Home Middle

ସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ଚଳିତବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ…

ହମାସ ଆକ୍ରମଣ ପରେ ଇସ୍ରାଏଲ ଶେୟାର ବଜାର ମାନ୍ଦା…

ତେଲ ଅଭିବ,୮।୧୦ : ଗାଜାରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ଆକ୍ରମଣ ପରେ ତେଲ ଅଭିବ ଷ୍ଟକ ଏକ୍ସଚେଞ୍ଜରେ ବହୁତ ହ୍ରାସ ଘଟିଛି। ଆଗାମୀ ସମୟ ନିବେଶକମାନଙ୍କ ପାଇଁ ଅନିଶ୍ଚିତତା ଆଣିବ ବୋଲି କୁହାଯାଉଛି। ଇସ୍ରାଏଲ ଗଣମାଧ୍ୟମ…

ଇସ୍ରାଏଲରେ ଫସି ରହିଥିବା ଭାରତୀୟ ଶୀଘ୍ର ଫେରିବେ ସ୍ବଦେଶ, ମିନାକ୍ଷୀ କହିଲେ ପ୍ରଧାନମନ୍ତ୍ରୀ ନିଜେ ରଖିଛନ୍ତି ସ୍ଥିତି ଉପରେ ନଜର

ନୂଆଦିଲ୍ଲୀ,୮।୧୦: ଇସ୍ରାଏଲ ହମାସ ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ଶନିବାର ସକାଳେ ହମାସ ଆତଙ୍କବାଦୀମାନେ ବହୁ ସଂଖ୍ୟକ ରକେଟ ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଇସ୍ରାଏଲ ପକ୍ଷରୁ ମଧ୍ୟ ପ୍ରତିଶୋଧ ପରାୟଣ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ଇସ୍ରାଏଲରେ ଅନେକ…

ଦିଗବିଜୟ ସିଂଙ୍କୁ କୋର୍ଟ ସମନ: ୨୦ ନଭେମ୍ବରରେ ହେବେ ହାଜର…

ମୁମ୍ବାଇ,୮।୧୦ : ମହାରାଷ୍ଟ୍ରର ଠାଣେର ମାଜିଷ୍ଟ୍ରେଟ କୋର୍ଟ ରାଷ୍ଟ୍ରୀୟ ସ୍ବଂୟସେବକ ସଙ୍ଘ (ଆରଏସଏସ) ନେତା ସାଦାଶିବ ରାଓ ଗୋଲୱାଲକରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟର ଜବାବରେ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି। ଆରଏସଏସ କର୍ମୀ ବିବେକ…

ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା: ବର୍ଷକୁ ଦୁଇଥର ପରୀକ୍ଷା ଇଚ୍ଛାଧୀନ ହେବ…

ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବା ଛାତ୍ରୀଛାତ୍ରଙ୍କ ପାଇଁ ଇଚ୍ଛାଧୀନ ହେବ। ଏହି ପଦକ୍ଷେପ ଲକ୍ଷ୍ୟ ଗୋଟିଏ ସୁଯୋଗର ଭୟ ଯୋଗୁଁ ସୃଷ୍ଟି ହୋଇଥିବା…

ଇସ୍ରାଏଲ ଉପରେ ଆକ୍ରମଣ ପରେ ଲଣ୍ଡନରେ ଉତ୍ସବ ପାଳନ

ଜେରୁଜେଲମ୍‌,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିବା ପରେ ଲଣ୍ଡନରେ ଉତ୍ସବ ପାଳନ କରାଯାଇଛି। ଖବର ପାଇ ପୋଲିସ ଏଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଇସ୍ରାଏଲରେ ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏସ୍‌ଏମ୍‌ଏସ୍‌ ଏବଂ ଫଟୋ…

କମଲନାଥ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: କଂଗ୍ରେସ…

ଭୋପାଳ,୮।୧୦ : କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ଅନୁଯାୟୀ କମଲନାଥ ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ପୂର୍ବରୁ ରାଜ୍ୟରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ଥିବା କମଲନାଥ ବର୍ତ୍ତମାନ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ କାର୍ଯ୍ୟ କରି ଲୋକଙ୍କ ମଧ୍ୟରେ ନିଜ…

ଟୋଲ ଟ୍ୟାକ୍ସ ବୃଦ୍ଧି କରି ନିଜ ପାଇଁ ବିପଦ ଆଣିବେ ଶିନ୍ଦେ ସରକାର: ରାଜ ଠାକରେ…

ମୁମ୍ବାଇ,୮।୧୦ : ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ ଅକ୍ଟୋବର ୧ ରୁ ମୁମ୍ବାଇ ସୀମାରେ ଅବସ୍ଥିତ ଟୋଲ ବୁଥ ଉପରେ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି। ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ର ନେତାମାନେ ଏହାକୁ ବିରୋଧ କରୁଛନ୍ତି। ଦଳର…

ମଣିପୁର ମନ୍ତ୍ରୀ ୟୁମନମ ଖେମଚାନ୍ଦଙ୍କ ବାସଭବନ ନିକଟରେ ଗ୍ରେନେଡ ଆକ୍ରମଣ …

ଇମ୍ଫାଲ,୮।୧୦ : ମଣିପୁରର ପଶ୍ଚିମ ଇମ୍ଫାଲ ଜିଲାର ରାଜ୍ୟ ମନ୍ତ୍ରୀ ୟୁମନମ ଖେମଚାନ୍ଦ ସିଂଙ୍କ ବାସଭବନ ନିକଟରେ ଏକ ଗ୍ରେନେଡ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଘଟଣା ୟୁମନମ ଲେକାଇଠାରେ ଶନିବାର ରାତି…

ଟସ ଜିତିଲା ଅଷ୍ଟ୍ରେଲିଆ, ବ୍ୟାଟିଂ ନିଷ୍ପତ୍ତି, ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ…

ଚେନ୍ନାଇ,୮।୧୦ : ବିଶ୍ୱକପ କ୍ରିକେଟର ୫ମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ପଟ କ୍ୟୁମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ଅଧିନାୟକ…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲା ଶ୍ରୀଲଙ୍କା

କଲମ୍ବୋ,୮।୧୦: ହମାସ ଦ୍ୱାରା ଶନିବାର ଅର୍ଥାତ୍‌ ଅକ୍ଟୋବର ୭ରେ ଇସ୍ରାଏଲ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରାଯାଇଛି। ରବିବାର ଶ୍ରୀଲଙ୍କା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ହିଂସାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି…

ଦୀପ୍‌ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍‌ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୯ତମ ଏସୀୟ ଗେମ୍ସ ହାଙ୍ଗଝୋ ୨୦୨୩ରେ ଭାରତ ବ୍ରୋଞ୍ଜ ପଦକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri