କଂଗ୍ରେସ ଟିକେଟରେ ଦୁଇଥର ଜିତିଥିଲେ ବିଜୁବାବୁ
ବ୍ରହ୍ମପୁର ଅଫିସ,୧୭।୪: ବିଶିଷ୍ଟ ରାଜନେତା ସ୍ବର୍ଗତ ବିଜୁ (ବିଜୟାନନ୍ଦ) ପଟ୍ଟନାୟକ ଗଞ୍ଜାମ ଜିଲାରୁ ଦୁଇଥର କଂଗ୍ରେସ ବିଧାୟକ ଏବଂ ଥରେ ଆସିକା ଲୋକ ସଭା କ୍ଷେତ୍ରରୁ ଜନତା ଦଳରୁ ଏମ୍ପି ହୋଇଥିଲେ। ରବିବାର ତାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଜିଲାର ବିଭିନ୍ନ…
ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ପ୍ରତିନିଧିଙ୍କ ଇମ୍ଫା ଖଣି ପରିଦର୍ଶନ
କାଳିଆପାଣି,୧୭।୪(ଡି.ଏନ.ଏ.): ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ(ୱାର୍ଲ୍ଡ ସ୍କିଲ୍ ସେଣ୍ଟର) ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଚିଓକ ଇଞ୍ଜିଚୁନ, ପ୍ରଶାସନ ନିର୍ଦ୍ଦେଶକ କେରୱାନ ହିଙ୍ଗ ଏବଂ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମେକାଟୋନିକ୍ସ ବିଭାଗ ନିର୍ଦ୍ଦେଶକ…
ପାଣି ପାଇଁ ଲୋକେ ଡହଳବିକଳ
ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମୁନାଫାଖୋର ନୀତି ଯୋଗୁ ଲକ୍ଷଲକ୍ଷ ଟଙ୍କାରେ…
କିଲି ପଲଙ୍କ ମୁଣ୍ଡରେ ଚଢିଲା ‘କେଜିଏଫ୍-୨’ର ଭୁତ
ମୁମ୍ବାଇ: ସୋସିଆଲ ମିଡିଆରେ ତାଞ୍ଜାନିଆର ଇଣ୍ଟରନେଟ ସେନସେଶନ କିଲି ପଲ ବଲିଉଡ ଫିଲ୍ମ ସହ ସାଉଥ ଇଣ୍ଡିଆନ ଫିଲ୍ମ ଗୀତର ଡାଏଲଗରେ ଲିପ ସିଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ଯାହା ଭାରତରେ ଖୁବଶୀଘ୍ର ଚର୍ଚ୍ଚାକୁ ଆସିଯାଉଛି । ଏବେ…
‘ଢିଙ୍କିଆକୁ ନିନ୍ଦିତ କରା ନ ଯାଉ’
କୁଜଙ୍ଗ,୧୭।୪(ଡି.ଏନ୍.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶର ଜନସାଧାରଣ ଶାନ୍ତିପ୍ରିୟ ଓ ନିରୀହ ହୋଇଥିବାବେଳେ ବାହାର ଅଞ୍ଚଳର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜକୁ ଜନ ଆନ୍ଦୋଳନର ନେତା କହି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନଙ୍କ ପ୍ରରୋଚନାରେ ପଡ଼ି…
ଡାକ୍ତର ନ ଆସିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ନାଉଗାଁ,୧୬ା୪(ସ୍ବ.ପ୍ର.):ନାଉଗାଁ ବ୍ଲକ ଅଲଣା ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଡାକ୍ତର ଅନୁପସ୍ଥିତ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଗ୍ରାମବାସୀ ରଞ୍ଜିତ ରାୟ, ପ୍ରଭାତ ସ୍ବାଇଁ, ଲୋଚନ ଭୋଇ, ଅଶୋକ ସାମଲ, ଓାର୍ଡ ସଭ୍ୟ, ଧୀରେନ୍ଦ୍ର ସାହୁ, ସନ୍ତୋଷ ପାଢୀ, କାବୁଲି…
ଆଳିରେ ବେଆଇନ ମଦ କାରବାର:ଆନ୍ଦୋଳନ ଚେତାବନୀ ଦେଲେ ପୂର୍ବତନ ବିଧାୟକ
କେନ୍ଦ୍ରାପଡ଼ା ଅଫିସ,୧୭।୪: କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି। ଏହି ବିକ୍ରିକୁ ବନ୍ଦ ଦାବି କରି ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା…
ଜଳ ସଙ୍କଟ ସ୍ଥିତି ସୁଧୁରିଲା ନାହିଁ
କେନ୍ଦ୍ରାପଡ଼ା ଅଫିସ, ୧୭।୪: କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ପ୍ରବାହିତ ହେଉଛି। ରାଜ୍ୟର ଦ୍ୱିତୀୟ ବୃହତମ ନଦୀ ଜଳପଥ ଏହି ଜିଲାରେ ଅଛି। ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ନଳକୂପ, ୩୩୧ ପାନୀୟ…
ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ
ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର ପୁନରୁଦ୍ଧାର ଖୁବ୍ଶୀଘ୍ର କରାଯିବ। ଏଥିପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅନୁରୋଧକ୍ରମେ ଶନିବାର ଡ୍ରେନେଜ୍…
ବିବାହରେ ବରଙ୍କୁ ଲେମ୍ବୁ ଉପହାର
ରାଜକୋଟ,୧୭ ।୪: ଗୁଜରାଟ ରାଜକୋଟର ଏକ ବିବାହ ସମାରୋହରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ବରଙ୍କୁ ସାଥିମାନେ ଉପହାରରେ ଲେମ୍ବୁ ଦେଇଛନ୍ତି । ଗୋଟିଏ ପଟେ ଗ୍ରୀଷ୍ମ ସମୟରେ ଲେମ୍ବୁର ଆବଶ୍ୟକତା ଅଧିକ ଥିବା ବେଳେ ଅନ୍ୟପଟେ…
ନରକଙ୍କାଳ, ଖପୁରି ଜବତ
ଜେନାପୁର,୧୭।୪(ଡି.ଏନ.ଏ.): ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅଧୀନ ମୁରାରିପୁର ଗ୍ରାମ ନିକଟରେ ଥିବା ମହିମା ଆଶ୍ରମ ବାଡ଼ିର ଏକ କେନ୍ଦୁଗଛରୁ ଶନିବାର ଅପରାହ୍ନରେ ମଣିଷର ଖପୁରି, କଙ୍କାଳ, ଚପଲ ଓ ପୋଷାକ ମିଳିଛି। ଏହାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।…
ଏନ୍ଏଚ୍ କଡ଼ରେ ଚୋରା ଲୁହାପଥର ବ୍ୟବସାୟ
ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍ଗୁଡ଼ିକ ବନ୍ଦରରେ ପହଞ୍ଚତ୍ବାର ନିୟମ ରହିଛି। ହେଲେ ଅନେକ ଟ୍ରକ୍ ବନ୍ଦରରେ ନ ପହଞ୍ଚତ୍ ମଧ୍ୟ…
Archives


