Home Left

ନିଖୋଜର ୫ଦିନ ପରେ ମିଳିଲା ମୃତଦେହ, ପୋଖରୀରେ ଭାସୁଥିବା….

ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି ବଲାଙ୍ଗୀର ସହର ଶାନ୍ତିପଡା ନିବାସୀ ପ୍ରବୀଣ ମହାଲିଙ୍ଗ ଓରଫ ମୁଟୁଙ୍କ ବୋଲି ଜଣାପଡିଛି…

ଲ୍ୟାଣ୍ଡ ଫର ଜବ ମାମଲାରେ ଲାଲୁ ଯାଦବଙ୍କ ପରିବାରକୁ ଝଟକା

ପାଟନା,୯।୧: RJD ମୁଖ୍ୟ ଏବଂ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ଭାରତୀୟ ଦଣ୍ଡ ସଂହିତାର ଅନ୍ୟାନ୍ୟ ଧାରା ଅନୁଯାୟୀ ମଧ୍ୟ ତାଙ୍କ ବିରୁଦ୍ଧରେ…

ଆଇପିଏଲକୁ ଫେରିବେ ମୁସ୍ତାଫିଜୁର ରହମାନ? ବଡ଼ ସୂଚନା ଦେଇ ବାଂଲାଦେଶ କ୍ରିକେଟ ମୁଖ୍ୟ କହିଲେ…

ନୂଆଦିଲ୍ଲୀ,୯।୧: ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ଅମିନୁଲ ଇସଲାମ ବୁଲବୁଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁସ୍ତାଫିଜୁର ରହମାନ ୨୦୨୬ ଆଇପିଏଲରେ ଖେଳିବାର ସମ୍ଭାବନା କମ୍‌। କିଛି ବାଂଲାଦେଶୀ ଗଣମାଧ୍ୟମ ଦାବି କରିଛନ୍ତି ଯେ ଭାରତୀୟ ଟି୨୦ ଲିଗରୁ ବାଦ୍‌ ପଡ଼ିବାର…

ଆଜିଠୁ WPL: ମୁହାଁମୁହିଁ ହେବେ ହରମନପ୍ରୀତ-ସ୍ମୃତି ମନ୍ଧାନା,ଜାଣନ୍ତୁ କେତେବେଳେ, କେଉଁଠି ମ୍ୟାଚ୍‌

ନଭି ମୁମ୍ବାଇ,୯ା୧(ପି.ଟି.): ସ୍ଥାନୀୟ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଶୁକ୍ରବାରଠାରୁ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଥିବା ହରମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ୨୦୨୪…

‘ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଫୋନ କରି ନ ଥିଲେ ବରଂ…’, ଟ୍ରେଡ ଡିଲକୁ ନେଇ ଆମେରିକାର ବଡ଼ ଦାବି

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୧: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ…

Railway Jobs: ରେଲଓ୍ବେରେ ବମ୍ଫର ନିଯୁକ୍ତି, ୪୪ ହଜାର ପର୍ଯ୍ୟନ୍ତ ଦରମା, ଏମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୯।୧: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ରେଳବାଇ ଏକ ମହାନ ସୁଯୋଗ ପ୍ରଦାନ କରିଛି। ରେଳବାଇ ନିଯୁକ୍ତି ବୋର୍ଡ ପୃଥକ ବର୍ଗ ଅଧୀନରେ ମୋଟ ୩୧୨ଟି ଖାଲି ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି।…

ଖାଇବା ଦେବାରେ ବିଳମ୍ବ କଲେ ସ୍ତ୍ରୀ….ରାଗରେ ପଞ୍ଚମ ହୋଇ କୋଦାଳରେ ପିଟି ହତ୍ୟା କଲେ ସ୍ବାମୀ

ଲକ୍ଷ୍ନୌ,୯।୧: ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କଟଘର ଥାନା ଅଞ୍ଚଳର ଦେବପୁର ଗାଁରେ ଏକ ଛୋଟ ଘରୋଇ ବିବାଦ ଭୟଙ୍କର ରୂପ ନେଇଛି । ଖାଦ୍ୟ ପାଇଁ ଝଗଡ଼ା ପରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ…

୧ ଗ୍ରାମ ସୁନାକୁ ୧୮୧ ଟଙ୍କା, ଏହି ଦେଶରେ ଚା’ କପ ଠାରୁ କମ୍‌ ମୂଲ୍ୟରେ ମିଳୁଛି, ଜାଣିଲେ…

ନୂଆଦିଲ୍ଲୀ,୯।୧: ଭାରତରେ ସୁନାର ମୂଲ୍ୟ ଆକାଶଛୁଆଁ ହେଉଥିବା ବେଳେ, ଆପଣ କ’ଣ ବିଶ୍ୱାସ କରିବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ଏକ ଗ୍ରାମ ସୁନାର ମୂଲ୍ୟ ଚା’ କପ ଠାରୁ କମ୍‌? ଆଜ୍ଞା ହଁ, ଏହା ଶୁଣିଲେ ଯେକୌଣସି…

ମ୍ୟାଚ୍‌ ଚାଲିଥିବା ସମୟରେ ବଡ଼ ଅଘଟଣ: ଟଳିପଡ଼ିଲେ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆରେ ଦେହାନ୍ତ ହୋଇଛି। ଏକ ସ୍ଥାନୀୟ କ୍ରିକେଟ ମ୍ୟାଚ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଘଟଣା କେବଳ ମିଜୋରାମରେ ନୁହେଁ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମେଧାବୀ ଛାତ୍ରଙ୍କ ଜୀବନ, ଗ୍ରାମରେ ଶୋକ

ପଟ୍ଟାଙ୍ଗି୯।୧(ଶରତ କୁମାର ଧଳ): ରାଜ୍ୟରେ ଚାଲିଛି ସଡ଼କ ସୁରକ୍ଷା ମାସ କିନ୍ତୁ ଏଠି ନିଜେ ସଚେତନ ହେଉନାହାନ୍ତି  ଲୋକେ। ସଚେତନତା କରାଇବା ଦୂରର କଥା ବର୍ଷର ଆରମ୍ଭରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ଚାଲିଯାଉଛି ଜୀବନ ।…

ଦଧିମାଛଗାଡିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା,୯।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ସମୟରେ ଅଜଣା ଗାଡି ଧକାରେ ସ୍କୁଟି ଆରୋହୀ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଖବରପାଇ…

ଏପି ଢିଲୋନ୍ ଇମ୍ପାକ୍ଟ: ତାରା ସୁତାରିଆ, ବୀର ପାହାରିଆ ବ୍ରେକଅପ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବଂ ବୀର ପାହାରିଆ କିଛି ମାସର ଡେଟିଂ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସମ୍ପର୍କ ‘ଏପି ଢିଲୋନ୍ କନ୍‌ସର୍ଟ ବିବାଦ’ ପରେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାରା ଓ ବୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri