Home Left

ଓଡ଼ିଆ ପୁଅ ଅମିତ ନେବେ ହକି ଟିମ୍‌ର ନେତୃତ୍ୱ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଭାରତୀୟ ହକି ଟିମ୍‌ର ନେତୃତ୍ୱ ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିଥିବା ରୋହିଦାସଙ୍କ ନେତୃତ୍ୱରେ ଭାରତ ୨୦୨୧-୨୨ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶେଷ ଲେଗ ମ୍ୟାଚ୍‌ ଖେଳିବ। ତାଙ୍କ ନେତୃତ୍ୱରେ ଭାରତୀୟ…

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ବୈଠକରେ ଦୁଇ ନେତା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ପଞ୍ଜାବରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବୁଧବାର କେନ୍ଦ୍ର ଆମକୁ ୧୦ଟି ପାରାମିଲିଟାରୀ ଫୋର୍ସ…

ବିଜେଡି ହାତମୁଠାକୁ ଟାଣ କରିବା ପାଇଁ ବରିଷ୍ଠ ନେତୃବୃନ୍ଦଙ୍କ ଆହ୍ବାନ

ବ୍ରଜରାଜନଗର/ଝାରସୁଗୁଡ଼ା ଅଫିସ,୧୯।୫: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବ୍ରଜରାଜନଗରରେ ବିଜୁ ଜନତା ଦଳର ଏକ କାର୍ଯ୍ୟାଳୟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରଜରାଜନଗର ମ୍ୟୁନିସିପାଲିଟିରେ ଅବସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ…

ରାଜ୍ୟରୁ ସୁସ୍ଥ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ ୭୯ ହଜାର୦୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏ ନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ…

ରେଡ କାର୍ପେଟରେ ଚାଲିବା ପୂର୍ବରୁ ହଲିଉଡ ଅଭିନେତ୍ରୀଙ୍କ ଆଶୀର୍ବାଦ ନେଲେ ତମନ୍ନା

ମୁମ୍ବାଇ: ଫେମଶ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ । ସୋସିଆଲ ମିଡିଆରେ କାନ୍ସରୁ ତାଙ୍କର ଲେଟେଷ୍ଟ ଲୁକ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତମନ୍ନା ରେଡ କାର୍ପେଟରେ ବ୍ଲାକ ଥାଇ ହାଇ ସ୍ଲିଟ ଶିମରି…

‘କଂଗ୍ରେସ ଏବେ ଭାଇ-ଭଉଣୀ ଦଳ ହୋଇ ରହିଯାଇଛି’

ମୁମ୍ବାଇ,୧୯।୫: ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡା ଗୁରୁବାର କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଗଣତାନ୍ତ୍ରିକ ଶାସନରେ ବଂଶବାଦୀ ରାଜନୈତିକ ଦଳ ବିପଦ ଉପରେ ଆୟୋଜିତ ଏକ ଜାତୀୟ ସେମିନାରକୁ ସମ୍ବୋଧିତ କରି ସେ କହିଥିଲେ, କଂଗ୍ରେସ ଏବେ ଏକ…

ଜ୍ଞାନବ୍ୟାପି ମସଜିଦ ବିବାଦକୁ ନେଇ କଙ୍ଗନା ଦେଲେ ‘ଧାକଡ’ ଜବାବ

ମୁମ୍ବାଇ: ବାରାଣସୀର ଜ୍ଞାନବ୍ୟାପି ମସଜିଦ ବିବାଦ ମଧ୍ୟରେ ବଲିଉଡ ନାୟିକା କଙ୍ଗନା ରାନାୱତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ସୋସିଆଲ ମିଡିଆରେ କଙ୍ଗନା କିଛି ଫଟୋ ଶେୟାର କରିବା ପରେ ଏହା ଜଣାପଡିଛି । ତେବେ କଙ୍ଗନା…

ପୂର୍ଣ୍ଣ ଦର୍ଶକରେ ବାରବାଟୀ ମ୍ୟାଚ୍‌

କଟକ ଅଫିସ,୧୯।୫: ପୂର୍ଣ୍ଣ ଦର୍ଶକୀୟ ’କ୍ଷମତାରେ ବାରବାଟୀ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏ ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଅନୁମତି ମିଳିଛି। ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ହେବ। କରୋନା ସଂକ୍ରମଣକୁ ନେଇ ବିସିସିଆଇ ପକ୍ଷରୁ ବାରବାଟୀ…

ସୁନିତାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅନିଲ କପୁର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର କେବଳ ଜଣେ ଫିଟ୍‌ ଅଭିନେତା ନୁହନ୍ତି, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ। ଆଜି ଅର୍ଥାତ୍‌ ୧୯୮୪ ମେ’ ୧୯ରେ ଅନିଲ କପୁର ସୁନିତାଙ୍କୁ ବିବାହ କରିଥିଲେ। ଆଜି ଏହି ସୁପରହିଟ୍‌ ଦମ୍ପତି…

ଡୋର୍‌ ଟୁ ଡୋର୍‌ ରାଶନ ବିତରଣ ଯୋଜନା ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୫: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍‌ରିୱାଲ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ସରକାରଙ୍କ ଡୋର୍‌ ଟୁ ଡୋର୍‌ ରାଶନ ବିତରଣ ଯୋଜନାକୁ କୋର୍ଟ ରଦ୍ଦ କରିଛନ୍ତି। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ ସାଂଘି ଏବଂ ଜଷ୍ଟିସ ଜସ୍ମିନ ସିଂ…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସିଦ୍ଧୁଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୫: ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଲାବେଳେ ସିଦ୍ଧୁ ଏକ ହାତୀ ଉପରେ…

ସୋନୁଙ୍କୁ ସହାୟତାର ହାତ ବଢାଇଲେ ସୋନୁ

ଆଜିକାଲି ସୋସିଆଲ ମିଡିଆରେ ବିହାରର ସୋନୁ କୁମାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ସୋନୁ ନିକଟରେ ବିବାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ପାଠପଢା ପାଇଁ ସହାୟତା ମାଗି ଚର୍ଚ୍ଚାକୁ ଆସିଥିଲେ। ଏହାର ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri