ୟୁକ୍ରେନ୍ ସୀମା ନିକଟରେ ନ୍ୟୁକ୍ଲିୟର ବମ୍ବର
କିଭ୍, ୧୯।୪: ପାଖାପାଖି ଦୁଇ ମାସ ହେଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉ ନ ଥିବାବେଳେ କ୍ରେମଲିନ୍ ପକ୍ଷରୁ ନ୍ୟୁକ୍ଲିୟର ଆକ୍ରମଣର ଆଶଙ୍କା ଘନଉଛି। ଏପରି ସ୍ଥିତିରେ ୟୁକ୍ରେନ୍ ସୀମା ନିକଟରେ ରୁଷିଆର ନ୍ୟୁକ୍ଲିୟର ବମ୍ବର ଦେଖିବାକୁ ମିଳିଛି। ଏହି…
୨୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଡହଳବିକଳ
ନାଉଗାଁ,୧୯ା୪(ସ୍ବ.ପ୍ର.):ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେଉଁଠି ପାଇପ ଫାଟି ରାସ୍ତା ଘାଟରେ ପାନୀୟ ଜଳ ନଷ୍ଟ ହେଉଥିବାବେଳେ ଆଉ କେଉଁଠି ଦୀର୍ଘ ଦିନ ହେବ ପାଇପ ସଂଯୋଗ…
ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ
କେନ୍ଦ୍ରାପଡ଼ା ଅଫିସ, ୧୯ା୪:ବିଶିଷ୍ଟ ସଂସ୍କୃତ କବି କାଳିଦାସ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ରଚିତ ସାହିତ୍ୟକୃତି ତାଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ତେବେ କାଳିଦାସଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲାର ଏକ ଅଖ୍ୟାତ ଗଁା ଏବେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ…
ରୁଷିଆ ବ୍ୟବହାର ବଦଳାଇଲେ ଆମେରିକା ହଟାଇପାରେ ପ୍ରତିବନ୍ଧକ
ୱାଶିଂଟନ,୧୯ ।୪: ଚଳିତ ସପ୍ତାହରେ ୱାଶିଂଟନରେ ହେବାକୁ ଥିବା ବଡ ଆର୍ଥିକ ବୈଠକ ପୂର୍ବରୁ ଆମେରିକା ଟ୍ରେଜେରୀର ଜଣେ ଅଧିକାରୀ କହିଛନ୍ତି ଯଦି ମସ୍କୋ ତା’ର ବ୍ୟବହାରରେ ପରିବର୍ତ୍ତନ କରେ, ତେବେ ୟୁକ୍ରେନ ଉପରେ ସେନା ଆକ୍ରମଣ କରିବାକୁ ନେଇ ଆମେରିକା…
ଉଚ୍ଛେଦ ପରେ ପୁଣି ହେଉଛି ଜବରଦଖଲ
ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସରକାରୀ ଜମି ଉପରେ ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ବସ୍ତି ମଧ୍ୟ ଗଢି ଉଠୁଛି।…
ରୁଷିଆ କବ୍ଜାରେ ବ୍ରିଟେନ ନାଗରିକ
ମସ୍କୋ, ୧୯ା୪: ରୁଷିଆ ସହ ଲଢ଼େଇବେଳେ ୟୁକ୍ରେନ୍ରୁ ଦୁଇ ବ୍ରିଟେନ ନାଗରିକଙ୍କୁ ମସ୍କୋ କବ୍ଜାରେ ଅଛନ୍ତି। ସେମାନଙ୍କ ଏକ ଭିଡିଓ ରୁଷିଆ ଷ୍ଟେଟ୍ ଟିଭିରେ ପ୍ରସାରିତ ହୋଇଛି। ଏହି ଦୁଇ ଜଣ ୟୁକ୍ରେନ୍ରେ ବନ୍ଦୀ ଥିବା ରୁଷିଆ ସପକ୍ଷବାଦୀ ରାଜନେତା ଭିକ୍ଟୋର…
ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ
ଭୁବନେଶ୍ୱର,୧୯।୪ (ବ୍ୟୁରୋ):ଭୁବନେଶ୍ୱର ବଡଗଡ ଥାନା ପୋଲିସ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଧାରକାର୍ଡରେ ତାଙ୍କ ନାମ ଦେବେନ୍ଦ୍ର ଚୌଧୁରୀ ରହିଥିବାବେଳେ ପୋଲିସ ସୂଚନାଅନୁସାରେ ସେ ହେଲେ ପ୍ରଦୀପ ସାହୁ(୫୬)। ତାଙ୍କ ଘର ଖୋର୍ଦ୍ଧା ଜିଲା ବାଲିପାଟପୁର ଥାନା ଭୂଷଣ୍ଡପୁର…
କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି
ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦ କୋଟି ଲୋକେ ଦାରିଦ୍ର୍ୟତା ଓ କ୍ଷୁଧାର ଶିକାର ହେବେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ…
ମହାନଦୀ ମାମଲା ଶୁଣାଣି ମେ’ ୧୪କୁ ଘୁଞ୍ଚିଲା
ନୂଆଦିଲ୍ଲୀ,୧୯।୪: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍ ନିର୍ମାଣ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣିକୁ ମେ’ ୧୪କୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀରେ ବ୍ୟାରେଜ୍ ନିର୍ମାଣ ଯୋଗୁ ଓଡ଼ିଶାକୁ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ତେଣୁ ନଦୀରେ ନିର୍ଦ୍ଦିଷ୍ଟ ପରିମାଣର ଜଳପ୍ରବାହ…
ପାଣିପାଗ ଜାଣିବା ପାଇଁ ଆଉ ୮ ମାନୁଆଲ ସର୍ଫେସ୍ ଅବ୍ଜରଭେଟର ସ୍ଥାପନ
ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାପମାତ୍ରା ଜାଣିବା ପାଇଁ ଓଡ଼ିଶାରେ ଆଉ ୮ ଜିଲାରେ ମାନୁଆଲ ସର୍ଫେସ୍ ଅବ୍ଜରଭେଟର ସ୍ଥାପନ କରାଯାଇଛି। ପୂର୍ବରୁ ୨୦୨୦-୨୧ରେ ନୟାଗଡ଼, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି,…
ଇନ୍ଧନ ସଙ୍କଟରୁ ପାକ୍ରେ ବିଦ୍ୟୁତ କାଟ୍
ଇସ୍ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ ଘରୋଇ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ୍ ଯୁଦ୍ଧ ଯୋଗୁ କୋଇଲା ଏବଂ ଗ୍ୟାସ୍…
ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୧୯ା୪:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ପୋଲିସ କମ୍ୟୁନିକେଶନ ବିଭାଗର ପୂର୍ବତନ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ ସୋମବାର କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୬୦ଦିନ ଭିତରେ…
Archives


