Home Middle

ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାର ରହିଛି: ପୁଟିନ

କିର୍ଗିଜସ୍ତାନ,୧୪।୧୦: ହମାସ ଦ୍ୱାରା ଅପ୍ରତ୍ୟାଶିତ ର୍ନିଦ୍ଦୟ ଆକ୍ରମଣର ସମ୍ମୁଖୀନ ହେବାପରେ ଇସ୍ରାଏଲର ଆତ୍ମରକ୍ଷା କରିବାର ଅଧିକାରକୁ ସ୍ବୀକୃତି ଦେଇ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ଜେରୁଜେଲମ କରି ରାଜଧାନୀ କରି ଏକ ସ୍ବାଧୀନ ପାଲେଷ୍ଟାଇନ ଦେଶ ଗଠନ କରିବାକୁ ଜୋର…

ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲା ଦ୍ୱିତୀୟ ବିମାନ, ୨ ଶିଶୁ ସମେତ ୨୩୫ ଲୋକ ସାମିଲ

ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଭାରତୀୟଙ୍କ ପାଇଁ ଦେଶ ଚିନ୍ତିତ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ‘ଅପରେସନ ଅଜୟ’ ଆରମ୍ଭ କରିଛି। ଏହି ନିରାପତ୍ତା ଅପରେସନ ଅଧୀନରେ…

ନିଜ ବୈଜ୍ଞାନିକ ମତବାଦ ପ୍ରଚାର କର

ନୂଆଦିଲ୍ଲୀ,୧୪ା୧୦: ବ୍ରିଟେନ୍‌ର ପ୍ରକୃତି ବିଜ୍ଞାନୀ ଚାଲର୍‌ସ ଡାର୍‌ଓ୍ବିନ୍‌ଙ୍କ ଇଭୋଲ୍ୟୁଶନ୍‌ ଥିଓରି (ବିବର୍ତ୍ତନବାଦ) ଅନୁସାରେ ସମସ୍ତ ଜୀବନ୍ତ ପ୍ରାଣୀଙ୍କ ବିବର୍ତ୍ତନ ଏକ ପ୍ରାକୃତିକ ଚୟନ ଜରିଆରେ ହୋଇଥାଏ। ସେହିପରି ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ ‘E = mc2’ ସମୀକରଣ ଜରିଆରେ ଦ୍ରବ୍ୟମାନ ଓ…

ଇସ୍ରାଏଲ, ଆମେରିକାକୁ ପ୍ରବଳ ବିରୋଧ

ଜେରୁଜେଲମ୍‌/ବାଗ୍‌ଦାଦ/ପ୍ୟାରିସ୍‌,୧୪ା୧୦: ହମାସ୍‌ ସହ ଇସ୍ରାଏଲର ଯୁଦ୍ଧକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ମଧ୍ୟପ୍ରାଚ୍ୟରେ ଅନେକ ହଜାର ଲୋକ ରାସ୍ତାକୁ ଓହ୍ଲାଇ ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ନିଜ ଦେଶର ରାଜଧାନୀରେ ନମାଜ ପାଠ ପାଇଁ ମସ୍‌ଜିଦଗୁଡ଼ିକରେ ଠୁଳ ହୋଇଥିବା ମୁସଲମାନମାନେ…

ଗାଜାରୁ ଗଣପଳାୟନ

ଜେରୁଜେଲମ/ଗାଜା ସିଟି,୧୪ା୧୦: ଗାଜାର ଶାସକ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ ସ୍ଥଳସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ ହେବାକୁ ଯାଉଛି। ଏଥିପାଇଁ ୧୦ ଲକ୍ଷ ପାଲେଷ୍ଟିନୀୟ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ପାର୍ଶ୍ୱକୁ ଚାଲିଯିବା ପାଇଁ…

କାନାଡାର ୩ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ଅଟାଓ୍ବା,୧୩।୧୦: କାନାଡାର ଅନଟାରିଓ ପ୍ରଦେଶରେ ତିନୋଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ଚୋରମାନେ ଦାନ ବାକ୍ସ ଭାଙ୍ଗି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଇଛନ୍ତି। ଗୋଟିଏ ରାତିରେ ତିନୋଟି ମନ୍ଦିରରେ ଚୋରି ହେବାର ସମ୍ବେଦନଶୀଳ ମାମଲାରେ, କାନାଡିୟ ପୋଲିସ ନାଗରିକଙ୍କୁ…

ଆଫଗାନିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୭ମୃତ

କାବୁଲ,୧୩।୧୦: ଉତ୍ତର ଆଫଗାନିସ୍ତାନର ବାଗାନ ପ୍ରଦେଶର ପୋଲ-ଇ-ଖୋମରି ସହରରେ ନମାଜ ପଢିବା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଇମାମ ଜମାନ ମସଜିଦରେ ହୋଇଥିବା ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆକ୍ରମଣକାରୀ କିପରି ମସଜିଦରେ ପହଞ୍ଚିଲେ ଜାଣିବା…

ଗାଜାରୁ ଗଣ ପଳାୟନ କଲେ ୧୦ଲକ୍ଷ ଲୋକ

ଗାଜା,୧୩।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦିନକୁ ଦିନ ରକ୍ତମୁଖା ହୋଇ ନର ସଂହାର କରିବାରେ ଲାଗିଛି। ଇସ୍ରାଏଲ ସେନା ଶୁକ୍ରବାର ଗାଜା ଉପରେ ୬ହଜାରରୁ ଅଧିକ ରକେଟ ମାଡ କରିଛି। ତେଣୁ ସେନା…

ଟିଭି, ସୋସିଆଲ ମିଡିଆରେ ଅଧିକ ନ୍ୟୁଜ ଦେଖନ୍ତୁ ନାହିଁ: ହୁ

ନୂଆଦିଲ୍ଲୀ,୧୩।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ନର ପିଶାଚ ପାଲଟିଥିବା ହମାସ ଗୋଟିକ ପରେ ଗୋଟିଏ ବନ୍ଧକ ରଖିଥିବା ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ଏହାରି ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଲୋକମାନଙ୍କୁ…

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ମୁମ୍ବାଇ,୧୩ା୧୦: ୨୦୨୮ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା କ୍ରିକେଟ ସାମିଲ ହେବାକୁ ଯାଉଛି। ଲସ୍‌ଏଞ୍ଜେଲ୍ସ ଗେମ୍ସ ଆୟୋଜକଙ୍କ ଏ ସମ୍ପର୍କିତ ପ୍ରସ୍ତାବ ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ଅନୁମୋଦନ ଲାଭ କରିଛି। କ୍ରିକେଟ ଟି୨୦ ଫର୍ମାଟରେ ଖେଳାଯିବ। ଅନ୍ୟ…

‘ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ରେ ସମ୍ମାନିତ ହେବେ ହଲିଉଡ ଅଭିନେତା ମାଇକେଲ ଡଗଲାସ

ନୂଆଦିଲ୍ଲୀ,୧୩।୧୦: ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।…

ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ଡାରୱିନଙ୍କ ଜୈବିକ ବିବର୍ତ୍ତନ ଥିଓରି ଓ ଆଲବର୍ଟ ଆଇନଷ୍ଟାଇନଙ୍କ (E = MC2)ର ସୂତ୍ର ଭୁଲ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହି ଦୁଇ ବୈଜ୍ଞାନିକଙ୍କ ସିଦ୍ଧାନ୍ତରେ ଉନ୍ନତି ଆଣିବା ଉଚିତ ବୋଲି ସୁପ୍ରିମକୋର୍ଟ ଆବେଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri