ବ୍ରିଟେନରେ ଅଜବ ସଙ୍କଟ, ଅପରାଧୀଙ୍କୁ ଜେଲ୍ରୁ ଛାଡ଼ି ଦିଆଯାଉଛି
ଲଣ୍ଡନ,୧୩ା୧୦: ବ୍ରିଟେନରେ ଏକ ଅଜବ ସଙ୍କଟ ଦେଖାଦେଇଛି। ଜେଲରେ ଥିବା କଏଦୀଙ୍କ ସଂଖ୍ୟା ଏଠାରେ ବୃଦ୍ଧି ପାଉଛି। ଯେଉଁ କାରଣରୁ କୋର୍ଟ ସେମାନଙ୍କ ରାୟ ଦେବାରେ ବିଳମ୍ବ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଜେଲ୍ରେ ଅତ୍ୟଧିକ ଭିଡ଼ ଥିବାରୁ ଏଠାରେ ଥିବା…
ଗ୍ରୀନ୍କାର୍ଡଧାରୀଙ୍କ ପାଇଁ ଖୁସି ଖବର
ଓ୍ବାଶିଂଟନ,୧୩ା୧୦: ଆମେରିକାରେ ଗ୍ରୀନ୍ କାର୍ଡକୁ ଅପେକ୍ଷା କରିଥିବା ଅଣ-ପ୍ରବାସୀମାନଙ୍କୁ ଆମେରିକା ସରକାର ଏକ ଖୁସି ଖବର ଦେଇଛନ୍ତି। ଗ୍ରୀନ୍କାର୍ଡକୁ ଅପେକ୍ଷା କରିଥିବା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ ଏହା ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବ ବୋଲି ଆମେରିକା…
ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଦେଶରେ ସତର୍କ ସୂଚନା ଜାରି
ନୂଆଦିଲ୍ଲୀ,୧୩ା୧୦: ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ର ଉଗ୍ରବାଦୀ ସଙ୍ଗଠନ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଦେଶରେ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଏହି ଆଲର୍ଟ…
ପି-୨୦ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୩।୧୦: ‘ପାର୍ଲାମେଣ୍ଟ-୨୦’ ଶିଖର ସମ୍ମିଳନୀ ଅର୍ଥାତ୍ ପି-୨୦ ଭାରତରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି -୨୦କୁ ଉଦ୍ଘାଟନ କରି ଦେଶର ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶିଖର ସମ୍ମିଳନୀ ହେଉଛି ଏକ ମହାକୁମ୍ଭ। ଆପଣ ସମସ୍ତେ…
ଶାଳୀନ ପୋଷାକ ପିନ୍ଧିବେ ଭକ୍ତ: ସମସ୍ତ ନିଯୋଗ, ପ୍ରଶାସନ, ହୋଟେଲକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ, ୧୩ା୧୦(ଅଜିତ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରସଙ୍ଗରେ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଚିଠି ମାଧ୍ୟମରେ ସମସ୍ତ ନିଯୋଗ ସମ୍ପାଦକ ଏବଂ ସଭାପତିଙ୍କୁ ଅବଗତ କରାଇଛନ୍ତି। ଉକ୍ତ…
ଆଫଗାନିସ୍ତାନରେ ପୁଣି ଭୂକମ୍ପ…
କାବୁଲ,୧୩।୧୦: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏକ ସପ୍ତାହ ମଧ୍ୟରେ ଦାରିଦ୍ର୍ୟର ଶିକାର ହୋଇଥିବା ଦେଶରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରହିଛି।…
ଇସ୍ରାଏଲ୍ରୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ: ଶିଶୁଙ୍କୁ ଗୁଳି କରି ଜାଳିଦେଲେ
ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ୬ ଦିନ ବିତିଗଲାଣି। ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ଫଟୋ ଜାରି କରିଛି। ଫଟୋରେ ଶିଶୁଙ୍କୁ ଗୁଳି କରି ଜାଳିଦେଇଛନ୍ତି ହମାସ ଆକ୍ରମଣକାରୀ। ଅନେକ ଫଟୋ ଦେଖାଇ…
ସବୁକିଛି ବହୁତ ଭୟାନକ, ଆମେ ଇସ୍ରାଏଲ ସହ ଅଛୁ: ଆମେରିକାର ବୈଦେଶିକ ମନ୍ତ୍ରୀ
ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଇସ୍ରାଏଲ ସହିତ ଛିଡା ହୋଇଛି ଆମେରିକା। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲରେ ପହଞ୍ଚିଛନ୍ତି। ଇସ୍ରାଏଲ ଗସ୍ତ ସମୟରେ ସେ ହମାସର ଆତଙ୍କ ଦେଖିଥିଲେ। ଆଣ୍ଟୋନି ବ୍ଲିଙ୍କେନ…
୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢିଲେ ମା’-ବାପା: ଶେଷରେ…
ଜେରୁଜେଲମ,୧୩।୧୦: ନିଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ମା’-ବାପା ସବୁକିଛି କରିପାରନ୍ତି। ଏହାର ନିଚ୍ଛକ ଉଦାହରଣ ଇସ୍ରାଏଲ-ହମାସ ଯୁଦ୍ଧରେ ଦେଖିବାକୁ ମିଳିଛି। ୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢି ପ୍ରାଣ ହରାଇଛନ୍ତି ମା’-ବାପା।…
ଫେରିଲା ମୌସୁମୀ
ଭୁବନେଶ୍ୱର,୧୩।୧୦(ଅନିଲ ଦାସ): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିବା ଆରମ୍ଭ କରିଛି। ଗୁରୁବାର ଓଡ଼ିଶାର କିଛି ଅଂଶରୁ ମୌସୁମୀ ଅପସରିଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦିନେ ୨ ଦିନରେ ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ…
ଇସ୍ରାଏଲ୍ରୁ ଫେରିଲେ ୨୧୨ ଭାରତୀୟ: ମୋଦି ସରକାରଙ୍କୁ ଦେଲେ ଧନ୍ୟବାଦ
ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଏମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତ ସରକାରଙ୍କୁ…
ଦେଶରେ ଘୃଣାକୁ ପ୍ରୋତ୍ସାହିତ କରିବାରେ ମେଟା ଦୋଷୀ, ଜୁକରବର୍ଗଙ୍କୁ ପତ୍ର ଲେଖିଲା ‘ଇଣ୍ଡିଆ’ ମେଣ୍ଟ
ନୂଆଦିଲ୍ଲୀ,୧୨।୧୦: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଗୁରୁବାର ଏକ ଚିଠି ଲେଖିଛି। ଏହି ଚିଠିକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା…
Archives


