Home Middle

ରକ୍ତ ପରୀକ୍ଷାରେ ପ୍ରାରମ୍ଭରୁ ଚିହ୍ନଟ ହେବ ଗର୍ଭାଶୟ କର୍କଟ

ଲଣ୍ଡନ ୧୨ା୧୦: ଗର୍ଭାଶୟ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇପାରିବ। ଏଥିପାଇଁ ଏକ ରକ୍ତ ପରୀକ୍ଷା କରିବାକୁ ପଡ଼ିବ। ସେହି ରକ୍ତ ପରୀକ୍ଷା ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାରେ ୯୧ପ୍ରତିଶତ ଠିକ୍‌ ହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ୩୭୦ଟି…

ଅଡୁଆରେ ନଓ୍ବାଜ: ଶୀର୍ଷ କୋର୍ଟ ସିଜେପିଙ୍କର କ୍ଷମତା ହ୍ରାସ ସମ୍ପର୍କିତ ଆଇନକୁ କଲେ ସମର୍ଥନ…

ଇସଲାମବାଦ,୧୨।୧୦: ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ବାସ୍ତବରେ, ପାକିସ୍ତାନର ସୁପ୍ରିମକୋର୍ଟ ଏକ ଆଇନକୁ ସମର୍ଥନ କରିଛନ୍ତି ଯାହାର ଉଦ୍ଦେଶ୍ୟ ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେପି) ଙ୍କ କ୍ଷମତା ହ୍ରାସ କରିବା।…

ଇସ୍ରାଏଲର ବୋମା ମାଡରେ ଭାଙ୍ଗିଲା ଆକ୍ରମଣର ମାଷ୍ଟରମାଇଣ୍ଡଙ୍କ ଘର…

ଜେରୁଜେଲମ, ୧୨।୧୦: ଇସ୍ରାଏଲର ବୋମା ବିସ୍ଫୋରଣ ଯୋଗୁଁ ଗାଜା ସହର ଧ୍ୱଂସ ହୋଇଯାଇଛି। ଇସ୍ରାଏଲ ବାୟୁସେନା ୨୦୦ ଟାର୍ଗେଟ ଉପରେ ବୋମାମାଡ଼ କରିଥିଲା। ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ହମାସର ସାମରିକ ମୁଖ୍ୟ ମହମ୍ମଦ ଦେଫଙ୍କ ପିତାଙ୍କ ଘର ଭାଙ୍ଗି…

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ: ସ୍କୁଟର ପାଇଲେ ୧୫ ହଜାର ସଦସ୍ୟା

ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କହିଛନ୍ତି ଯେ, ମହିଳା ସଶକ୍ତୀକରଣ କ୍ଷେତ୍ରରେ…

ଆଫଗାନିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ,୧୧ା୧୦: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ ବୁଧବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ୮ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ…

ଇସ୍ରାଏଲ-ପାଲେଷ୍ଟାଇନ୍‌ରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୧।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ରକେଟ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ରହୁଥିବା ଲୋକଙ୍କୁ ଚିନ୍ତାରେ ପକାଇଛି। ଅନେକ ଏଠାରୁ ସ୍ଥାନାନ୍ତର…

ବିଶ୍ୱରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷରେ ମାତ୍ର ୬୫ ବଲରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହିପରି ଭାବରେ ରୋହିତ ଶର୍ମା ଦିନିକିଆ ବିଶ୍ୱକପ ମ୍ୟାଚରେ ଭାରତ ପାଇଁ କମ ସଂଖ୍ୟକ ବଲରେ ଶତକ ହାସଲ…

‘ଭାରତର ବସୁଧୈବ କୁଟୁମ୍ବକମ୍‌ ଦର୍ଶନ ପ୍ରାସଙ୍ଗିକ’

ନ୍ୟୁୟର୍କ,୧୧ା୧୦: ମିଳିତ ଜାତିସଂଘର ମୁଖ୍ୟ ବକ୍ତାମାନେ କହିଛନ୍ତି, ପଶ୍ଚିମ ଏସିଆ ସମେତ ଦିନକୁ ଦିନ ବିଗିଡୁଥିବା ବିଶ୍ୱ ସୁରକ୍ଷା ପରିସ୍ଥିତି ଭାରତର ‘ବସୁଧୈବ କୁଟୁମ୍ବକମ୍‌’ର ଦର୍ଶନର ଗୁରୁତ୍ୱକୁ ଦର୍ଶାଉଛି। ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ସଂକଳ୍ପ ବର୍ତ୍ତମାନର ବିଭାଜନ…

ପ୍ରଧାନମନ୍ତ୍ରୀ ମୋଦି ଏଏପିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି: କେଜରିଓ୍ବାଲା…

ନୂଆଦିଲ୍ଲୀ,୧୧।୧୦ : ଦିଲ୍ଲୀ ସିଏମ ଏବଂ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଆମ ଆଦମୀ ପାର୍ଟି(ଏଏପି)ବିଧାୟକଙ୍କ ବିରୋଧରେ ୧୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ୧୪୦ ଟି ଆମ ସପକ୍ଷରେ ଅଛି। ଗତ ୨ ବର୍ଷ…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୩ ରନ…

ନୂଆଦିଲ୍ଲୀ,୧୧।୧୦ : ବିଶ୍ୱକପ କ୍ରିକେଟର ୯ମ ମ୍ୟାଚ ଭାରତ ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଇୟମରେ ଖେଳାଯାଉଛି ମ୍ୟାତରେ ଆଫଗାନିସ୍ତାନ ଟସ ଜିତ ପ୍ରଥମେ ବ୍ୟାଟିଂ କରି ୨୭୨ ରନ କରିଛି ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୩…

ଲାଷ୍ଟ ସମୟରେ ଫାଷ୍ଟ ହେବା ପାଇଁ କଂଗ୍ରେସ ଖେଳୁଛି କାଷ୍ଟ ଗେମ୍‌: ଭାଜପା…

ଭୋପାଳ,୧୧।୧୦ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି, ଜାତିଗତ ଜନଗଣନା ଘୋଷଣା କରିବା ନେଇ କଂଗ୍ରେସ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରିଛି, ଏହାର ନେତାମାନେ ମଧ୍ୟ ସନାତନ ଧର୍ମ ସହ ଜଡିତ ବିଶ୍ୱାସକୁ କ୍ଷତି ପହଞ୍ଚାଉଛନ୍ତି। ଏସବୁ ସ୍ପଷ୍ଟ ଭାବରେ…

ଇତିହାସ ଯୁବବର୍ଗ ଯାଉଥିବା ଦିଗରେ ଯାଏ: କମଲନାଥଙ୍କ ଚିଠି…

ଭୋପାଳ,୧୧।୧୦ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ ରାଜ୍ୟର ଯୁବବର୍ଗମାନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଭାଜପା ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁର୍ନୀତି ଏବଂ ବେକାରୀ ବଢ଼ିଥିବା ଅଭିଯୋଗ କରିଛନ୍ତି । ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri