ଗୁଜରାଟ, ପଶ୍ଚିମବଙ୍ଗ ରାଜ୍ୟ ସଭା ଆସନ ପାଇଁ ଭାଜପା ଜାରି କଲା ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭା ପାଇଁ ହେବାକୁ ଥିବା ଦ୍ୱି ବର୍ଷୀୟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ମୋଟ ତିନୋଟି…
ପାକିସ୍ତାନରେ ବନ୍ୟା ବିତ୍ପାତ: ଭାରତକୁ ଦାୟୀ କଲେ ପାକିସ୍ତାନ ନାଗରିକ
ଇସଲାମବାଦ,୧୨।୭: ସାରା ବିଶ୍ୱରେ ଏବେ ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ଦେଖାଯାଇଛି। କେବଳ ବର୍ଷା, ବନ୍ୟା କି ଭୂସ୍ଖଳନ ନୁହେଁ ସ୍ଥାନେ ସ୍ଥାନେ ମରୁଡି ସମସ୍ୟା ମଧ୍ୟ ଉପୁଜିଛି। ପ୍ରକୃତିର ଏହି କରାଳ ରୂପରେ ସାରା ବିଶ୍ୱ ଆତଙ୍କିତ ହୋଇ…
ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…
ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ…
ରାହୁଲ ହେବେ ବର, ଅନ୍ୟମାନେ ହେବେ ବରଯାତ୍ରୀ: ୨୦୨୪ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ତାରିକ ଅନଓ୍ବରଙ୍କ ସୂଚନା…
ନୂଆଦିଲ୍ଲୀ,୧୨।୭ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଜୁନ ମାସରେ ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ପ୍ରଥମ ପର୍ଯ୍ୟାୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ…
ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଚାକିରିରୁ ଛଟେଇ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ
ଇସଲାମବାଦ,୧୨।୭: ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନ ପସନ୍ଦ ଆସିଲା ନାହିଁ ବୋଲି ଚାକିରିରୁ କରିଦେଲେ ବିଦା। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ମହଙ୍ଗା ପଡିଛି। ରିପୋର୍ଟ ଅନୁଯାୟୀ, ପିଟିଭି ସାମ୍ବାଦିକ ଆଜମ ଚୌଧୁରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଜଣେ…
ତିବ୍ଦତରେ ଚାଇନାର ଭିତ୍ତିଭୂମି ପ୍ରକଳ୍ପ ଯୋଜନା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି
ନୂଆଦିଲ୍ଲୀ,୧୨।୭: ଚାଇନା ତିବ୍ଦତ ଅଞ୍ଚଳରେ ବଢୁଥିବା ଜନସଂଖ୍ୟାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛିି। ଏହି ବିବାଦୀୟ ଅଞ୍ଚଳରେ ଭିତ୍ତିଭୂମିର ନିବେଶ କରିବା ସହ ସହରୀକରଣ କରୁଛି। ନିକଟରେ ଚାଇନା ଚେଙ୍ଗଦୁ ଏବଂ ଲାସାକୁ ସଂଯୋଗ କରୁଥିବା ସ୍ନୋ ମାଉଣ୍ଟେନ ରେଳ ଟନେଲ ପ୍ରକଳ୍ପକୁ…
ଭାରତୀୟ ନୌସେନାକୁ ମିଳିବ ରାଫାଲ-ଏମ୍…
ନୂଆଦିଲ୍ଲୀ,୧୨।୭ : ଅନ୍ୟ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ। ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ (ରାଫାଲ-ଏମ) ଯୁଦ୍ଧ ବିମାନ ମିଳିବ। ଚଳିତ ମାସ ଶେଷରେ ପ୍ରଧାନମନ୍ତ୍ରୀ…
ମେଜର ଲିଗ କ୍ରିକେଟ: ‘ଫଟାଫଟ କ୍ରିକେଟ’ରେ ଦେଖିବାକୁ ମିଳିବେ, ରସେଲ, ଶାଦବ, ରସିଦଙ୍କ ପରି ବହୁ ପ୍ରସିଦ୍ଧ ଖେଳାଳି…
ଓ୍ବାଶିଂଟନ,୧୨।୭ : ‘ଫଟାଫଟ କ୍ରିକେଟ’ର ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଜିଛି। ଏହି ମର୍ମରେ ଅନ୍ୟ ଏକ ଲିଗ କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ। ଆମେରିକାରେ ମେଜର ଲିଗ କ୍ରିକେଟ ଗୁରୁବାର, ଜୁଲାଇ ୧୩ (ଭାରତୀୟ ସମୟ ଅନୁସାରେ ଜୁଲାଇ ୧୪)…
ଭାରତୀୟ ଦୂତବାସ ଆକ୍ରମଣକୁ ଦୃଢ ନିନ୍ଦା କଲେ ଆମେରିକୀୟ ସାଂସଦ ଶ୍ରୀ ଥାନେଦାର
ଓ୍ବାଶିଂଟନ୍,୧୨।୭: ଆମେରିକାର ସାସଂଦ ତଥା ପ୍ରଭାବଶାଳୀ ଭାରତୀୟ-ଆମେରିକୀୟ ଶ୍ରୀ ଥାନେଦାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି। ଏଥିସହ ଅପରାଧୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଛନ୍ତି। ଆମେରିକାରେ ଥିବା…
ଲୋକ ସଭା ନିର୍ବାଚନରେ ରାହୁଲଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେଇପାରନ୍ତି ପ୍ରିୟଙ୍କା
ନୂଆଦିଲ୍ଲୀ,୧୨।୭: କର୍ନାଟକ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ୨୯୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମିଶନ ମୋଡରେ କାମ କରୁଛି। କର୍ନାଟକରେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କିଛି ରାଲି କରିଥିଲେ। ଏହି ସମାବେଶ କଂଗ୍ରେସ ସପକ୍ଷରେ ଏକ ଭଲ…
ଚାଇନାର ବିଆରଆଇ ଅଧିନରେ ଏୟାରପୋର୍ଟ ନିର୍ମାଣ ଦାବିକୁ ଖାରଜ କଲା ନେପାଳ
କାଠମାଣ୍ଡୁ,୧୨।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନପି ସଉଦ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଅଧିନରେ ଏୟାରପୋର୍ଟ ନିର୍ମାଣର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନପି ଅନ୍ତର୍ଜାତୀୟ ସମ୍ପର୍କ ଏବଂ ପର୍ଯ୍ୟଟନ ସମିତିକୁ ସମ୍ବୋଧିତ କରୁଥିବା ସମୟରେ ନେପାଳରେ ବିଆରଆଇ ପ୍ରକଳ୍ପ…
ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ…
ପ୍ରୟାଗରାଜ,୧୨।୭ : ୨୫ ସପ୍ତାହ ଭୃଣର ଗର୍ଭପାତ କରିବାକୁ ଦାବି କରି ବୁଲନ୍ଦସହର ଜିଲାର ଜଣେ ୧୨ ବର୍ଷ ବୟସ୍କା ଦିବ୍ୟାଙ୍ଗ ବଳାତ୍କାର ପୀଡିତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…
Archives


