ଆମ୍ବୁଲାନ୍ସ ଆସିବାକୁ ମନା କଲା, ଖଟିଆରେ ବୋହି ହସ୍ପିଟାଲ ନେବା ବାଟରେ ମୃତ୍ୟୁ, ଘେରିଲା ଭାଜପା, ଭିଡିଓ ଭାଇରାଲ…
କୋଲକାତା,୧୮।୧୧ : ପଶ୍ଚିମବଙ୍ଗର ମାଲଦାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା, କିନ୍ତୁ ରାସ୍ତା ଖରାପ ଥିବାରୁ ଡ୍ରାଇଭର ଆସିବାକୁ ମନା କରିଦେଇଥିଲେ। ଅବସ୍ଥା…
ଏକ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବା ଖବରକୁ ମିଛ ବୋଲି କହିଲା ତାଇଓ୍ବାନ, ଭାଇରାଲ ହେଲା ଭିଡିଓ…
ତାଇପେ,୧୮।୧୧ : ସାମ୍ପ୍ରତିକ ଖବର ଅନୁଯାୟୀ ତାଇୱାନ ଭାରତର ନିକଟତର ହେବାକୁ ଚାହୁଁଛି। ମିଡିଆ ରିପୋର୍ଟରେ କୁହାଯାଇଛି ତାଇୱାନ ଭାରତରୁ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ମଧ୍ୟ କୁହାଯାଇଥିଲା ଏହି କର୍ମଚାରୀମାନେ ଶୀଘ୍ର ତାଇୱାନ ଯିବେ।…
ଫାଇନାଲ ମ୍ୟାଚ ପରଦିନ ହେବ ଟୁ ପ୍ଲସ ଟୁ ଆଲୋଚନା, ଭାରତ-ଅଷ୍ଟ୍ରେଲିଆର ମନ୍ତ୍ରୀ କରିବେ ରଣନୀତି ପ୍ରସ୍ତୁତି
ନୂଆଦିଲ୍ଲୀ,୧୮।୧୧: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ। ଉପ ପ୍ରଧାମନ୍ତ୍ରୀ- ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ଓ୍ବଙ୍ଗ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।…
ମରୁଭୂମିରେ ବାଦଲଫଟା ବର୍ଷା, ରାସ୍ତାଘାଟ ବନ୍ୟାରେ ଉବୁଟୁବୁ, ଭିଡିଓ ଭାଇରାଲ…
ଦୁବାଇ,୧୮।୧୧ : ମରୁଭୂମିରେ ବନ୍ୟା ଆସିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଦୁବାଇର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ପରେ ଏବେ ରାସ୍ତାଘାଟ ବନ୍ୟା ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଜଳ ନିଷ୍କାସନ…
ଚୁପ୍ ଚାପ୍ ଆସି ୬ ବର୍ଷ ଶିଶୁଙ୍କୁ ବେକରୁ କାମୁଡି ଟେକି ନେଇ ଲହୁଲୁହାଣ କଲା,ଭିଡିଓ ଭାଇରାଲ…
ଲକ୍ଷ୍ନୌ,୧୮।୧୧ : ଚିତାବାଘ ଶିକାର ଖୋଜୁଥିଲା। ହଠାତ୍ ତା ଆଖି ଜଣେ ପିଲାଙ୍କ ଉପରେ ପଡିଗଲା। ଚିତାବାଘ ପିଲାଟିକୁ ବେକରୁ କାମୁଡି ନେଇଗଲା। ପରିବାର ଲୋକ ଖୋଜି ଜଙ୍ଗଲରେ ଶିଶୁଟି ଲହୁଲୁହାଣ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ। ଏକ ଶିଶୁକୁ ଚିତାବାଘ…
ଖନନ ସମୟରେ ମହେଞ୍ଜୋଦାରୋରୁ ମିଳିଲା ମୂଲ୍ୟବାନ ମୁଦ୍ରା , ଦେଖି ହେବେ ତାଜୁବ
ସିନ୍ଧୁ,୧୮।୧୧: ବିଶ୍ୱରେ ପ୍ରାଚୀନ ସଭ୍ୟତା ମଧ୍ୟରେ ଅନନ୍ୟ ସିନ୍ଧୁ ଘାଟି। ସିନ୍ଧୁ ଘାଟିର ବିଶ୍ୱ ଐତିହ୍ୟ ସ୍ଥଳ ମହେଞ୍ଜୋଦାରୋରେ ଖନନ ବେଳେ ଏକ ପାଚେରୀରେ ତମ୍ବା ମୁଦ୍ରାରେ ଭର୍ତ୍ତି ଏକ ପାତ୍ର ମିଳିଛି । ପାକିସ୍ତାନୀ ଶ୍ରମିକ ଏକ ପାଚେରୀ ଉପରେ…
ଆଉ କୁକୁର ମାଂସ ଖାଇବନି ଦକ୍ଷିଣ କୋରିଆ
ସିଓଲ,୧୮ା୧୧: ଦକ୍ଷିଣ କୋରିଆ ଆଉ କୁକୁର ମାଂସ ନ ଖାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ମାଂସ ନ ଖାଇବାକୁ ବାରଣ କରିବା ଏବଂ ପଶୁ ଅଧିକାର ବିଷୟରେ ସଚେତନତା ମଧ୍ୟରେ ପ୍ରାଚୀନ ରୀତିନୀତି ଉପରେ ବିବାଦର ଅନ୍ତ ଘଟାଇବା ପାଇଁ…
ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି, ଜାଣନ୍ତୁ କିଏ ହେବେ ନୂଆ ଡିଜିପି ?
ଭୁବନେଶ୍ୱର, ୧୮।୧୧: ସରକାରୀ ଚାକିରିରୁ ଅବସର ନେବାକୁ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ଦେଇଛନ୍ତି। ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୩୧ରେ ଅବସର ନେବାକୁ ତାଙ୍କୁ ଅନୁମତି ମିଳିଛି।…
ବିଶ୍ୱକପ ୨୦୨୩ରେ ମୋଟ ୮୨ କୋଟିର ପୁରସ୍କାର,ଫାଇନାଲ ବିଜେତାଙ୍କୁ ୩୩.୧୭ କୋଟି, ହାରିଥିବା ଦଳ ପାଇଁ ବି କୋଟି କୋଟି ଟଙ୍କା ବର୍ଷା…
ଅହମଦାବାଦ,୧୮।୧୧ : ଭାରତରେ ଚାଲିଥିବା କ୍ରିକେଟ ବିଶ୍ୱକପ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତିମ ମ୍ୟାଚ ୧୯ ନଭେମ୍ବର ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ ପିଚ୍ ଠାରୁ ଆରମ୍ଭ କରି ପ୍ଲେଇଙ୍ଗ…
ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ
ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍ ଫର ଜଷ୍ଟିସର ଖଲିସ୍ତାନୀ ସଂଗଠନ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ଆଇସିସି ବିଶ୍ୱକପକୁ ନେଇ ଧମକ…
ପିଚ୍ ବିବାଦ ନିଆଁକୁ ଥଣ୍ଡା କରିବାକୁ ଚେଷ୍ଟା କରି ନୀରବତା ଭାଙ୍ଗିଲେ ଅଧିନାୟକ କମିନ୍ସ,, କହିଲେ ଏସବୁ ବାଜେ କଥା…
ଅହମଦାବାଦ,୧୮।୧୧ : ଆଇସିସି ବିଶ୍ୱକପ ୨୦୨୩ସମୟରେ ପିଚ୍ ବିବାଦ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ବାସ୍ତବରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ପରେ ଏହି ଆଲୋଚନା ଆରମ୍ଭ ହୋଇଛି । ଆଇସିସି ଅଭିଯୋଗ କରିଛି ଭାରତକୁ ଲାଭ…
ଫାଇନାଲ ମ୍ୟାଚରେ ପିଚ୍ ବଦଳାଇ ଦେଇଛି ଭାରତ ! ଗୁଜବରୁ ଦୂରେଇ ରହିବାକୁ କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ…
ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ଫାଇନାଲ ମ୍ୟାଚ ପୂର୍ବରୁ ପିଚ୍ ବିବାଦ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ସେମିଫାଇନାଲ ମ୍ୟାଚ ସମୟରେ ଆରମ୍ଭ ହୋଇଥିବା ପିଚ୍ ବିବାଦ ଏବେ ବି ଜାରି ରହିଛି। ଫାଇନାଲ ପୂର୍ବରୁ…
Archives


