ପୁଣି କରଜ କରିବ ପାକିସ୍ତାନ
ଇସଲାମବାଦ,୧୭।୧୧: ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି। ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା ପାଇଁ…
ସମ୍ପର୍କୀୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କଲେ ପରିବାର ଲୋକେ
ଜେରୁଜେଲମ୍,୧୭ା୧୧: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରିବାର ନାଁ ନେଉନି। ବରଂ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଇସ୍ରାଏଲ ଏବଂ ୧୧ ହଜାରରୁ…
ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ, ୧୮ ମୃତ
ଜେରୁଜେଲମ,୧୭।୧୧: ଗାଜାର ଜବାଳିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆବାସିକ କୋଠାକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣରେ ଅତି କମରେ ୧୮…
ଫିଲିପାଇନ୍ସରରେ ଭୂକମ୍ପ ଝଟକା
ମାନିଲା,୧୭।୧୧: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟକା। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫ୍ଜି) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର (୬.୨ମାଇଲ) ଗଭୀରରେ ଥିଲା।…
ଓଡ଼ିଶାକୁ ବାତ୍ୟା ବିପଦ ନାହିଁ
ଭୁବନେଶ୍ୱର,୧୭ା୧୧(ଅନିଲ ଦାସ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୫୦କି.ମି., ପାରାଦୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦କି.ମି. ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୨୦କି.ମି. ଦୂର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ…
‘ଡିପ୍ଫେକ୍’ ଭାରତ ପାଇଁ ସବୁଠାରୁ ବଡ ବିପଦ, ସୃଷ୍ଟି କରିପାରେ ଗଭୀର ବିଶୃଙ୍ଖଳା: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ,୧୭।୧୧: ଡିପ୍ଫେକ୍ ଭିଡିଓ ଉପରେ ଏବେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସମାଜ ପାଇଁ ଡିପ୍ଫେକ୍ ଏକ ବଡ଼ ବିପଦ, ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ…
ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ
ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ କରାଯାଇଥିଲା,…
୧୨୦ ଘଣ୍ଟା ହେବ ସୁଡ଼ଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ: ଭିତରୁ ଉଦ୍ଧାର ପାଇଁ କରୁଛନ୍ତି ନିବେଦନ
ଡେରାଡୁନ୍,୧୭ା୧୧:ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ତଳେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ ଦିନ ହେଲା ଉଦ୍ୟମ ଜାରି ରହିଥିଲେ ହେଁ ଫଳପ୍ରଦ ହୋଇନାହିଁ। ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ଶ୍ରମିକମାନେ ନିବେଦନ କରୁଛନ୍ତି।…
ବିଶ୍ୱକପ ଫାଇନାଲ ୨୦୨୩: ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ!
ନୂଆଦିଲ୍ଲୀ, ୧୭।୧୧: ଚାଲିଥିବା ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ହେଭିୱେଟ୍ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ ରବିବାର ଦିନ ଅହମ୍ମଦାବାଦରେ ମୁହାଁମୁହିଁ ହେବେ। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବାବେଳେ ଅଷ୍ଟ୍ରେଲିଆ…
ମଧ୍ୟପ୍ରଦେଶ, ଛତିଶଗଡ ମତଦାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ, ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ ମୂଲ୍ୟବାନ
ନୂଆଦିଲ୍ଲୀ,୧୭।୧୧: ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମତଦାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ମତଦାତାଙ୍କୁ ମୋର ନିବେଦନ ଯେ ସେମାନେ ନିଜର ମତାଧିକାରର ପ୍ରୟୋଗ…
ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ
ରାୟପୁର,୧୭।୧୧:ଛତିଶଗଡ଼ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୫୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୭୦ଟି ଆସନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି…
ମହଙ୍ଗା ହେବ ବ୍ୟକ୍ତିଗତ ଋଣ: ଏନ୍ବିଏଫ୍ସି ପାଇଁ ଆର୍ବିଆଇର ନୂଆ ନିୟମ
ମୁମ୍ବାାଇ,୧୬ା୧୧: ଦେଶରେ ଅନ୍ସିକ୍ୟୁରଡ୍ ଲୋନ୍ (ବିନା ସମ୍ପତ୍ତି ବନ୍ଧକରେ ନିଆଯାଉଥିବା ଋଣ) ପରିମାଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗତବର୍ଷ ବ୍ୟାଙ୍କଗୁଡ଼ିକର ଋଣ ପରିମାଣ ୧୫ ପ୍ରତିଶତ ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ…
Archives


