Posted inଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ପ୍ରେମ ପ୍ରକାଶ ଗିରଫ, ଅବୈଧ ଖନନ ମାମଲାରେ ଇଡିର କର୍ଯ୍ୟାନୁଷ୍ଠାନ

ରାଞ୍ଚି,୨୫ ।୮: ଝାଡ଼ଖଣ୍ଡରେ ଅବୈଧ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟ ପ୍ରେମ ପ୍ରକାଶଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ପ୍ରେମ ପ୍ରକାଶ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପାରିବାରିକ ବନ୍ଧୁ ଅମିତ ଅଗ୍ରୱାଲଙ୍କ ନିକଟତମ ସହଯୋଗୀ । ଏହା ପୂର୍ବରୁ ବିଳମ୍ବିତ ରାତିରେ ପ୍ରେମ ପ୍ରକାଶଙ୍କ ଘରୁ ଇଡି ୨ଟି ଏକେ ୪୭, ୬୦ ଗୁଳି ଓ ୨ଟି ମ୍ୟାଗାଜିନ ଜବତ କରିଥିଲା । ପରେ ରାଞ୍ଚି ପୋଲିସ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲେ ଜବତ ଏକେ-୪୭ ପ୍ରେମ ପ୍ରକାଶଙ୍କର ନୁହେଁ ବରଂ ତାଙ୍କ ପାଖରେ ଥିବା ୨ ପୋଲିସ କନଷ୍ଟେବଳଙ୍କର ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ନ ଆସିଲେ ରେଡ୍‌ ଜୋନ୍‌ ହେବ ଅରେଞ୍ଜ

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ନେଇ ଯେଉଁ ସବୁ ସ୍ଥାନକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି ସେଠାରେ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣର ଘଟଣା...

‘ଏମିତି ହୁଏନି ଭାଇ’ କହି ସୁଷମାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜ ଓ ତାଙ୍କ କାର୍ଯ୍ୟଶୈଳୀକୁ ମନେପକାଇଛନ୍ତି। ଦିଲ୍ଲୀର...

୮ରୁ ଭାରତ-ଆମେରିକାର ମିଳିତ ସମରାଭ୍ୟାସ: ରାଜସ୍ଥାନରେ ପହଞ୍ଚିଲେ ଆମେରିକୀୟ ସୈନିକ

ଜୟପୁର,୭।୨: ପାକିସ୍ତାନ ସୀମାନ୍ତରେ ସୋମବାରଠାରୁ ଦୁଇ ସପ୍ତାହ ଧରି ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ ହେବ। ଏନେଇ ଆମେରିକା ସୈନିକ ରବିବାର ରାଜସ୍ଥାନରେ ପହଞ୍ଚି...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

ଚାଲିବ ୧୮୦ଟି ‘ଭାରତ ଗୌରବ’ ଟ୍ରେନ

ନୂଆଦିଲ୍ଲୀ,୨୩ ।୧୧: ମଙ୍ଗଳବାର ରେଲୱେ ପକ୍ଷରୁ ୧୮୦ଟି ‘ଭାରତ ଗୌରବ’ ଟ୍ରେନ୍ ଚାଲିବା ନେଇ ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି...

ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ ପରେ ଭୋଜନ କଲେ ଶାହା

କୋଲକାତା, ୬।୧୧: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ମିଶନ ପଶ୍ଚିମବଙ୍ଗରେ। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରୀ କାଳୀଙ୍କୁ...

ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ସଙ୍କଟରେ ପଡ଼ିଛି ଭାରତୀୟ ଅର୍ଥ ବ୍ୟବସ୍ଥା: ମନମୋହନ

ନୂଆଦିଲ୍ଲୀ,୧।୯: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍‌...

ଅବିଶ୍ୱାସୀ ଚାଇନା, ଭାଇରାଲ ହେଉଛି ୧୯୬୨ର ହେଡ୍‌ ଲାଇନ୍ସ: ପଛକୁ ଘୁଞ୍ଚିବା ପରେ ବି ସାବଧାନ ସେନା

ନୂଆଦିଲ୍ଲୀ,୭।୭: ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତୁତୁମେମେ ଚାଲିଥିବା ବେଳେ ନିକଟରେ ଚାଇନା ସେନା ଗଲଓ୍ବାନ ଘାଟିରୁ...

Advertisement
Archives

Model This Week