Home Left

କ୍ଷମା ମାଗିଲେ ପୁଟିନ୍‌!

ମସ୍କୋ,୬।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି। ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ…

ପ୍ରେମ ବିବାହକୁ ବିରୋଧ କଲେ ପରିବାର ଲୋକେ, ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

ପାଟଣା,୬ା୫: ବିହାରର ଗୋପାଳଗଞ୍ଜରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପ୍ରେମୀଯୁଗଳ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ। ଏବେ ନବଦମ୍ପତି ପରିବାର ଲୋକେ ତାଙ୍କୁ ମିଥ୍ୟା କେସ୍‌ରେ ଫସାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି।…

ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଗିରଫ ପରେ ବାଗାଙ୍କୁ ଦିଲ୍ଲୀରୁ ମୋହାଲିକୁ ଅଣାଯାଇଥିଲା। କିନ୍ତୁ ଏହାପୂର୍ବରୁ ହରିୟାଣା ପୋଲିସ କୁରୁକ୍ଷେତ୍ରର ଖାନପୁର କୋଲିଆନ…

କୋଇଲା ସଙ୍କଟ: ମେ ୨୪ ପର୍ଯ୍ୟନ୍ତ ପରିବହନ ପାଇଁ ବାତିଲ ହେବ ଟ୍ରେନ୍‌

ନୂଆଦିଲ୍ଲୀ, ୬ା୫: ଦେଶରେ କୋଇଲା ସଙ୍କଟ ବଢ଼ି ଚାଲିଥିବାରୁ ବହୁ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କୋଇଲା ପରିବହନକୁ ସୁଗମ କରିବା ପାଇଁ ଦେଶରେ ୧୧ଶହ ଥର ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ଏହା…

ଏସିଆନ ଗେମ୍ସ-୨୦୨୨ ସ୍ଥଗିତ

ବେଜିଂ,୬।୫: ଚାଇନାରେ ଚଳିତବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ୨୦୨୨କୁ ସ୍ଥଗିତ ରଖାଯାଇଛି। ଚାଇନାର ହାଙ୍ଗଜୋରେ ସେପ୍ଟେମ୍ବରରେ ହେବାକୁ ଥିବା ୧୯ତମ ଏସୀୟ ଖେଳକୁ ସ୍ଥଗିତ ରଖାଯାଇଥିବା ଏସିଆ ଅଲିମ୍ପିକ କାଉନସିଲ ପକ୍ଷରୁ କୁହାଯାଇଛି। ତେବେ ସ୍ଥଗିତ ହେବାର କାରଣ ଦିଆଯାଇ…

ବର୍ଷକ ଭିତରେ ୯ ସନ୍ତାନର ଜନନୀ ହେଲେ ମହିଳା

ଶିଶୁଙ୍କ ଜନ୍ମକୁ ନେଇ ବେଳେବେଳେ ଅଜବ କଥା ସବୁ ଶୁଣିବାକୁ ମିଳିଥାଏ। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାଆଁଳା ଶିଶୁଙ୍କ ଜନ୍ମ ବର୍ତ୍ତମାନ ସାଧାରଣ ହୋଇଗଲାଣି। କିନ୍ତୁ ଗତ ବର୍ଷ ମୋରୋକୋରେ ରହୁଥିବା ଏକ ଦମ୍ପତି ୮ ସନ୍ତାନର ମାତାପିତା ହୋଇଥିବା…

କେନ୍ଦ୍ରର ପ୍ରଥମ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର

ନୂଆଦିଲ୍ଲୀ,୬।୫: କେନ୍ଦ୍ର ସରକାରଙ୍କ ପ୍ରଥମ ‘ସ୍ମାର୍ଟସିଟି’ ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବାକୁ ଥିବା ଏହି ତାଲିକାରେ ୭ଟି ସହର ରହିଛି। ଅନ୍ୟ ସ୍ମାର୍ଟସିଟିଗୁଡ଼ିକ ହେଲା ଭୋପାଳ,…

ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କୁ ଭାରତର କଡ଼ା ଜବାବ: ଦୟାକରି ଆମକୁ ଉପଦେଶ ଦିଅନ୍ତୁ ନାହିଁ

ନ୍ୟୁୟର୍କ,୬।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି। ଅନେକ ଦେଶ ରୁଷିଆ ଉପରେ କଟକଣା ଲଗାଉଛନ୍ତି। ରୁଷିଆ ବିରୋଧରେ ଜାତିସଂଘର ବିଭିନ୍ନ ମଞ୍ଚରେ ମଧ୍ୟ ନିନ୍ଦା ପ୍ରସ୍ତାବ ଆସୁଛି। ଭାରତ ସବୁଥର…

‘ମୋ ସହ ସେଲ୍‌ଫି ନେଲେ ଟଙ୍କା ଦେବାକୁ ପଡ଼ିବ’

ମୁମ୍ବାଇ: ‘ବିଗ୍‌ବସ୍‌ ଓଟିଟି’ରୁ ଚର୍ଚ୍ଚାରେ ରହିଆସୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ ଲଗାତର ନିଜର ଫ୍ୟାଶନକୁ ନେଇ ଚର୍ଚ୍ଚାରେ। ସେ ତାଙ୍କ ଷ୍ଟାଇଲ୍‌ ଏବଂ ଲୁକ୍‌କୁ ନେଇ ଅଧିକାଂଶ ସମୟରେ ଟ୍ରୋଲ ବି ହୁଅନ୍ତି। ତାଙ୍କର ଡ୍ରେସିଂ ସେନ୍ସକୁ କିଏ ପସନ୍ଦ କରୁ…

ଶାହାରୁଖଙ୍କ ସହ ବିବାଦକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ଏବଂ ଶାହରୁଖ ଖାନ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର। ଦୁହେଁ ଗୋଟିଏ ବର୍ଷ ମଧ୍ୟରେ ହିଁ ବଲିଉଡରେ ଏଣ୍ଟ୍ରି କରିଥିଲେ। ୧୯୯୧ରେ ବଲିଉଡ୍‌ ସିଙ୍ଘମ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ଡେବ୍ୟୁ କରିଥିଲେ। ସେହିପରି କିଙ୍ଗ୍‌ ଖାନ ୧୯୯୨ରେ…

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ,୬।୫: ଚିଲିକା ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ରାଜକିଶୋର ଖୁଣ୍ଟିଆଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ନାଭାଲ ବେସ୍‌ ନିକଟରେ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ସୂଚନାଯୋଗ୍ୟ, ଗୁରୁବାର ଚିଲିକାରୁ ଏକ ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସହ…

ଭାଜପା କର୍ମୀଙ୍କ ଝୁଲନ୍ତା ମୃତଦେହ ଜବତ, ଶାହାଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ

କୋଲକତା,୬।୫: ପଶ୍ଚିମବଙ୍ଗରେ ଜଣେ ଭାଜପା କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳରେ ଘଟିଛି। ଏଠାରେ ଭାଜପା କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଶୁକ୍ରବାର ଏକ ପରିତ୍ୟକ୍ତ ଘରେ ଝୁଲିଥିବା ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri