ୟୁରୋପ ପହଞ୍ଚିଲା ନୂଆ ଚାଇନା ଭାଇରସ, ବ୍ରିଟିଶ ବୈଜ୍ଞାନିକ କହିଲେ ଏହା କୋଭିଡର ହିଁ ରୂପ

ଆମଷ୍ଟାରଡମ,୧୧।୧୨: ଚାଇନାରେ ବହୁ ସଂଖ୍ୟକ ଶିଶୁ ଅସୁସ୍ଥ ହେବା ପରେ ନିମୋନିଆର ଲକ୍ଷଣ ଥିବା ଏକ ନୂତନ ଜୀବାଣୁ ୟୁରୋପରେ ମଧ୍ୟ ପହଞ୍ଚିଲାଣି। ଏହି ସମୟରେ, ୟୁକେ ମେଡିକାଲ ସାଇନ୍ସ ଏବଂ ଚେଷ୍ଟର ମେଡିକାଲ ସ୍କୁଲର ପ୍ରୋଗ୍ରାମ ଲିଡ ଡକ୍ଟର ଗୌରେଥ ନି କହିଛନ୍ତି ଯେ ଏହି ଅବସ୍ଥା କୋଭିଡ -୧୯ଭଳି ନୂଆ ରୋଗ ନୁହେଁ କିନ୍ତୁ ଏହା ଅନ୍ୟ କୋଭିଡ ଜୀବାଣୁ ହୋଇପାରେ। ବ୍ରିଟିଶ ବୈଜ୍ଞାନିକଙ୍କ ଅନୁଯାୟୀ, ଅନେକ ସ୍ଥାନରେ ଡାକ୍ତରଖାନାରେ ଅସୁସ୍ଥ ଶିଶୁଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି, ତଥାପି ଏହି ଜୀବାଣୁକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ।

ଚାଇନା ପରେ ଡେନମାର୍କ ଏବଂ ନେଦରଲ୍ୟାଣ୍ଡର ପିଲାମାନଙ୍କଠାରେ ନିମୋନିଆ ଭଳି ଲକ୍ଷଣ ଦେଖିବାକୁ ମିଳିଛି। ଇନଫେକସନ ଡିଜିଜ ନ୍ୟୁଜ ବ୍ଲଗ ଏଭିୟନ ଫ୍ଲୁ ଡାଏରୀର ଏକ ରିପୋର୍ଟ ଅନୁଯାୟୀ ମାଇକ୍ରୋପ୍ଲାଜମା ନିମୋନିଆ ସଂକ୍ରମଣ ମହାମାରୀ ସ୍ତରରେ ପହଞ୍ଚିଛି।

ବାଇଡେନଙ୍କ ପୂର୍ବତନ ସହଯୋଗୀ ଦାବି କରିଛନ୍ତି ଯେ କୋଭିଡ ସଂକ୍ରମଣ ୱୁହାନଙ୍କ ଲ୍ୟାବରୁ ଆସିଛି … ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବତନ ବିଶେଷ ସହାୟକ ଡ. ରାଜ ପଞ୍ଜାବୀ ଦାବି କରିଛନ୍ତି ଯେ କୋଭିଡ ସଂକ୍ରମଣ ଚାଇନାର ୱୁହାନ ଲ୍ୟାବରୁ ଆସିଛି। ସୂଚନାଯୋଗ୍ୟ, ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମେ ୨୦୨୦ରେ ସମାନ ବିବୃତ୍ତି ପାଇଁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ, ଅବସ୍ଥା ଖରାପ

ନୂଆଦିଲ୍ଲୀ,୯।୫: ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର ପ୍ରତିବର୍ଷ ୦.୯୨ ପ୍ରତିଶତ ରହିଛି। ଗତ...

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri