Home Left

ସାମ୍ପ୍ରଦାୟିକ ହିଂସା ପରେ ୧୦ଥାନା ଅଞ୍ଚଳରେ କର୍ଫ୍ୟୁ: ଭାଜପା ବିଧାୟକଙ୍କ ଘର ଆଗରେ ଦୁର୍ବୃତ୍ତ ଜାଳିଦେଲେ ବାଇକ୍‌

ଯୋଧପୁର,୩।୫: ଗତ କିଛି ଦିନରୁ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜସ୍ଥାନ ମଧ୍ୟ ବାଦ୍‌ ପଡ଼ିନି। ରାଜସ୍ଥାନର ଯୋଧପୁରରେ ସୋମବାର ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ହୋଇଥିବା ବିବାଦ ଥମିବାର ନା ନେଉନି। ମଙ୍ଗଳବାର…

ପ୍ଲେ-ଅଫ୍‌ରେ ସ୍ଥାନ ନିଶ୍ଚିତ କରିବାକୁ ଓହ୍ଲାଇବ ଗୁଜରାଟ

ମୁମ୍ବାଇ,୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ। ପ୍ରଥମ ଥର ଲାଗି ଆଇପିଏଲ୍‌ ଖେଳୁଥିବା ଗୁଜରାଟ ଟିମ୍‌ ପାଇଁ ଏଯାବତର ଯାତ୍ରା ବେଶ ପ୍ରଶଂସନୀୟ। ଦଳ ୯ ମ୍ୟାଚ୍‌ ଖେଳିଥିବା ବେଳେ…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩।୫: ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଅନ୍ୟପଟେ ଆଜି ପୁରୀରେ ସପ୍ତମ ପର୍ଯ୍ୟାୟ ରଥକାଠ…

ବିବାହରେ ଯୋଗ ଦେବା ଅପରାଧ ତ ନୁହେଁ: ସୁରଜେୱାଲା

ନୂଆଦିଲ୍ଲୀ,୩ ।୫: ନିଜର ଜଣ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ପବ୍‌ରେ ନଜର ଆସିଛନ୍ତି । ଏହି ଭିଡିଓକୁ…

ଇମ୍ରାନ୍‌ଙ୍କ ନାଁରେ ରୁଜୁ ହେଲା ମାମଲା

ଇସ୍‌ଲାମାବାଦ, ୩ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଧର୍ମନିନ୍ଦା ମାମଲା ରୁଜୁ ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ଗୁରୁବାର ସାଉଦିଆରବ ଗସ୍ତ କରିଥିବାବେଳେ ଇସ୍‌ଲାମର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ମେଦିନାରେ ଶ୍ରଦ୍ଧାଳୁମାନେ ତାଙ୍କୁ ‘ଚୋର’, ‘ଦେଶଦ୍ରୋହୀ’ ବୋଲି କହି…

ମ୍ୟାଚ୍‌ ପୂର୍ବରୁ ପାପୁଲିରେ ଏମିତି କଥା ଲେଖିଥିଲେ ବ୍ୟାଟ୍ସମ୍ୟାନ୍‌: ପରେ ହେଲା ସତ

ମୁମ୍ବାଇ,୩।୫: ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। କ୍ରମାଗତ ୫ ମ୍ୟାଚ୍‌ ହାରିବା ପରେ କେକେଆର୍‌ ବିଜୟର ସ୍ବାଦ ଚାଖିଛି। କୋଲକାତାର ବିଜୟର ହିରୋ ଥିଲେ ରିଙ୍କୁ ସିଂ। ରାଜସ୍ଥାନ…

ଗୌତମବୁଦ୍ଧ ନଗରରେ ମେ ୩୧ ପର୍ଯ୍ୟନ୍ତ ୧୪୪

ଲକ୍ଷ୍ନୌ,୩।୫: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରିଛନ୍ତି। କଟକଣା ମେ’ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦେଶରେ କରୋନାର ଚତୁର୍ଥ ଲହର ସଂକ୍ରମଣ ଆଶଙ୍କା…

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଦୀପ୍ତି

ଦୃଢ଼ ଇଚ୍ଛାଶକ୍ତି ସଫଳତା ଆଣେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର ଜିଲା ଧନକଉଡ଼ା ଗ୍ରାମର ମାତା ଜ୍ୟୋତ୍ସାମୟୀ ଏବଂ ପିତା ବିପିନ ବିହାରୀ ଦାଶଙ୍କ କନିଷ୍ଠ କନ୍ୟା ଦୀପ୍ତି ଦାଶ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ନାଚଗୀତ,…

ସନ୍‌ଟ୍ୟାନ୍‌ରୁ ମୁକ୍ତି

ଖରାଦିନେ ସନ୍‌ବର୍ନ ଓ ସନ୍‌ଟ୍ୟାନ୍‌ ସମସ୍ୟା ଅଧିକାଂଶଙ୍କଠାରେ ଦେଖାଯାଏ। ଖରାରେ ଟିକେ ବୁଲିଗଲେ ସ୍କିନ୍‌ କଲର ଡାର୍କ ହେବା ସହ ଝାଳ ବାହାରି ପିମ୍ପଲ ସମସ୍ୟା ମଧ୍ୟ ଦେଖାଯାଏ। ଏଥିପାଇଁ ଖରାଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ… ଡାଳିମ୍ବ ଚୋପାକୁ…

ଆର୍ଟିଫିସିଆଲ୍‌ ଜୁଏଲେରୀ କେୟାର୍‌

ବର୍ତ୍ତମାନ ଭଳିକି ଭଳି ଆର୍ଟିଫିସିଆଲ୍‌ ଜୁଏଲେରୀ ଟ୍ରେଣ୍ଡ୍‌ରେ ରହିଛି। କମ୍‌ ଖର୍ଚ୍ଚରେ ଏକାଧିକ ଜୁଏଲେରୀ କିଣି ହେଉଥିବାରୁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ହେଲେ ସାମାନ୍ୟ ଅବହେଳାରେ ଏସବୁ ଶୀଘ୍ର ଖରାପ ହୋଇଯିବାର ଆଶଙ୍କା ରହିଛି। ତେଣୁ ଏଭଳି ଜୁଏଲେରୀର କିପରି…

ଗ୍ରୀଷ୍ମରେ ଫଙ୍ଗାଲ ଇନ୍‌ଫେକ୍ସନ

ଖରାଦିନେ ଅଧିକ ଗରମ ଯୋଗୁ ଅନେକଙ୍କ ଠାରେ ଝାଳ ଲାଗି କୁଣ୍ଡେଇ ହେବା, ଲାଲ୍‌ ପଡିବା କିମ୍ବା ଫଙ୍ଗାଲ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ। ହେଲେ ଅନେକ ମହିଳା ଲାଜରେ ଏହାକୁ ଲୁଚାଇଥାନ୍ତି, ଆଉ ଏହି ସାମାନ୍ୟ ଅବହେଳା ହିଁ…

ହକି ଖେଳିବା ବେଳେ ଚାଲିଗଲା ୨ ଜୀବନ

ସୁନ୍ଦରଗଡ଼,୩।୫(ଡି.ଏନ୍‌.ଏ.): ଖେଳ ହେଲା କାଳ। ହକି ଖେଳିବା ବେଳେ ଚାଲିଗଲା ୨ ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମରେ। ମୃତକ ହେଲେ ଝଗଡ଼ପୁର ଗ୍ରାମର ବୀରେନ୍ଦ୍ର କୁଜୁର(୨୦) ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri