ପିଲାଙ୍କୁ ଦେଖି ଏପରି ପ୍ରତିକ୍ରିୟା ଦେଲା ସିଂହ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଆଗକୁ ଆହୁରି ବଢିବ ତାତି!
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। କେତେ ଜିଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ…
୩ ଦିନରେ ୨ଥର ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧୯।୪: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଦଳକୁ ପୁଣି ଦୃଢ କରିବାକୁ ଲାଗି ପଡିଛନ୍ତି। ନିକଟରେ ସେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ…
ମୁଖ୍ୟମନ୍ତ୍ରୀଙ୍କ ଖସିଗଲା ଗୋଡ଼
ଡେରାଡୁନ୍,୧୯।୪: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅବସରରେ ହଠାତ୍ ତାଙ୍କ ପାଦ ଖସିଯାଇଥିଲା। ଏହି ସମୟରେ ତାଙ୍କ ପଛରେ ଆସୁଥିବା ସୁରକ୍ଷା କର୍ମୀମାନେ ଧରି ପକାଇଥିଲେ। ଫଳରେ…
ଆଧାର ନମ୍ବର ଅପବ୍ୟବହାର କରୁଛନ୍ତି ପାକ୍ ଆତଙ୍କବାଦୀ
ଶ୍ରୀନଗର,୧୯।୪: ପାକିସ୍ତାନୀ ଆତଙ୍କବାଦୀମାନେ ନିଜ ପରିଚୟ ଲୁଚାଇବାକୁ ଆଧାର ନମ୍ବରର ଅପବ୍ୟବହାର କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଜାଣିବାକୁ ପାଇଛି। ଏନେଇ ବାୟୋମେଟ୍ରିକ ପରିଚୟପତ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ପୋଲିସ ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ଅନୁରୋଧ…
ଜାଣନ୍ତୁ ଆଲିିଆ-ରଣବୀରଙ୍କୁ କ’ଣ ଉପହାର ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ
ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୀତିନୀତି ଅନୁଯାୟୀ ବିବାହ ରଣବୀରଙ୍କ ବାସ୍ତୁ ଆପାର୍ଟମେଣ୍ଟରେ ହୋଇଥିଲା । ଶନିବାର ସେମାନେ ତାଙ୍କ…
ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ…
ୟୁକ୍ରେନ୍ ଯିବେ ନାହିଁ ବାଇଡେନ
ୱାଶିଂଟନ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହୋଇଯାଇଛି । କିଛି ଦେଶର ମଧ୍ୟସ୍ଥତା ପରେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ସେନା ବେଳକୁ ବେଳ ଆକ୍ରମଣ ଯୋରଦାର କରୁଥିବା ବେଳେ ଏହାର କଡା…
୬ ଜଣଙ୍କୁ ମୃତ୍ୟୁ ଦଣ୍ଡ
ଲାହୋର,୧୯ା୪: ଧର୍ମନିନ୍ଦା ଅଭିଯୋଗରେ ପାକିସ୍ତାନରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା ମାମଲାରେ ଲାହୋରସ୍ଥିତ ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ସୋମବାର ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ୭୨ ଅଭିଯୁକ୍ତଙ୍କୁ ୨…
ରାଜ ଠାକରେଙ୍କୁ ଦ୍ୱିତୀୟ ଓୱାଇସି କହିଲା ଶିବସେନା
ମୁମ୍ବାଇ,୧୯ ।୪: ଲାଉଡ ସ୍ପିକର ବିବାଦକୁ ନେଇ ଶିବସେନା ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଶିବସେନାର ସମ୍ପାଦକୀୟରେ ବାଲା ସାହେବ ଠାକରେଙ୍କ ଉଦାହରଣ ଦେଇ ଲେଖାଯାଇଛି କି କେତେକ ଲୋକ ହିନ୍ଦୁଙ୍କୁ ଓୱାଇସି କରିବାକୁ ତରବର ହେଉଛନ୍ତି । ସେମାନେ…
ପ୍ରଥମ ଥର ନଜର ଆସିଲା ବ୍ଲାକ ସି’ରେ ହୁ ହୁ ହୋଇ ଜଳୁଛି ରୁଷିଆର ମୋସ୍କୱା କ୍ରୁଜ, ୟୁକ୍ରେନ୍ ମିଶାଇଲ ମାଡରେ ହୋଇଛି ନଷ୍ଟ!
କ୍ୱିଭ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୧ ମାସ ପୁରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଉଭୟ ଦେଶର ବହୁ କ୍ଷୟକ୍ଷତି ହେଲାଣି । ତେବେ ରୁଷିଆ ପକ୍ଷରୁ ଯେଉଁ ଆକ୍ରମଣ କରାଯାଇଛି ଏଥିରେ ୟୁକ୍ରେନର ଅଧିକ କ୍ଷତି ହୋଇଥିବା…
Archives


