୍ଧି କରିବାଳେ ଲାଗିପଡିଛି। ସାଇବର ଆକ୍ରମଣ ସହିତ ଚାଇନା ମଧ୍ୟ ଅନେକ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?