Home Left

୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ଅବ୍ୟବସ୍ଥା : ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଆଲୋଚନା

ଢେଙ୍କାନାଳ ଅଫିସ,୬ା୮: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ବସିଥିଲା। ଏଥିରେ ୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅବ୍ୟବସ୍ଥା ନେଇ…

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ ପ୍ରେମ ଚାଲୁଥିବା ବେଳେ ଏବେ ସେମାନେ ଖୋଲାଖୋଲି ଭାବେ ସମ୍ପର୍କକୁ ସ୍ବୀକାର କରିଛନ୍ତି। ଏପରିକି…

ସେନ୍ସର ବୋର୍ଡକୁ ପସନ୍ଦ ଆସିଲା ଅନନ୍ୟା-ବିଜୟଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’କୁ ଦର୍ଶକେ ବେଶ କିଛି ସମୟ ହେବ ଅପେକ୍ଷା କରି ରହିଛନ୍ତି । କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମାଣ କରାଯାଇଥିବା ପ୍ରଥମ ପ୍ୟାନ ଇଣ୍ଡିଆ ମୁଭି ଦେଖିବାକୁ ଦର୍ଶକେ ଅପେକ୍ଷା…

୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର

କୁଆଁରମୁଣ୍ଡା,୬।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୋବିରା ଗ୍ରାମ ପୁରୁଣା ଗିର୍ଜାଟୋଲାର ସୁଶୀଲ କୁଜୁର(୪୫)ଙ୍କୁ ଫାଣ୍ଡି ପୋଲିସ…

ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

କେନ୍ଦୁଝର,୬।୮(ସ୍ବ.ପ୍ର.): ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲା ଆଦିବାସୀ ସମାଜ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ବିଭିନ୍ନ ଅଞ୍ଚଳରୁ ଜନଜାତି ସମ୍ପ୍ରଦାୟର ଲୋକମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରି…

ଲାଗି ରହିଛି ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୬।୮(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ପୁରୀରେ ୮୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ…

ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି

ଗଞ୍ଜାମ,୬।୮(ଡି.ଏନ୍‌.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା ଦେଇଥିଲା। ହେଲେ ଶନିବାର ସକାଳେ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି। ବର୍ଷାକୁ…

ବଢୁଛି ସଂକ୍ରମଣ: ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ,୬।୮: ଦେଶରେ କାରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ୭ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ସେହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା। ଏହି…

ମଣିପୁରମ୍‌ ଗୋଲ୍ଡ ଲୋନ୍‌ ସଂସ୍ଥାରୁ ଡକାୟତି ଉଦ୍ୟମ

ଢେଙ୍କାନାଳ ଅଫିସ,୬।୮: ଢେଙ୍କାନାଳ ସହର କାଞ୍ଚନ ବଜାରରେ ଥିବା ମଣିପୁରମ୍‌ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଶନିବାର ସକାଳ ସାଢ଼େ ୯ଟାରେ ଡକାୟତି ଉଦ୍ୟମ ହୋଇଛି। ସଂସ୍ଥା କାର୍ଯ୍ୟାଳୟ ଖୋଲିବା ପରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି କାର୍ଯ୍ୟାଳୟ…

ମଇଁଷି ଚରାଇବାକୁ ଯାଇଥିଲେ,ହେଲା ବଜ୍ରପାତ

ନିରାକାରପୁର,୬ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶୀପୁର ଗୋପୀନାଥପୁର ଗଁାରେ ବଜ୍ରପାତରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଦିବାକର ପରିଡ଼ା (୨୫)। ଲଘୁଚାପଜନିତ ବର୍ଷା ଯୋଗୁ ମଧ୍ୟାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।…

ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ

ଆରଡ଼ି,୬ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ ଜଣ ସେବାୟତ ଅଭିଯୋଗ କରିଥିଲେ। ମନ୍ଦିର କର୍ମଚାରୀ ମଧ୍ୟ ଏପରି ପ୍ରବେଶ ଅଧିକାରକୁ ବିରୋଧ…

ରବିବାର ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୬।୮(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଶନିବାର ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?