ଝିଅ ଜ୍ୱାଇଁଙ୍କ ଧାର ଟଙ୍କା ଶୁଝି ନ ପାରି ମା’ପୁଅଙ୍କ ଆତ୍ମହତ୍ୟା
ରାୟଗଡ଼ା ଅଫିସ, ୭।୫: ରାୟଗଡ଼ା ଜିଲା ଶେଷକାଲ ଥାନା ଅଧୀନ ଜେମାଦେଈପେଣ୍ଠ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିଅ ଜ୍ୱାଇଁଙ୍କଠାରୁ ଆଣିଥିବା ଧାର ଟଙ୍କା ଶୁଝି ନ ପାରିବାରୁ ମା’ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା’…
ଅଧିକ ଘନୀଭୂତ ହେଉଛି ଲଘୁଚାପ
ଭୁବନେଶର,୭।୫(ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛିି। । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ…
କାଳବୈଶାଖୀରେ ଭୁଶୁଡିଲା କାନ୍ଥ
ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ରାତିରେ ରୋଷେଇ ଘର କାନ୍ଥ ଭୁଶୁଡି ଜଣେ ୧୭ ବର୍ଷର ନାବାଳିକା ଆହତ ହୋଇଛନ୍ତି। ନାବାଳିକାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଆହତ ନାବାଳିକା ଜଣକ ହେଉଛନ୍ତି…
ଜାଣନ୍ତୁ ‘ଲକଅପ’ ଶୋ’ର ବିଜେତାଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ
କଙ୍ଗନା ରାଣାୱତଙ୍କ ଶୋ ‘ଲକଅପ’ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବର୍ତ୍ତମାନ ଏହି ଶୋ’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…
ରାଜ୍ୟରୁ ଚିହ୍ନଟ ହେଲେ ୧୪ କରୋନା ପଜିଟିଭ୍
ଭୁବନେଶର,୭।୫(ବ୍ୟୁରୋ): ରାଜ୍ୟରେହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ପିଲା ଜଣେ ରହିଛନ୍ତି। ସେହିପରି ୯ ଜଣ କ୍ୱାରାଣ୍ଟାଇନ୍ ରହିଥିବା…
ପୁଣି ଜୀବନ ନେଲା ଯମୁନା ଏକ୍ସପ୍ରେସ୍ ୱେ: ୩ ମହିଳା ଓ ଶିଶୁ ସମେତ ୭ ମୃତ
ମଥୁରା,୭ ।୫: ଯମୁନା ଏକ୍ସପ୍ରେସ ୱେରେ ଶନିବାର ସକାଳୁ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି । ମଥୁରା ନିକଟରେ ଏକ କାର ଆଉ ଏକ ଅଜଣା ଗାଡିକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଏହା ଏତେ ଭୟଙ୍କର ଥିଲା…
ହାଭାନା ହୋଟେଲରେ ବିସ୍ଫୋରଣ: ୧୮ ମୃତ
ହାଭାନା,୭ ।୫: କ୍ୱିବାର ରାଜଧାନୀ ହାଭାନାର ଏକ ହୋଟେଲରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା ରହିଛି । କ୍ୟୁବାର ରାଷ୍ଟ୍ରପତି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସୂଚନା…
ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଯୋଡି
ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଜଣାପଡିଥିଲା। ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ସ୍ଥାନରେ ଉଭୟଙ୍କୁ ସାଙ୍ଗରେ ଦେଖିବାକୁ…
ଆଜି ଅବପାତର ରୂପ ନେବ ଲଘୁଚାପ
ଭୁବନେଶ୍ୱର,୭।୫(ବ୍ୟୁରୋ): ଆଜି ଅବପାତର ରୂପ ନେବ ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଶନିବାର ଅବପାତ ଓ ଆସନ୍ତାକାଲି ସା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏହା ପୂର୍ବରୁ ଆଜି ସମ୍ଭାବ୍ୟ ବାତ୍ୟା…
ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତାଙ୍କୁ ମସ୍କ ଦେଇ ପାରନ୍ତି ବଡ ଦାୟିତ୍ୱ
କାଲିଫର୍ନିଆ,୭ ।୫: ଟୁଇଟରର ନୂଆ ମାଲିକ ହେବାକୁ ଯାଉଥିବା ଏଲନ ମସ୍କ ଏଥିରେ ୪୪ ଅରବ ଡଲାର ଡିଲ କରିଛନ୍ତି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ସହ ଭାଗିଦାର ହୋଇ ନିବେଶ କରିବାକୁ ଇଚ୍ଛା ପ୍ରକାଶ…
ଆଖି ବୁଜିଲା ଚିକିତ୍ସାଧୀନ ମାଈ ହାତୀ
ନରସିଂହପୁର,୭ା୫(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ରିଜର୍ଭ ଜଙ୍ଗଲର କମ୍ପାର୍ଟମେଣ୍ଟ ୭ରେ ୩ ଦିନ ଧରି ଚିକିତ୍ସାଧୀନ ଥିବା ଏକ ମାଈ ହାତୀର ଶୁକ୍ରବାର ମୃତ୍ୟୁ ଘଟିଛି। ଉକ୍ତ ସ୍ଥାନରେ ବୁଧବାର ହାତୀଟି ଅସୁସ୍ଥ ହୋଇ…
ଦୁର୍ବଳ ହେଉଛି ନଦୀବନ୍ଧ
ରଗଡି,୭ା୫(ଡି.ଏନ.ଏନ.): ରାଜସ୍ବ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏନ୍ଜିଟି (ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ) ରାଜସ୍ବ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି। ଏହାର ବ୍ୟତିକ୍ରମ କରୁଥିବା ବାଲି ମାଫିଆ ଓ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନଜିର ରହିଛି। ହେଲେ…
Archives


