Home Left

ବନ୍ଧୁତା ଚିର ବର୍ତ୍ତମାନ

ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର ବିଚାର…

ଗୃହରକ୍ଷୀଙ୍କ ବଢ଼ିଲା ଡ୍ୟୁଟି କଲ ଅପ୍‌ ଭତ୍ତା

ଭୁବନେଶ୍ୱର,୭।୮(ବ୍ୟୁରୋ):ରାଜ୍ୟସରକାର ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅପ୍‌ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଏହା ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…

ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ମହାନ ମହାକାବ୍ୟର ଗଭୀର ଜ୍ଞାନ ବାସିତ ଏବଂ ଜବୀରଙ୍କୁ ବିଜୟୀ ହେବାକୁ ସାହାଯ୍ୟ କରିଛି।…

ମ୍ୟୁଜିକ୍‌ ଆରେଞ୍ଜର ଶୁଭାଶିଷ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି’। ଓଲିଉଡ୍‌ର ଚିରସବୁଜ ଏହି ଗୀତ ଆଜି ବି ଯୁବପିଢ଼ିଙ୍କୁ ମତୁଆଲା କରେ। ଭର୍ସାଟାଇଲ ମ୍ୟୁଜିକ୍‌ କମ୍ପୋଜର ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତକୁ ସ୍ବରରେ ସଜାଇଥିଲେ ମେଲୋଡି…

ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ ହେବ ଯାତାୟାତ ସୁଗମ। ଜନ ଅସନ୍ତୋଷ ତୀବ୍ର ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ…

ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସହରରେ ଥିବା ୭ଟି ବ୍ଲାକ୍‌ସ୍ପଟରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି।…

ଫୁଟ୍‌ପାଥ୍‌ରେ ଶୈଶବ

ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର, ୬ା୮ ଖଣିଜସମ୍ପଦ ଭରା କେନ୍ଦୁଝର ଜିଲା ମୁଖ୍ୟାଳୟରେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦୁଇ ମୁଠା ଖାଇବା ପାଇଁ ମଇଳା ଆବର୍ଜନା, ଭଙ୍ଗା ଲୁହା, ଟିଣ, ଜରି ଆଦି ସଂଗ୍ରହ…

ଆଧାର ନ ଥିବାରୁ ଭତ୍ତାରୁ ବଞ୍ଚିତ୍ତ ବେଲ

ଡେରାବିଶ,୭।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଇନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ନାନକାର ଗ୍ରାମର ୭୨ ବର୍ଷିୟା ବିଧବା ମହିଳା ଭତ୍ତାରୁ ବଞ୍ଚିତ୍ତ ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି ା ଏହି ବୃଦ୍ଧା ହେଲେ ନାନକାର ବାଲିସାହିର ଦର୍ଶନୀ କାଣ୍ଡିଙ୍କ ସ୍ତ୍ରୀ…

ଜଟଣୀ ଓଭରବ୍ରିଜ୍‌ କାର୍ଯ୍ୟ ମନ୍ଥର

ଖୋର୍ଦ୍ଧା ଅଫିସ, ୭।୮: ଖୋର୍ଦ୍ଧାରୁ ପିପିଲି ଏବଂ ପୁରୀ ଓ କୋଣାର୍କକୁ ସଂଯୋଗ କରୁଥିବା ଜଟଣୀ ମୁଖ୍ୟରାସ୍ତାର ସୀତାରାମ ଛକ ନିକଟରେ ରହିଛି ରେଳ ଓଭରବ୍ରିଜ ଅଣ୍ଡରପାସ୍‌। ପ୍ରବଳ ବର୍ଷା ଯୋଗୁ ଶନିବାର ଏହି ଅଣ୍ଡରପାସ୍‌ରେ ଜମି ରହିଥିବା ପାଣିରେ ମୋ…

ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮ : ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ରଥଯାତ୍ରା ଓ ସ୍ନାନଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏଥିସହ ଆଦର୍ଶ ଗୁରୁକୁଳ, ସେବକ…

ଫଳ ବଜାରକୁ ନ ଆସିଲେ ଆବଣ୍ଟନ ରଦ୍ଦ ହେବ

ଭୁବନେଶ୍ୱର,୭।୮ (ବ୍ୟୁରୋ): ରାସ୍ତାରେ ଫଳ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହିତ ଫଳଗୁଡିକ ବାହାରେ ଖରା, ବର୍ଷା ଖାଇ ପଚିଶଢ଼ି ଯାଉଛି। ତେଣୁ ଫଳ ବ୍ୟବସାୟୀମାନେ କିପରି ସୁରୁଖୁରୁରେ ବେପାର କରିପାରିବେ ସେଥିପାଇଁ ୟୁନିଟ-୨…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୩୦ ଆକ୍ରାନ୍ତ 

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨୭ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୦୩ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ ବର୍ଷରୁ କମ୍‌ ବୟସର ୧୩୦ଜଣ ଆକ୍ରାନ୍ତ ଅଛନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?