Home Middle

ଚୋରି ସମ୍ପତ୍ତିରେ ନିଜ ଘର ଭରୁଛି ଭାଜପା: ସାମନା…

ମୁମ୍ବାଇ,୧୦।୭ : ମହାରାଷ୍ଟ୍ରରେ ଶକ୍ତି ଖେଳ କ୍ରମାଗତ ଭାବେ ବଦଳୁଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ମିଳିତ ମଞ୍ଚରେ ଏନସିପି ଅଜିତ ପାୱାରଙ୍କ ହଠାତ ପ୍ରବେଶ ରାଜନୈତିକ ପରିବେଶକୁ ଆହୁରି ଉଷ୍ଣ କରିଛି। ଏହି ସମୟରେ ଉଦ୍ଧବ ଦଳ…

ପିଏମ କେୟାର୍ସ ପାଣ୍ଠିରୁ କରାଯାଉ ବନ୍ୟା ପୀଡ଼ିତଙ୍କ ସହାୟତା: କଂଗ୍ରେସ…

ନୂଆଦିଲ୍ଲୀ,୧୦।୭ : ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ହେତୁ ପରିସ୍ଥିତି ବିଗିଡି ଯାଇଛି। ଏହି ସମୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ…

ଆମେରିକାକୁ ଧମକ ଦେଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୦।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଆମେରିକାକୁ ଧମକ ଦେଇଛନ୍ତି। ଯଦି ଆମେରିକା ଉତ୍ତରକୋରିଆ ବାୟୁମଣ୍ଡଳରେ ଗୁପ୍ତଚର ବିମାନ ଉଡ଼ାଇବାରେ ଭୁଲ କରେ, ତେବେ ସେଗୁଡ଼ିକୁ ଗୁଳି କରି ଖସାଇ ଦିଆଯିବ। ଉତ୍ତର କୋରିଆ ସୋମବାର…

୬୯୭ ବୁଥରେ ସାନି ମତଦାନ,କେନ୍ଦ୍ରୀୟ ବାହିନୀ ମୁତୟନ…

କୋଲକାତା,୧୦।୭ : ସୋମବାର (ଜୁଲାଇ ୧୦) ପଶ୍ଚିମବଙ୍ଗର ୨୨ ଟି ଜିଲା ମଧ୍ୟରୁ ୧୯ ଟିର ମୋଟ ୬୯୭ ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ସୋମବାର ସକାଳ ୭ଟାରୁ…

ଦିଲ୍ଲୀରେ ସନ୍ଥ ପଶ୍ଚିମବଙ୍ଗ ଆସିଲେ ସୈତାନ ହୋଇଯାଉଛନ୍ତି ମମତା: ଅଧୀର ରଞ୍ଜନ…

କୋଲକାତା,୧୦।୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମସି କର୍ମୀଙ୍କ ଦ୍ୱାରା ହିଂସା ହୋଇଥିବାର ଖବର ପାଇବା ପରେ ଭେଟେରାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ବିରୋଧୀ ଏକତା…

ଭାରତୀୟ ନୌସେନାକୁ ମିଳିପାରେ ୨୬ ରାଫେଲ-ଏମ ଫାଇଟର ଜେଟ

ନୂଆଦିଲ୍ଲୀ,୧୦।୭: ଚାଇନା ଓ ପାକିସ୍ତାନର ଗତିବିଧିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି କିଛି ଗୁଣା ବୃଦ୍ଧି ହୋଇଛି। ଇତିମଧ୍ୟରେ ଭାରତୀୟ ନୌସେନାର ଶକ୍ତି ବି କିଛି ଗୁଣା…

ଜେଲେନକ୍ସିଙ୍କୁ ଆମେରିକାର ଝଟ୍‌କା: ପ୍ରଥମେ ଶେଷ ହେଉ ଯୁଦ୍ଧ ଏହାପରେ ନାଟୋ ସଦସ୍ୟତା ନେଇ ବିଚାର…

ଓ୍ବାଶିଂଟନ,୧୦।୭ : ସର୍ବ ବୃହତ ସାମରିକ ସଂଗଠନ ନାଟୋରେ ଯୋଗଦେବାକୁ ୟୁକ୍ରେନ ହତାଶ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାର ଗନ୍ତବ୍ୟ ସ୍ଥଳ ବହୁତ ଦୂରରେ ରହିଛି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ରୁଷିଆ ସହିତ ଚାଲିଥିବା…

ନାଟୋର ଲିଥୁଆନିଆ ବୈଠକରେ ହେବ ଏକତାର ଅଗ୍ନିପରୀକ୍ଷା: ୟୁକ୍ରେନ ସଦସ୍ୟତା ବଡ଼ ଆହ୍ବାନ…

ଓ୍ବାଶିଂଟନ,୧୦।୭ : ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଲିଥୁଆନିଆର ରାଜଧାନୀ ଭିନିୟସରେ ଜୁଲାଇ ୧୧-୧୨ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ନାଟୋର ଏକତାର ଅଗ୍ନିପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମ୍ନା କରୁଥିବା ସବୁଠାରୁ ବଡ…

ପାକିସ୍ତାନରେ ଲଗାତାର ବର୍ଷା: ୭୬ ମୃତ, ୩୦ ବର୍ଷର ରେକର୍ଡ ଭାଙ୍ଗିଲା…

ଇସଲାମାବାଦ,୧୦।୭ : ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଇତି ମଧ୍ୟରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ…

ଟୁଇଟର-ମେଟା ସିଇଓଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ…

ଓ୍ବାଶିଂଟନ,୧୦।୭ : ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ଟୁଇଟରକୁ ଆଣିଥିବା ନୂତନ ’ଥ୍ରେଡ୍ସ’ ପ୍ଲାଟଫର୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶେଷକରି ଟୁଇଟର ସିଇଓ ଏଲନ ମସ୍କ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ମସ୍କ ଏହି ପ୍ଲାଟଫର୍ମର…

ଡ୍ରୋନ ଆକ୍ରମଣରେ ଆଇଏସ ନେତା ଉସମା ମୃତ: ଆମେରିକା ସେଣ୍ଟ୍ରାଲ କମାଣ୍ଡ…

କାହିରା,୧୦।୭ : ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦାବି କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ର ଜଣେ ବରିଷ୍ଠ ନେତା ଜୁଲାଇ ୭ ରେ ପୂର୍ବ ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଛନ୍ତି। ପ୍ରତିରକ୍ଷା ବିଭାଗ କହିଛି ଘଟଣାର…

ନାଟୋରେ ସ୍ବିଡେନକୁ ସାମିଲ କରିବା ପାଇଁ ଆମେରିକାର ଉଦ୍ୟମ…

ଓ୍ବାଶିଂଟନ,୧୦।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସ୍ବିଡେନକୁ ନାଟୋରେ ଅନ୍ତର୍ଭୁକ୍ତ ହେବା ନେଇ ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କ ସହ ଫୋନରେ କଥା ହୋଇଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହା ବିଷୟରେ ସୂଚନା ଦେଇଛି। ହ୍ବାଇଟ ହାଉସ ଅନୁଯାୟୀ ଆମେରିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri