Home Left

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଫିକି ପ୍ରତିନିଧି ଦଳ

ଲକ୍ଷ୍ନୌ, ୨୫।୮: ଫିକିର ସଭାପତି ସଞ୍ଜୀବ ମେହେଟ୍ଟା ଏବଂ ବରିଷ୍ଠ ଉପସଭାପତି ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ନୌରେ ଭେଟିଥିଲେ। ଏପରିକି ଭାରତର ବୃହତ୍ତମ ରାଜ୍ୟର ଅପାର ସମ୍ଭାବନାକୁ ଆଲୋକିତ କରିବା…

ବିଓବି ପକ୍ଷରୁ ବରୋଦା ତ୍ରିରଙ୍ଗା ଜମା ଯୋଜନା

ଭୁବନେଶ୍ୱର,୨୫।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଉଚ୍ଚ ସୁଧ ହାର ପ୍ରଦାନ କରୁଥିବା ଏକ ସ୍ବତନ୍ତ୍ର ସ୍ଥିର ଜମା ଉତ୍ପାଦ ‘ବରୋଦା ତ୍ରିରଙ୍ଗା ଜମା ଯୋଜନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବରୋଦା ତିରଙ୍ଗା ଜମା ୨ଟି ଅବଧିରେ ଉପଲବ୍ଧ ଯଥା…

ଦେଶର ୨ୟ ବୃହତ୍‌ ଉଦ୍ୟୋଗ ଆଦାନୀ ସମୂହ

ନୂଆଦିଲ୍ଲୀ,୨୫।୮: ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମଗ୍ର ବିଶ୍ୱର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରିକି ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାନୀ ମଧ୍ୟ ଗୋଟିଏ ପରେ ଗୋଟିଏ କମ୍ପାନୀ କ୍ରୟ…

ଜୟପୁରରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍‌

ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବୁଧବାର କୋରାପୁଟ ଜିଲାର ଜୟପୁର ବେଲ୍‌ ରୋଡ୍‌ ସ୍ଥିତ ଗାୟତ୍ରୀ ଫର୍ନିଚର ଆନୁକୂଲ୍ୟରେ ମୋଲ୍‌ଡେଡ୍‌…

ଆଜିଠାରୁ ୪ଦିନିଆ ‘ପ୍ରୋପ୍ୟାକ୍‌ ଓଡ଼ିଶା’

ଭୁବନେଶ୍ୱର,୨୫।୮: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ‘ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌’ (ଓସ୍‌ମି) ପକ୍ଷରୁ ଏକ ୪ ଦିନିଆ ପ୍ରଦର୍ଶନୀ ଓ କର୍ମଶାଳାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋପ୍ୟାକ୍‌ ଓଡ଼ିଶା-୨୦୨୨’ର ଆୟୋଜନ କରାଯାଉଛି। ଚଳିତ ମାସ ୨୫ ରୁ ୨୮ତାରିଖ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ

ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ନିକଟରେ ମିଲିନ୍ଦ ୟୁନିଟ ରନ ଶେଷ କରିଛନ୍ତି । ଏହାପରେ ସେ…

ପାଠପଢ଼ା ଚାପ: ଆତ୍ମହତ୍ୟା କଲେ ୯ମ ଛାତ୍ର

ଚେନ୍ନାଇ,୨୫।୮: ପାଠପଢ଼ା ଚାପ ସମ୍ଭାଳି ନ ପାରି ତାମିଲନାଡ଼ୁ ଥିରୁଭରୁର ଜିଲା ସ୍ଥିତ ଏକ ଘରୋଇ ସ୍କୁଲର ୯ମ ଶ୍ରେଣୀ ଛାତ୍ର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଧିକ ହୋମଓ୍ବର୍କ ଦିଆଯାଉଥିବାରୁ ଛାତ୍ର ସଞ୍ଜୟ ସ୍କୁଲ ବଦଳାଇବା ପାଇଁ…

ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବାର୍‌ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍‌ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ ମାଡ଼ ମାରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ୧୫ ଦିନ…

ପପ୍ପନ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୫।୮: କୋଭିଡ୍‌ ଲକ୍‌ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ ତାଙ୍କର…

ଇଡି ଚଢ଼ାଉ ବେଳେ ଏକେ-୪୭ ଜବତ

ରାଞ୍ଚତ୍,୨୫।୮: ଝାଡ଼ଖଣ୍ଡରେ ବେଆଇନ ଖଣି ଖନନ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଚଢ଼ାଉ ବେଳେ ଦୁଇଟି ଏକେ-୪୭ ରାଇଫଲ ଏବଂ ୬୦ ରାଉଣ୍ଡ ଗୁଳି ଜବତ ହୋଇଛି। ଇଡି ଅଧିକାରୀମାନେ ଝାଡ଼ଖଣ୍ଡ ସମେତ ବିହାର, ତାମିଲନାଡୁ ଓ…

ଘଣ୍ଟାକ ଭିତରେ ୨ ଥର ଥରି ଉଠିଲା ଜମ୍ମୁ-କଶ୍ମୀର

ଜମ୍ମୁ,୨୫ ।୮: ଜମ୍ମୁ-କଶ୍ମୀରରେ ବୁଧବାର ବିଳମ୍ବିତ ରାତିରେ ଗାଟିଏ ପରେ ଗୋଟିଏ ଲଗାତାର ୨ଟି ଭୂକମ୍ପ ହୋଇଛି । ଜମ୍ମୁ-କଶ୍ମୀରର ଡୋଡା ଓ କିଶତୱାଡ ଜିଲାରେ ଏହି ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧…

ଆମେରିକାର ଫାଷ୍ଟ ଲେଡି ପୁଣିଥରେ କରୋନା ପଜିଟିଭ

ୱାଶିଂଟନ,୨୫ ।୮: ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ଦୃଷ୍ଟି ରଖିଛନ୍ତି । ୨୪ ଅଗଷ୍ଟରେ ତାଙ୍କର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?