Home Left

ସ୍ୱଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୫ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ୟୁରୋପ ଗସ୍ତ ଶେଷ ହୋଇଛି । ବୁଧବାର ସେ ଏହି ଗସ୍ତ ଶେଷ କରି ଫ୍ରାନ୍ସରୁ ସ୍ୱଦେଶ ଫେରିଛନ୍ତି । ପ୍ୟାରିିସ ଗସ୍ତ ସମୟରେ ମୋଦି ଫ୍ରାନ୍ସର ନବ ନିର୍ବାଚିତ ରାଷ୍ଟ୍ରପତି…

ଖଣିଜ ଚୋରା ଚାଲାଣ ବ୍ୟବସ୍ଥା ପୁଣି ସକ୍ରିୟ

ଯାଜପୁର ଅଫିସ,୫ା୫: ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ୍‌ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇ ସାରିଛି। ତେବେ ସ୍ଥାନୀୟ ଲୋକଙ୍କ ଏଠାରେ କୌଣସି…

କଫି ପିଆଇବାକୁ ଆସୁଛନ୍ତି କରନ ଜୋହର

ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଦର୍ଶକେ ଏହାକୁ…

ବ୍ୟାସ ସରୋବରର ବିକାଶ ଆଳରେ ମୋରମ ଲୁଟ୍‌

ଯାଜପୁର ଅଫିସ,୫ା୫: ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ) ନେତୃତ୍ୱରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଜରିଆରେ ଏହି କାମ ଚାଲିଛି ।…

ଏସ୍‌ସିବି ଆଇସିୟୁରେ ଡାଏଲିସିସ୍‌ ବ୍ୟବସ୍ଥା ନାହିଁ

କଟକ ଅଫିସ,୫ା୫: କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ଏପରିକି ଆଇସିୟୁରୁ ଡାଏଲିସିସ କେନ୍ଦ୍ରକୁ ନେବା ପାଇଁ ପର୍ଯ୍ୟାପ୍ତ ଷ୍ଟ୍ରେଚର ନାହିଁ। ଏଥିସହ ଠିକ୍‌ ଭାବେ ଚିକିତ୍ସା ସୁବିଧା ନ ମିଳିବାରୁ ବଡଭାଇଙ୍କର ମୃତ୍ୟୁ…

ଥରିଲା ଜମ୍ମୁ-କଶ୍ମୀର: ରିକ୍ଟର ସ୍କେଲରେ ତୀବ୍ରତା ୫.୩

ଜମ୍ମୁ,୫ ।୫: ଜମ୍ମୁ-କଶ୍ମୀରରେ ଗୁରୁବାର ହୋଇଥିବା ଭୂକମ୍ପର ଝଟକା ସହ ଲୋକଙ୍କ ନିଦ ଭାଙ୍ଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନ ରହିଥିବା କୁହାଯାଉଛି । ଏହାର ଗଭିରତା ୧୭୦…

ଆମେରିକା ବିଦେଶମନ୍ତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ…

ଓ୍ବାଶିଂଟନ୍‌, ୫।୫ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ସେ ଘରେ ଆଇସୋଲେଶନରେ ରହି ନିଜ କାମ…

ସଞ୍ଜୟଙ୍କ ‘ଧରିତ୍ରୀ’ କାର୍ଟୁନ ସଂଗ୍ରହ ନିଶା, ୯ ବର୍ଷ ହେଲା ସାଇତି ରଖିଛନ୍ତି…

ନୟାଗଡ଼ ଅଫିସ,୫।୫: ଦୈନିକ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ କାର୍ଟୁନିଷ୍ଟ ଉତ୍କଳ ଗୌରବଙ୍କ ପ୍ରତି କାର୍ଟୁନ ବିଭିନ୍ନ ମହଲରେ ସଚେତନତା ସୃଷ୍ଟି କରିଚାଲିଛି। ଗତ ୯ ବର୍ଷ ହେଲା ସେହି…

ବିନା ଲାଉଡ ସ୍ପିକରରେ ହେବ ସକାଳର ଅଜାନ: ମୁସଲମାନ ଧର୍ମଗୁରୁଙ୍କ ନିଷ୍ପତ୍ତି

ମୁମ୍ବାଇ,୫ ।୫: ଗୋଟିଏ ପଟେ ସାରା ଦେଶରେ ଲାଉଡ ସ୍ପିକର ବିବାଦକୁ ନେଇ ଯେତେବେଳେ ବିବାଦ ଲାଗି ରହିଛି, ଅନ୍ୟପଟେ ମହାରାଷ୍ଟ୍ରର ମୁସଲମାନ ଧର୍ମଗୁରୁମାନେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ ମୁମ୍ବାଇର ଧର୍ମଗୁରୁ ଓ ଟ୍ରଷ୍ଟିମାନେ ଏହି ନିଷ୍ପତ୍ତି…

ହତାଶ କର୍ମୀଙ୍କୁ ଭରସା ଦେବେ ଶାହ

ନୂଆଦିଲ୍ଲୀ,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଯାତ୍ରାରେ ଯାଉଛନ୍ତି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଶାହଙ୍କର ଏହା ପ୍ରଥମ ଗସ୍ତ । ମିଳିଥିବା ସୂଚନା ଅନୁଯାୟୀ, ସ୍ୱରାଷ୍ଟମନ୍ତ୍ରୀ ଗୁରୁବାର…

ଏଭରେଷ୍ଟରେ ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କଲା ଚାଇନା

ବେଜିଂ,୫।୫: ଏଭରେଷ୍ଟ ପର୍ବତରେ ଚାଇନା ବିଶ୍ୱର ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କରିଛି। ସମୁଦ୍ର ତଟରୁ ଷ୍ଟେଶନର ଉଚ୍ଚତା ୮,୮୩୦ ମିଟର ରହିଛି। ଆର୍ଦ୍ର ଜଳବାୟୁରେ ଏହି ସ୍ବୟଂଚାଳିତ ଷ୍ଟେଶନ କାମ କରୁଛି କି ନାହିଁ ଚାଇନାର ଏକ ସ୍ବତନ୍ତ୍ର ବୈଜ୍ଞାନିକ…

ଭାଜପା ପ୍ରଚାରରେ ‘ହିରୋ’, ଆମେ ଥିଲୁ ଜିରୋ: ଗୁଲାମ ନବୀ

ନୂଆଦିଲ୍ଲୀ,୫ ।୫: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବୁଧବାର କହିଛନ୍ତି ଭାରତୀ ଜନତା ପାର୍ଟି(ଭାଜପା) ସରକାର ପ୍ରଚାର କରିବାରେ ‘ହିରୋ’ । ହେଲେ ତାଙ୍କ ଦଳ ଅର୍ଥାତ୍ କଂଗ୍ରେସ ଓ ତାଙ୍କ ନେତୃତ୍ୱ ବାଲା ସରକାର ପ୍ରଚାର କରିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri