ହସ୍ପିଟାଲରେ ଭର୍ତ୍ତି ହେଲେ ଉର୍ଫି

ବମ୍ବେ:ଅସୁସ୍ଥ ହୋଇପଡ଼ିଛନ୍ତି ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ଏଥିଲାଗି ତାଙ୍କୁ କୋକିଲା ବେନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀଙ୍କୁ ୧୦୩ ଜ୍ୱର। ଏପରିକି ସେ ଦୁର୍ବଳ ଅନୁଭବ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର କିଛି ପରୀକ୍ଷା କରାଯିବ। ଏହାପରେ ତାଙ୍କୁ କ’ଣ ହୋଇଛି ତାହା ଡାକ୍ତର କହିପାରିବେ ବୋଲି ଜଣାପଡ଼ିଛି।

କହିରଖୁଛୁ, ଉର୍ଫି ସର୍ବଦା ନିଜର ବୋଲ୍ଡ ଫଟୋ ଏବଂ ପୋଷାକକୁ ନେଇ ପ୍ରଶଂସକଙ୍କ ଗହଣରେ ଲୋକପ୍ରିୟ। ନିକଟରେ ସେ ଗୁଗଲ୍‌ରେ ସର୍ବାଧିକ ସର୍ଚ୍ଚ କରିଥିବା ସେଲିବ୍ରିଟି ତାଲିକାରେ ୫୭ନଂରେ ଥିଲେ। ସେ କିଆରା ଆଡଭାଣୀ ଏବଂ କଙ୍ଗନା ରାଣାଓ୍ବତଙ୍କ ଭଳି ଅଭିନେତ୍ରୀଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଶ୍ରଦ୍ଧାଙ୍କ ପୋଷାକ

ମୁମ୍ବାଇ: ନିଜର କ୍ୟୁଟନେସ୍ ପାଇଁ ଚର୍ଚ୍ଚାରେ ଥିବା ଶ୍ରଦ୍ଧା କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ପୋଷାକକୁ ନେଇ ଅଛନ୍ତି ଚର୍ଚ୍ଚାରେ...

ସୋସିଆଲ ମିଡିଆରେ ପାଣିପାଗ ସୂଚନା ଦେଲେ ବରୁଣ!

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଶନିବାର ସକାଳେ ବର୍ଷା ହୋଇଥିବା ବେଳେ ସାମାନ୍ୟ ପବନ ମଧ୍ୟ ବହିଥିଲା। ଏହି ସମୟରେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନଙ୍କର ଏକ...

ଭଉଣୀଙ୍କୁ ଏମିତି ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଆଜି ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରୁଛନ୍ତି। ଅଭିନେତା ଅକ୍ଷୟ...

ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ ନେଇ ଏମିତି ଟୁଇଟ୍‌ କଲେ ସଲମାନ

ଚଳିତ ଆଇସିସି ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ...

‘ଲାଲ କପ୍ତାନ’ର ପୋଷ୍ଟର ରିଲିଜ୍‌: ଦଶାନନ ଅବତାରରେ ସୈଫ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲାଲ କପ୍ତାନ’ର ଏକ ନୂଆ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି...

ହୋଟେଲରୁ ଏହି ଜିନିଷ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ମା’ ହେବାକୁ ଯାଉଥିବା କଥା ସୋସିଆଲ ମିଡିଆରେ ଆଲୋଚନରା ହେଉଛି। କାରଣ...

ରାଗରେ ଅଛନ୍ତି ଅନୁଷ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଜଣାଶୁଣା ବ୍ରାଣ୍ଡ ‘ପୁମା’ ମଧ୍ୟରେ ସୋସିଆଲ ମିଡିଆରେ ଲଢ଼େଇ ଆରମ୍ଭ ହୋଇଯାଇଛି। ‘ପୁମା’ ବ୍ରାଣ୍ଡର ଏକ ପୋଷାକକୁ...

ସୁସ୍ମିତା ସେନ୍‌ଙ୍କୁ ହାର୍ଟ ଆଟାକ୍‌

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ପ୍ରଥମ ହାର୍ଟଆଟାକ୍‌ ଆସିଥିବା ଜଣାପଡ଼ିଛି। ଦୁଇଦିନ ପୂର୍ବରୁ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ଏନେଇ ଅଭିନେତ୍ରୀ ନିଜେ...

Advertisement
Archives

Model This Week