Home Left

‘ମୁଁ ମଣିଷ, ମୋର ବି ଏକ ମନ ଅଛି’

ହେଲସିଙ୍କି,୨୫।୮: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତାଙ୍କୁ ଖୁବ୍‌ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପାର୍ଟିର ଭିଡିଓ ଭାଇରାଲ୍‌…

ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ ଦିଲ୍ଲୀପ, ନରେନ୍ଦ୍ର

ଭୁବନେଶ୍ୱର,୨୫।୮(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍‌ ପୁରସ୍କାର-୨୦୨୨ ବୁଧବାର ଘୋଷଣା କରାଯାଇଛି। ଶିଶୁ ସାହିତି୍ୟକ ତଥା ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଆ…

ବିଦ୍ୟୁତ୍ ଆଘାତରେ ଦୁଇ ହାତୀ ମୃତ

କେନ୍ଦୁଝର,୨୫।୮, ( ସ୍ୱ.ପ୍ର.): କେନ୍ଦୁଝର ଜୁଡ଼ିଆ ଘାଟି ନିକଟସ୍ଥ ଓୟୁଏଟି କ୍ୟାମ୍ପସ ଭିତରେ ବିଦ୍ୟୁତ୍ ଆଘାତରେ ପ୍ରାୟ ତିରିଶ ବର୍ଷ ବୟସ୍କ ଦୁଇ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାତୀ ଦ୍ବୟ ମାଈ ହାତୀ ବୋଲି ଜଣାପଡ଼ିଛି। ବନ ବିଭାଗ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ପ୍ରେମ ପ୍ରକାଶ ଗିରଫ, ଅବୈଧ ଖନନ ମାମଲାରେ ଇଡିର କର୍ଯ୍ୟାନୁଷ୍ଠାନ

ରାଞ୍ଚି,୨୫ ।୮: ଝାଡ଼ଖଣ୍ଡରେ ଅବୈଧ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟ ପ୍ରେମ ପ୍ରକାଶଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ପ୍ରେମ ପ୍ରକାଶ ମୁଖ୍ୟମନ୍ତ୍ରୀ…

ମହଙ୍ଗା ହେଲା ଯମୁନା ଏକ୍ସପ୍ରେସୱେର ଯାତ୍ରା

ଲକ୍ଷ୍ନୌ,୨୫ ।୮: ଯମୁନା ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକେ ଗୁରୁବାରଠାରୁ ଅଧିକ ଟୋଲ ଟ୍ୟାକ୍ସ ଦେବେ । ଯମୁନା ବିକାଶ ପ୍ରାଧିକରଣ ପକ୍ଷରୁ ଏକ୍ସପ୍ରେସୱେରେ ଟୋଲ ଟ୍ୟାକ୍ସ ଦାମ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ…

ପାକ କର୍ନଲଙ୍କ ଇସାରାରେ ଆର୍ମି ପୋଷ୍ଟ ଉଡାଇ ଦେବାକୁ ହୋଇଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ ।୮: ଆତଙ୍କବାଦ ବିରୋଧରେ ଲଢିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ପୁଣିଥରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ନୌଶେରା ସେକ୍ଟରରୁ ଧରାପଡିଥିବା ଆତଙ୍କବାଦୀମାନେ ପୁଣିଥରେ ପାକିସ୍ତାନର ଅସଲ ମୁଖ୍ୟ ଖୋଲିଛନ୍ତି । ଘଟଣା ହେଲା ଗିରଫ ହୋଇଥିବା ଆତଙ୍କବାଦୀ ତବାରକ…

ବିଏସ୍‌ସିଏଲ୍‌ ନିର୍ଦ୍ଦେଶକଙ୍କୁ ଭେଟିଲେ ଜର୍ମାନୀ କନ୍‌ସୁଲେଟ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜର୍ମାନୀ କନ୍‌ସୁଲେଟ୍‌ ଜେନେରାଲ୍‌ ମନଫ୍ରେଡ୍‌ ଆଷ୍ଟର ବୁଧବାର ବିଏସ୍‌ସିଏଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଏବଂ ଓଡ଼ିଶା ସରକାରଙ୍କ ସହିତ ଜର୍ମାନୀର ସମ୍ଭାବ୍ୟ ସହଯୋଗ ଓ ସହଭାଗିତା ଉପରେ ସେ…

ଅନ୍‌ଲାଇନ ଶୈକ୍ଷିକ ଗେମ୍‌ ‘ଆଜାଦୀ କ୍ୱେଷ୍ଟ’ ଶୁଭାରମ୍ଭ

ନୂଆଦିଲ୍ଲୀ,୨୫।୮(ପି.ଆଇ.ବି): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ସ୍ବାଧୀନତ ସଂଗ୍ରାମର ଗୌରବ ଗାଥାର ପ୍ରଚାର ପ୍ରସାର ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଶିକ୍ଷଣୀୟ ଅନ୍‌ଲାଇନ ମୋବାଇଲ ଗେମ୍‌ ସିରିଜ୍‌ ‘ଆଜାଦୀ…

ଲିଜେଣ୍ଡ୍ସ ଲିଗ୍‌ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ

ଭୁବନେଶ୍ୱର, ୨୫।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୬ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି୨୦ ଲିଗ୍‌ର ମ୍ୟାଚଗୁଡ଼ିକ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ…

ସିଫା ସହ ସୋଆର ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର,୨୫।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ରେଶ୍‌ୱାଟର ଆକ୍ୱାକଲଚର (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ହର୍ବାଲ ବାୟୋମେଡିସିନ୍ସ, ନାନୋଟେକ୍ନୋଲୋଜି, ମେରାଇନ୍‌…

ପ୍ରମୋଦ ଭଗତ ପାଇବେ ଭାରତ ଗୌରବ ସମ୍ମାନ

କଟକ ଅଫିସ,୨୫ା୮: ଚଳିତ ଗଣେଶ ପୂଜା ଅବସରରେ ଜୟ ଭାରତ ଫାଉଣ୍ଡେଶନର ୨୩ତମ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ବୁଧବାର…

ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ୍‌ ସେଣ୍ଟର

ଚୌଦ୍ୱାର,୨୫ା୮(ଡି.ଏନ୍‌.ଏ): ଦେଶର ପ୍ରମୁଖ ଟାୟାର ଉତ୍ପାଦକ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ କଜଳକଣା ଗଡ଼ା ନିକଟରେ ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ପୂର୍ବ ଭାରତରେ କମ୍ପାନୀର ଟ୍ରକ୍‌ ହୁଇଲ ନେଟ୍‌ୱର୍କ ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?