ଆଜମ ଖାନଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୧୯।୫: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜେଲରେ ଥିବା ଆଜମଙ୍କୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତେବେ ସେ କେତେ ଦିନ ଭିତରେ ବାହାରକୁ ଆସିବେ ତାହା ସ୍ପଷ୍ଟ ହୋଇନାହିଁ। ଏହି…
ଯାଆଁଳା ଭଉଣୀଙ୍କ ସହ ଘଟିଲା ଏମିତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ
ଦୁନିଆରେ କିଛି ଜିନିଷ ଅଚାନକ ଘଟିପାରେ। କିନ୍ତୁ ବେଳେବେଳେ କିଛି ଘଟଣା ଏମିତି ଘଟେ, ଯାହାକୁ ସହଜେ ବିଶ୍ୱାସ କରି ହୁଏ ନାହିଁ। ଆମେରିକାର ଅରେଞ୍ଜ୍ କାଉଣ୍ଟିରେ ଏପରି ଏକ ଘଟଣା ଘଟିଛି। ନିକଟରେ ଜିଲ ଜଷ୍ଟିନିଆନି ଏବଂ ଏରିନ ଚେପ୍ଲାକ…
ବେଡ୍ରୁମ୍ରେ ମହୁମାଛି ବସା, ଶବ୍ଦ ଶୁଣିବା ପାଇଁ ଲୋକେ ଦେଉଛନ୍ତି ଏତିକି ଟଙ୍କା
ମହୁମାଛି ପ୍ରାୟତଃ ଦେଖିଥିବେ। ଏହାର ବସାରେ ଯଦି ଥରେ କୌଣସି ଆଘାତ ଲାଗିଲା ତେବେ ଏମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥାନ୍ତି। ଅନେକ ସ୍ଥାନରେ ମହୁମାଛି ଆକ୍ରମଣରେ ଲୋକେ ମରୁଥିବାର ମଧ୍ୟ ଖବର ଜାଣିବାକୁ ମିଳିଥାଏ। ଆଜି ହେଉଛି ବିଶ୍ୱ ମହୁମାଛି…
ଜଣେ ପୁଅ ପାଇଁ ସ୍କୁଲଛାତ୍ରୀଙ୍କ ‘ଗ୍ୟାଙ୍ଗଓ୍ବାର’: ବିଧା-ଗୋଇଠା ସହ କାଠ ଫାଳିଆରେ ଆକ୍ରମଣ
ବେଙ୍ଗାଲୁରୁ: ରାସ୍ତାରେ ସ୍କୁଲଛାତ୍ରୀଙ୍କ ମହାଭାରତ। ସ୍କୁଲ ପୋଷାକରେ ପରସ୍ପରର ଚୁଟି ଧରି ଘୋଷାଡ଼ିବା ସହ ବିଧା, ଗୋଇଠା, ମୁଥ, କାଠ ଫାଳିଆରେ ଆକ୍ରମଣ କୌଣସି ଗ୍ୟାଙ୍ଗଓ୍ବାରଠାରୁ କମ୍ ଲାଗୁନାହିଁ। ଜଣେ ପୁଅପାଇଁ ସେମାନେ ଏପରି କାଣ୍ଡ ଭିଆଇଛନ୍ତି। ଏହାର ଭିଡିଓ ଏବେ…
ପଡ଼ିଆରେ କାନ୍ଦିଲେ ଏହି କ୍ରିକେଟର୍
ମୁମ୍ବାଇ,୧୯।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠାରୁ ମାତ୍ର ୨ ରନ୍ରେ ପରାସ୍ତ ହୋଇ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି କୋଲକତା ନାଇଟ୍ ରାଇଡର୍ସ। ଯଦିଓ କେକେଆର୍ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି, କିନ୍ତୁ ଦଳର ଖେଳାଳି…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିବା ୧୨ ବର୍ଷୀୟ ସୋନୁ ଏବେ ଚର୍ଚ୍ଚାରେ
ପାଟନା,୧୯।୫: ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅଧ୍ୟୟନ ପାଇଁ ସାହାଯ୍ୟ ମାଗିଥିବା ସୋନୁ କୁମାର ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ମେ ୧୬ରେ ମୁଖ୍ୟମନ୍ତ୍ରୀଙ୍କ ନାଳନ୍ଦା ଗସ୍ତ ସମୟରେ ବିହାରର ଏକ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨…
ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ ସ୍ତ୍ରୀ
କପ୍ତିପଦା,୧୯ା୫(ଡି.ଏନ୍.ଏ.): ପାରିବାରିକ କଳହରୁ ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଛନ୍ତି ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ସିରିଆପାଳ ଗାଁରେ। ମୃତକ ଜଣକ ହେଲେ ଲାଦୁରା ସିଂ। ତେବେ ଘଟଣା ପରେ ସ୍ତ୍ରୀ…
ରାଜ୍ୟରେ ୧୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୯।୫: ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୭ଜଣ ରହିଥିବାବେଳେ ୫ଜଣ ଲୋକାଲ କେସ୍ ରହିଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ…
ରୋଗ ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ମହିଳା
ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଜିଆଣି ସାହିରେ ଜଣେ ୩୫ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ସଞ୍ଜୟ କୁମାର ମହାନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀ ମହାନ୍ତ। ବୁଧବାର ବିଳମ୍ବିତ ରାତିରେ ଘର ପକ୍ଷରୁ ଥାନାରେ…
ଲାଇଭ୍ ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ହଠାତ୍ ପଡ଼ିଆ ଛାଡିଲେ ଅମ୍ପାୟାର
ଚିଟ୍ଟାଗଙ୍ଗ,୧୯।୫: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚିଟ୍ଟାଗଙ୍ଗରେ ଖେଳାଯାଉଛି। ମ୍ୟାଚର ଚତୁର୍ଥ ଦିନରେ ଏମିତି କିଛି ଘଟିଥିଲା, ଯେଉଁ କାରଣରୁ ଲାଇଭ ମ୍ୟାଚ ସମୟରେ ଅମ୍ପାୟାରଙ୍କୁ…
ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଯୁବକଙ୍କ ଅଦ୍ଧଦଗ୍ଧ ମୃତଦେହ
ଭୁବନେଶ୍ୱର,୧୯ା୫(ବ୍ୟୁରୋ): ରାଜଧାନୀସ୍ଥିତ ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ଜଣକ ନନ୍ଦନକାନନ ଥାନା ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ(୨୨) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବୁଧବାର ରାତିରେ…
ଆଇପିଏଲ୍ ଇତିହାସରେ ସବୁଠୁ ବଡ଼ ରେକର୍ଡ
ମୁମ୍ବାଇ,୧୯।୫: ଆଇପିଏଲର ୬୬ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓପନର୍ କ୍ୱିଣ୍ଟନ ଡି’କକ ଏବଂ କେ.ଏଲ ରାହୁଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୨୧୦ ରନ ଓପନିଂ ଭାଗିଦାରୀ ବାଣ୍ଟିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଉଇକେଟ ପାଇଁ ଏହା ହେଉଛି…
Archives


