Home Middle

କ୍ଷମତା ପାଇଁ ବାଲା ସାହେବଙ୍କ ଚିନ୍ତାଧାରାକୁ ଭୁଲି ଯାଇଛନ୍ତି ଉଦ୍ଧବ: ଭାଜପା..

ମୁମ୍ବାଇ,୧୨।୧୦ : ଅହଂକାରୀ ଫାଇଲର ଷଷ୍ଠ ଏପିସୋଡରେ ଭାଜପା ପକ୍ଷରୁ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରାଯାଇଛି। କ୍ଷମତା ପାଇଁ ଉଦ୍ଧବ ତାଙ୍କ ପିତା ବାଲା ସାହେବ ଠାକରେଙ୍କ ହିନ୍ଦୁ, ହିନ୍ଦୁତ୍ୱ ଏବଂ ଜାତୀୟତାବାଦକୁ ତ୍ୟାଗ କରିଛନ୍ତି ଏବଂ ବର୍ତ୍ତମାନ ଉଦ୍ଧବଙ୍କ ଶିବସେନା…

ଇସ୍ରାଏଲୀ ବନ୍ଧକମାନଙ୍କ ଭିଡିଓ ଜାରି କଲା ହମାସ

ଗାଜା,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଫେସବୁକ ଲାଇଭ ଷ୍ଟ୍ରିମିଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ହମାସ ଆତଙ୍କବାଦୀମାନେ ଇସ୍ରାଏଲୀ ପରିବାରଙ୍କୁ ସେମାନଙ୍କ ଘରେ…

ଚାଇନା ଗସ୍ତ କରିବେ ପୁଟିନ, ବିଆଇଆଇ ସମ୍ମିଳନୀରେ ଦେବେ ଯୋଗ…

ବେଜିଂ,୧୨।୧୦ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସ୍ବପ୍ନର ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡର ୧୦ ବର୍ଷର ପୂରଣ ଅବସରରେ ଆସନ୍ତା ସପ୍ତାହରେ ଏକ ଶିଖର ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସମ୍ମିଳନୀରେ ବିଶ୍ୱର ୧୩୦ ଦେଶ ଯୋଗ ଦେବାକୁ…

ଯୁଦ୍ଧ ଉପରେ ନଜର ରଖିବା ପାଇଁ ଓ୍ବାର କ୍ୟାବିନେଟ ଗଠନ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜେଲମ,୧୨।୧୦: ଗାଜା ଷ୍ଟ୍ରିପରେ ଇସ୍ରାଏଲ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ହମାସ୍‌ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହାରି ଭିତରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଉପରେ ନଜର ରଖିବା ପାଇଁ ଏକ ଓ୍ବାର କ୍ୟାବିନେଟ ଗଠନ କରିଛନ୍ତି। ତିନି…

ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରିବୁ, ଭିଡିଓ ଜାରି କରି ଚେତାବନୀ ଦେଲେ ହମାସ୍‌ ମୁଖ୍ୟ ଅଲ ଜହର

ଗାଜା,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଭୟଙ୍କର ରୂପର ପୋଷ୍ଟମର୍ଟମ ବହୁଦିନ ଧରି ଚାଲୁ ରହିବ। ତେବେ ଅନୁମାନ କରାଯାଉଛି କି, ଯୁଦ୍ଧ ସରୁ ଅବା ନସରୁ ଗାଜା ଷ୍ଟ୍ରିଟ ବର୍ତ୍ତମାନ ଶ୍ମଶାନରେ ପରିଣତ ହେବାକୁ ଯାଉଛି।…

ଡିସି ଜୈନ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୧୨।୧୦ : କ୍ୟାବିନେଟର ନିଯୁକ୍ତି କମିଟି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ସେଣ୍ଟ୍ରାଲ ଇନଭେଷ୍ଟିଗେସଶନ ବ୍ୟୁରୋ (ସିବିଆଇ)ର ଅତିରିକ୍ତ ନିର୍ଦ୍ଦେଶକ ଡିସି ଜୈନଙ୍କୁ ନିଯୁକ୍ତି ଦେବା ପାଇଁ କର୍ମଚାରୀ ଏବଂ କାର୍ମିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ଇସ୍ରାଏଲକୁ ସବୁପ୍ରକାର ସାହାଯ୍ୟ କରିବାକୁ ଆମେରିକା ପ୍ରତିବଦ୍ଧ: ଆମେରିକା ଉପ ରାଷ୍ଟ୍ରପତି କମଲା ହ୍ୟାରିସ

ଓ୍ବାଶିଂଟନ୍‌,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ଏହି ସମର୍ଥନକୁ ମଜବୁତ କରିବା ପାଇଁ ଆମେରିକା ଇସ୍ରାଏଲକୁ ସାମରିକ ସହାୟତା ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି ଯୁଦ୍ଧରେ…

ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ନୁହେଁ ହାଜତ ନିର୍ଯାତନା: ହାଇକୋର୍ଟରେ କହିଲେ ପୋଲିସ ଅଧିକାରୀ…

ଭୋପାଳ,୧୨।୧୦ : ଗତ ବର୍ଷ ଗୁଜରାଟର ଖେଡା ଜିଲାର ଚାରିଜଣ ସଂଖ୍ୟାଲଘୁଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ୪ ପୋଲିସ ଅଧିକାରୀ ହାଇକୋର୍ଟଙ୍କୁ କହିଛନ୍ତି ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ହାଜତ ନିର୍ଯାତନା ଭାବେ ବିଚାର କରାଯିବା ଉଚିତ ନୁହେଁ। ଅଭିଯୁକ୍ତଙ୍କ…

ଗାଜାରେ ୨,୫୦,୦୦୦ ବେଘର, ଯୁଦ୍ଧ ମୃତ୍ୟୁ ସଂଖ୍ୟା ୨୪୦୦ ଟପିଲା…

ଜେରୁଜେଲମ,୧୨।୧୦ : ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୬ ଦିନ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇତି ମଧ୍ୟରେ ଯୁଦ୍ଧ ମୃତ୍ୟୁ ସଂଖ୍ୟା ୨୪୦୦ ଟପିଛି…

ପୀଡ଼ିତଙ୍କୁ ଭେଟିବାକୁ ପହଞ୍ଚିଲେ ବ୍ରିଟେନ ବୈଦେଶିକ ମନ୍ତ୍ରୀ, ସାଇରନ ଶବ୍ଦ ଶୁଣି ଭୟରେ ଦୌଡୁଥିବା ଭିଡ଼ିଓ ଭାଇରାଲ…

ଜେରୁଜେଲମ,୧୨।୧୦ : ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭରି ଇସ୍ରାଏଲରେ ହମାସ ଆକ୍ରମଣର ଶିକାର ହୋଇଥିବା ତଥା ଇସ୍ରାଏଲର ବରିଷ୍ଠ ନେତାମାନଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି। ଜେରୁଜେଲମର ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସାଇରନ…

ନ୍ୟୁ ମେକ୍ସିକୋ: ପାର୍କକୁ ବନ୍ଧୁକ ନେବା ମନା…

ନ୍ୟୁ ମେକ୍ସିକୋ,୧୨।୧୦ : ଆମେରିକାର ଫେଡେରାଲ ଜଜ ନ୍ୟୁ ମେକ୍ସିକୋର ରାଜ୍ୟପାଳଙ୍କ ପାର୍କ ଏବଂ ଖେଳ ପଡିଆରେ ବନ୍ଧୁକ ଆଣିବା ଅଧିକାରକୁ ଅସ୍ଥାୟୀ ସ୍ଥଗିତ ରଖିବା ଆଇନଗତ ବୋଲି କହିଛନ୍ତି। ରାଜ୍ୟପାଳଙ୍କ ଅସ୍ଥାୟୀ ନିଲମ୍ବନକୁ ରାଜ୍ୟପାଳଙ୍କ କଡ଼ା ସମାଲୋଚନା କରିବାକୁ ୟୁଏସ…

ଇସ୍ରାଏଲ ଗଢ଼ିଲା ଏକତା ସରକାର

ଜେରୁଜେଲମ୍‌/ଗାଜା ସିଟି,୧୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଜଣେ ବରିଷ୍ଠ ବିରୋଧୀ ନେତା ବୁଧବାର ଯୁଦ୍ଧକାଳୀନ ଏକତା ସରକାର ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି। ଯୁଦ୍ଧରେ ୨,୨୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିବାବେଳେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri