Home Left

ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ

ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ ୨,୪୧୭ ଜଣ ସଂକ୍ରମିତ ରହିଥିବା ଜଣାପଡିଛି । ଏହି ସୂଚନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ…

ମନ୍ଦିରରୁ ଅଢେଇ କେଜି ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା ଗୋଶାଣିନନୁଆଗାଁ ଥାନା ଅଧୀନ ମୁସଲିମ ସ୍ମଶାନ ସମ୍ମୁଖରେ ଥିବା ହରିହର ମନ୍ଦିର ନିକଟ ଆୟାପ୍ପା ମନ୍ଦିରରୁ କିଛି ଦୁର୍ବୃତ୍ତ ରୁପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୂଜକ ମଙ୍ଗଳବାର ସକାଳେ ମନ୍ଦିର କବାଟ…

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ମୁମ୍ବାଇ,୧୯।୪: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜିନର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆରଆର) ୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନର ଜୋସ ବଟଲର୍‌…

ତ୍ରିପୁରାରେ ସ୍ୱାଇନ ଫ୍ଲୁ: ଘୁଷୁରିଙ୍କୁ ମାରିବାକୁ ଦିଆଗଲା ନିର୍ଦ୍ଦେଶ

ଅଗରତାଲା,୧୯ ।୪: ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ମିଜୋରାମରେ ସ୍ୱାଇନ ଫ୍ଲୁ ବ୍ୟାପିବା ପରେ ଏବେ ଏହା ତ୍ରିପୁରାରେ ପହଞ୍ଚିଲାଣି । ତ୍ରିପୁରାର ସୋପାହିଜାଲା ଜିଲା ଅନ୍ତର୍ଗତ ଦେବୀପୁରରେ ପ୍ରାଣୀ ସଂଶାଧନ ବିକାଶ ବିଭାଗ(ଏଆର୍‌ଡିଡି) ଦ୍ୱାରା ସଂଚାଳିତ ସରକାରୀ ପ୍ରଜନନ…

୩୭ ବିଧାୟକଙ୍କ ଡବ୍ଲ୍ୟୁଓଡିସି ପାଣ୍ଠି ବଢ଼ାଯାଉ

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଉନ୍ନୟନ କାଉନସିଲ୍‌ (ଡବ୍ଲ୍ୟୁଓଡିସି) ଅନ୍ତର୍ଗତ ସମସ୍ତ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ରାଶିକୁ ବୃଦ୍ଧି କରିବା ପାଇଁ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନେଇ ଲେଖାଥିବା…

ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ

ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ ଟୁଇଟର୍‌ରେ…

ବର୍ଦ୍ଧିତ ବସ୍‌ଭଡ଼ା କମାଇବା ପାଇଁ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ପେଟ୍ରୋଲ୍‌ ଡିଜେଲ୍‌ ଦାମ ବୃଦ୍ଧି ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର ସ୍ବୟଂଚାଳିତ ପ୍ରକ୍ରିୟା ଜରିଆରେ ବସ୍‌ ଭଡ଼ା ବୃଦ୍ଧି କରିଥିଲେ। କିନ୍ତୁ ବିଗତ ୧୨ ଦିନ ଧରି ତେଲ ଦରରେ ବୃଦ୍ଧି ଘଟି ନଥିଲେ…

ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲା ଏଏପି

ସୁନାବେଡା,୧୯ା୪(ସ୍ବ.ପ୍ର.): ଇତିମଧ୍ୟରେ ସୁନାବେଡା ପୌର ପରିଷଦ ନିର୍ବାଚନ ଶେଷ ହୋଇଛି। କାଉନସିଲରମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମାସେ ନ ପୂରୁଣୁ ଜଣେ କାଉନସିଲର ନିର୍ବାଚନ ବେଳେ ନିର୍ବାଚନ ଅଧିକାରୀଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଏଏପି ପକ୍ଷରୁ ଅଭିଯୋଗ…

ଜେଲେନ୍‌ସ୍କିଙ୍କ ଦାବି ରୁଷିଆ କରିପାରେ ପରମାଣୁ ଆକ୍ରମଣ, ଆଣ୍ଟି ରେଡିଏଶନର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବିଶ୍ୱ

କ୍ୱିଭ,୧୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହେଲାଣି । ହେଲେ କେହି ପଛକୁ ହଟିବାକୁ ରାଜି ନୁହେଁ । ଇତିମଧ୍ୟରେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ଯୁଦ୍ଧରେ ରୁଷିଆ ପରମାଣୁ ଆକ୍ରମଣ କରିପାରେ । ବ୍ରିଟେନ…

ୟୁପି, ବିହାର, ଓଡ଼ିଶାରେ ଏକାକୀ ଲଢୁ କଂଗ୍ରେସ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ଦଳର ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ବରିଷ୍ଠ ନେତାମାନଙ୍କୁ ଭେଟି ୨୦୨୪ ସାଧାରଣ ନିର୍ବାଚନ ଲାଗି ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇଦିନ ପୂର୍ବରୁ ପ୍ରଶାନ୍ତ କିଶୋର…

ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

ଲକ୍ଷ୍ନୌ,୧୯।୪:ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆୟୋଜକମାନଙ୍କୁ ଏଥିପାଇଁ ପ୍ରଥମେ ଅନୁମତି ନେବାକୁ ପଡିବ। ଏହା ସହିତ ଆୟୋଜକମାନଙ୍କୁ ମଧ୍ୟ…

ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍‌

କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ ଗୋଟାବାୟାଙ୍କ ଅନ୍ୟ ଘନିଷ୍ଠ ସମ୍ପର୍କୀୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ୩ ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri