ଯଶସ୍ବୀ ଜୟସ୍ବାଲଙ୍କ ବିସ୍ଫୋରକ ଶତକ: ନେପାଳକୁ ୨୦୩ ରନ୍ର ଟାର୍ଗେଟ୍
ହାଙ୍ଗଝୋ,୩।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନେପାଳକୁ ୨୦୩ ରନ୍ର ଟାର୍ଗେଟ୍ ଦେଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪…
ଚିକିତ୍ସା ବିଜ୍ଞାନରେ ନୋବେଲ ଜିତିଥିବା ୧୩ ତମ ମହିଳା ହେଲେ କାରିକୋ
ଷ୍ଟକହୋମ,୩।୧୦: ହଙ୍ଗେରୀ ଜନ୍ମିତ ୬୮ ବର୍ଷିୟ ଆମେରିକୀୟ ବୈଜ୍ଞାନିକ କ୍ୟାଟଲିନ କାରିକୋ, ମେଡିସିନରେ ନୋବେଲ ପୁରସ୍କାର ପାଇବାରେ ୧୩ତମ ମହିଳା ଅଟନ୍ତି। ବର୍ତ୍ତମାନ, ସେ ଜର୍ମାନ କମ୍ପାନୀ BioNTech ର ବରିଷ୍ଠ ଉପସଭାପତି ଅଟନ୍ତି, ଯାହାକି Pvider ସହିତକୋଭିଡ-୧୯ ଟିକା ପ୍ରସ୍ତୁତ…
ନିର୍ବାଚନକୁ ରୋକିବାକୁ ହେଉଛି ରାଜନୈତିକ ଆକ୍ରମଣ
ଓ୍ବାଶିଂଟନ,୩।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ କମ ହେବାର କୌଣସି ନାମ ନେଉନାହିଁ। ସୋମବାର ସକାଳେ ନ୍ୟୁୟର୍କ କୋର୍ଟରେ ହାଜର ହେବା ପାଇଁ ଡୋନାଲ୍ଡ ଟ୍ରମ୍ପ ପହଞ୍ଚିଥିଲେ। ହାଜର ହେବା ପରେ କୋର୍ଟରୁ ବାହାରକୁ ଆସି ସେ କହିଛନ୍ତି…
ଜାତି ଜନଗଣନା ଦାବି ଜୋର ଧରିଲା
ନୂଆଦିଲ୍ଲୀ/ପାଟନା,୩ା୧୦: ବିହାର ସରକାର ସୋମବାର ଜାତି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ଜାତୀୟ ସ୍ତରରେ ଜାତି ଓ ଜନଗଣନା ଦାବି ଜୋର ଧରିଛି। କଂଗ୍ରେସ ରିପୋର୍ଟକୁ ସ୍ବାଗତ କରିବା ସହ କେନ୍ଦ୍ର ସରକାର ଦେଶବ୍ୟାପୀ ଅନୁରୂପ ଜନଗଣନା ତୁରନ୍ତ ଆରମ୍ଭ କରିବାକୁ…
କାଟାଲିନ କାରିକୋ, ଡ୍ରିୟୁ ଓ୍ବିସମ୍ୟାନଙ୍କୁ ମେଡିସିନରେ ନୋବେଲ ପୁରସ୍କାର
ଷ୍ଟକହୋମ/ସ୍ବିଡେନ,୨।୧୦: ଫିଜିଓଲୋଜି ବା ମେଡିସନରେ ୨୦୨୩ନୋବେଲ ପୁରସ୍କାର କାଟଲିନ କାରିକୋ ଏବଂ ଡ୍ରୁୟୁ ଓ୍ବିସମ୍ୟାନଙ୍କୁ ପ୍ରଦାନ କରାଯାଇଛି। ନ୍ୟୁକ୍ଲିଓସାଇଡ ଆଧାରିତ ପରିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଆବିଷ୍କାରଗୁଡିକ କୋଭିଡ-୧୯ ବିରୁଦ୍ଧରେ ପ୍ରଭାବଶାଳୀ…
ବିମାନ ଦୁର୍ଘଟଣାରେ ଭାରତୀୟ ଅରବପତି, ପୁଅ ସମେତ ୬ ମୃତ
ହରାରେ,୨।୧୦: ଜିମ୍ବାୱେରେ ବିମାନ ଦୁର୍ଘଟଣାରେ ଜଣେ ଭାରତୀୟ ବିଲିୟନେୟାର ଶିଳ୍ପପତି ଏବଂ ତାଙ୍କ ପୁଅଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ଭାରତୀୟ ଶିଳ୍ପପତିଙ୍କ କମ୍ପାନୀର ଏକ ବ୍ୟକ୍ତିଗତ ବିମାନ ଥିଲା ଯାହା ଜିମ୍ବାୱେର ଦକ୍ଷିଣ-ପଶ୍ଚିମ…
ଏହି ଦିନ ଧ୍ୱଂସ ହେବ ପୃଥିବୀ, ତାରିଖ ଘୋଷଣା କଲା ନାସା
ଓ୍ବାଶିଂଟନ,୨ା୧୦: ଆପଣ ନିଶ୍ଚୟ ଅନେକ ଥର ପୃଥିବୀ ଧ୍ୱଂସ ହେବାର ଭବିଷ୍ୟବାଣୀ ଶୁଣିଥିବେ। ଅନେକ ପ୍ରାଚୀନ କ୍ୟାଲେଣ୍ଡର ଏବଂ ସଭ୍ୟତା ପୃଥିବୀ ଶେଷ ଘଟିବା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଇନାହିଁ। ଏହି ଭବିଷ୍ୟବାଣୀଗୁଡ଼ିକ…
କୋର୍ଟ ରସାୟନ ବିଜ୍ଞାନ ଅବା ପରିବେଶ ବିଶେଷଜ୍ଞ ନୁହନ୍ତି: କୀଟନାଶକ ମାମଲାରେ ହାଇକୋର୍ଟଙ୍କ ମନ୍ତବ୍ୟ…
ପ୍ରୟାଗରାଜ,୨।୧୦ : ନିକଟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଇଥେଫନ (କୀଟନାଶକ) କୀଟନାଶକ ଆଇନ, ୧୯୮୬ ର ଧାରା ୩୮(୧) (ଖ) ଅନୁଯାୟୀ ଆବେଦନକାରୀଙ୍କ ଦ୍ୱାରା ଦାବି କରାଯାଇଥିବା ରିହାତି ମଧ୍ୟରେ ଅଛି କି ନାହିଁ ତାହା ସ୍ଥିର କରିବାକୁ କୋର୍ଟ ଏକ…
କପଟୀଙ୍କର କରାଯିବ ପର୍ଦ୍ଦାଫାଶ: ଗାନ୍ଧୀ ଜୟନ୍ତୀରେ କଂଗ୍ରେସର ସଂକଳ୍ପ…
ନୂଆଦିଲ୍ଲୀ,୨।୧୦ : ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ସର୍ବ ପୁରାତନ ତଥା ଦୀର୍ଘତମ ଶାସକ ଦଳ କଂଗ୍ରେସ ଗାନ୍ଧୀଙ୍କ ପ୍ରତୀକ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ କପଟତାର ପର୍ଦ୍ଦାଫାଶ କରିବାକୁ ସଂକଳ୍ପ ନେଇଛି। ମିଥ୍ୟାରେ ଗାନ୍ଧୀଙ୍କ ପ୍ରତୀକ ଗ୍ରହଣ କରି ସେମାନେ…
ବିହାର ସରକାର ଜାରି କଲେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ
ପାଟନା,୨।୧୦: ବିହାର ସରକାରଙ୍କ ଦ୍ୱାରା କରାଯାଇଥିବା ଜାତି ଭିତ୍ତିକ ଜନଗଣନା ରିପୋର୍ଟ ସୋମବାର ଅର୍ଥାତ୍ ଆଜି ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ କରିବାବେଳେ ବିହାର ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂ କହିଛନ୍ତି ଯେ ବିହାରର…
ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ: ଗୁଲାମ ନବୀ…
ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ତାଙ୍କୁ ଉପରାଜ୍ୟପାଳ କରାଯିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୁଲାମ ନବୀ କହିଛନ୍ତି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ। ମୁଁ…
ଭାରତ ସରକାରଙ୍କ ପାଇଁ ବଡ ପ୍ରାଥମିକତା ରାଜସ୍ଥାନର ବିକାଶ: ମୋଦି
ଜୟପୁର,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଚିତ୍ତୋରଗଡରେ ୭୨୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ରାଜ୍ୟବାସୀଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…
Archives


