ରାସ୍ତାରେ କୁଢକୁଢ ମୃତଦେହ: ହମାସ୍ ଆକ୍ରମଣରେ କିବୁତ ଅଞ୍ଚଳର ୫୦ଭାଗ ଲୋକଙ୍କ ମୃତ୍ୟୁ
ଜେରୁଜେଲମ,୧୧।୧୦: ହମାସ୍ର ରକେଟ ମାଡରେ ବଦଳି ଯାଇଛି ଇସ୍ରାଏଲ ନକ୍ସା। ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ କରିଛି। ଯୁଦ୍ଧ ଆଜିକୁ ୫ମ ଦିନରେ ପହଞ୍ଚିଛି। ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍ର ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ଦେଖାଯାଉନାହିଁ।…
ରାଜସ୍ଥାନ ବିଧାନସଭା ମତଦାନ ତାରିଖ ବଦଳିଲା…
ନୂଆଦିଲ୍ଲୀ,୧୧।୧୦ : ନିର୍ବାଚନ ଆୟୋଗ ରାଜସ୍ଥାନ ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ଏହାପୂର୍ବରୁ ୨୩ନଭେମ୍ବର ପାଇଁ ଭୋଟ ତାରିଖ ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ୨୫ ନଭେମ୍ବରରେ ମତଦାନ ହେବ। ତାରିଖ ପରିବର୍ତ୍ତନ କରିବାକୁ ବିଭିନ୍ନ ସଂଗଠନର…
୨୬ ସପ୍ତାହ ଭ୍ରୁଣର ଗର୍ଭପାତ ନେଇ ବିଚାରପତିଙ୍କ ମଧ୍ୟରେ ଅସହମତି…
ନୂଆଦିଲ୍ଲୀ,୧୧।୧୦ : ବୁଧବାର ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଅକ୍ଟୋବର ୯ ର ଆଦେଶ ଖାରଜ କରିବାକୁ କେନ୍ଦ୍ରର ଆବେଦନ ଉପରେ ଏକ ବିଭାଜିତ ରାୟ ପ୍ରଦାନ କରିଛନ୍ତି ଯାହା ଦ୍ୱାରା ଜଣେ ମହିଳାଙ୍କ ୨୬ ସପ୍ତାହର ଗର୍ଭପାତ କରାଇବାକୁ ଅନୁମତି…
ଗାଜାରେ ଘୋଟିବ ଅନ୍ଧାର, ବିଦ୍ୟୁତ ସେବା ହେବ ବନ୍ଦ…
ଇସ୍ରାଏଲ,୧୧।୧୦ : ଗାଜା କର୍ତ୍ତୃପକ୍ଷ ବୁଧବାର ଚେତାବନୀ ଦେଇଛନ୍ତି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ହମାସ ନିୟନ୍ତ୍ରିତ ଉପକୂଳ ଏନକ୍ଲେଭକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ। ବୁଧବାର ପୂର୍ବାହ୍ନରେ ଏନକ୍ଲେଭର…
ଯୁବବର୍ଗଙ୍କ ପାଇଁ ଗଠନ ହେବ ‘ମେରା ଯୁବ ଭାରତ’: କ୍ୟାବିନେଟ ନିଷ୍ପତ୍ତି…
ନୂଆଦିଲ୍ଲୀ,୧୧।୧୦ : ଯୁବବର୍ଗମାନଙ୍କ ପାଇଁ ‘ମେରା ଯୁବ ଭାରତ’ ସଂଗଠନ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଖବରଦାତାମାନଙ୍କୁ କହିଛନ୍ତି ଦେଶରେ ୧୫ ରୁ ୧୯ ବର୍ଷ ମଧ୍ୟରେ ପ୍ରାୟ ୪୦କୋଟି…
ଗୁପ୍ତ ସୂଚନା ଦିଅନ୍ତୁ ୨୫ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ପାଆନ୍ତୁ…
ପଟନା,୧୧।୧୦ : ବିହାର ପୋଲିସ ଗୁପ୍ତ ସୂଚନା ପ୍ରଦାନକାରୀଙ୍କ ପାଇଁ ଏକ ବଡ଼ ଅଫର ଆଣିଛି। ବେଆଇନ ମଦ, ବେଆଇନ ବାଲି ଖନନ, ସୋସିଆଲ ମିଡିଆରେ ଘୃଣା ବାର୍ତ୍ତା ବିସ୍ତାର କରିବା ଏବଂ ରାଜ୍ୟରେ ସାଇବର ଠକେଇ ବିଷୟରେ ପୋଲିସକୁ ସୂଚନା…
ଆଗକୁ ପାର୍ବଣ ଋତୁ: ଚିନି ରପ୍ତାନି ଉପରେ ରୋକ ଲଗାଯାଇପାରେ…
ନୂଆଦିଲ୍ଲୀ,୧୧।୧୦ : ଅସ୍ବାଭାବିକ ମୌସୁମୀ କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ପାର୍ବଣ ଋତୁରେ ଚାହିଦା ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ଅକ୍ଟୋବର ୧ ରୁ ନୂତନ ଚିନି ଋତୁରେ ଆଗାମୀ…
ଯୁଦ୍ଧରେ ଅଧିକ ପ୍ରଭାବିତ ହୁଅନ୍ତି ଶିଶୁ: ମଲାଲା…
ଲଣ୍ଡନ,୧୧।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ତୁରନ୍ତ ଅସ୍ତ୍ରବିରତି କରିବାକୁ କହିଛନ୍ତି। ସେ କହିଛନ୍ତି ଯେତେବେଳେ ବି ଯୁଦ୍ଧ ହୁଏ, ଶିଶୁମାନେ ଅଧିକ ପ୍ରଭାବିତ ହୋଇଥାନ୍ତି।…
ସରକାରୀ ବଙ୍ଗଳା ଖାଲି କରାଯିବା ନେଇ ରାଘବ ଚଢାଙ୍କୁ କରାଯାଉଛି ହଇରାଣ
ନୂଆଦିଲ୍ଲୀ,୧୦।୧୧: ସରକାରୀ ବଙ୍ଗଳାକୁ ଖାଲି କରିବାକୁ ଆମ ଆଦମୀ ପାର୍ଟି (ଏଏପି)ନେତା ରାଘବ ଚଢାଙ୍କୁ ନୋଟିସ ଜାରି ହୋଇଥିଲା। ଯାହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବଙ୍ଗଳା ଛାଡିଲେ ସେ ଅସୁରକ୍ଷିତ ଓ ଆତଙ୍କବାଦୀ ବିପଦ ଥିବା କୋର୍ଟରେ…
କୌଣସି କୋର୍ଟ ଭ୍ରୁଣ ହତ୍ୟା କରିବାକୁ ଚାର୍ହିବେନି: ଗର୍ଭପାତ ନିର୍ଦ୍ଦେଶ ନେଇ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୧।୧୦ : ସରକାର ଏକ ଡାକ୍ତରୀ ରିପୋର୍ଟ ଉପସ୍ଥାପନ କରିବା ପରେ ସୁପ୍ରିମକୋର୍ଟ ୨୬ ସପ୍ତାହ ଭ୍ରୁଣର ଗର୍ଭପାତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଗର୍ଭସ୍ଥ ଭ୍ରୁଣ ସକ୍ରିୟ ରହିଛି। ଏଥିରେ ଜୀବନର ଲକ୍ଷଣ ଦେଖାଯାଉଛି ଏବଂ ଏହାର…
ଶିନ୍ଦେ ସରକାରଙ୍କ ବଡ ଘୋଷଣା: ଝିଅ ଜନ୍ମରୁ ସାବାଳିକା ହେବା ପର୍ଯ୍ୟନ୍ତ ମିଳିବ ୧ ଲକ୍ଷ ଟଙ୍କା…
ମୁମ୍ବାଇ,୧୧।୧୦ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଝିଅମାନଙ୍କ ପରିବାରକୁ ଜନ୍ମରୁ ସାବାଳିକା ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। କ୍ୟାବିନେଟ ବୈଠକରେ ଶିନ୍ଦେ ଘୋଷଣା କରିଛନ୍ତି ଯେତେବେଳେ ମହାରାଷ୍ଟ୍ରରେ କୌଣସି ପରିବାରରେ ଝିଅ…
ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗସ୍ତ କରୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ
ଓ୍ବାଶିଂଟନ୍,୧୧।୧୦: ଇସ୍ରାଏଲ ଏବଂ ହମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ସୈନ୍ୟବାହିନୀ ହମାସ୍ ଆତଙ୍କବାଦୀଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡାରୁ ହତ୍ୟା କରୁଛି। ତେବେ ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ଇସ୍ରାଏଲ ଗସ୍ତ…
Archives


