ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…
ରାୟପୁର, ୪।୯ : ଆମେ ଏମ୍ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର ରାସ୍ତାରେ ଏପରି ଏକ ଚା’ ଦୋକାନ ଅଛି, ଯାହା ଯୁବବର୍ଗମାନଙ୍କ ପାଇଁ ଏକ ବିଶେଷ…
ଆଜି ଭାରତ-ପାକିସ୍ତାନ ମୁକାବିଲା
ଦୁବାଇ,୪।୯: ଏସିଆ କପ୍ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍ ଖେଳିବ ଭାରତ। ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍-୪ରେ ପ୍ରବେଶ କରିଥିବା ବେଳେ ହଂକଂ ବିପକ୍ଷରେ ବୃହତ ବିଜୟ ସହିତ ପାକିସ୍ତାନ ଦଳ ପ୍ରବେଶ କରିଥିଲା।…
ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର
ଧରାକୋଟ,୪।୯(ଡି.ଏନ୍.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି ପ୍ରାକ ଶୈଖିକ କେନ୍ଦ୍ର । ଏଣୁ ଅଭିଭାବକମାନେ ବହୁ ଆଶା ଓ ଭରସା କରି…
୨୩ରୁ ଗଞ୍ଜାମ ଜିଲାରେ ବୁଲିବ ଅହିଂସା ରଥ
ଛତ୍ରପୁର, ୪।୯(ଡି.ଏନ.ଏ): ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଅହିଂସା ରଥ ପରିଭ୍ରମଣ କରିବ। ତେଣୁ ଏହି ରଥକୁ କିଭଳି ସ୍ବାଗତ କରାଯିବ ସେନେଇ ଶନିବାର ଓସ୍ବାନ ହଲଠାରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ…
ଭିତରେ ଛାତ୍ରୀଛାତ୍ର, ବାହାରେ ଶିକ୍ଷୟିତ୍ରୀଶିକ୍ଷକ
ଭୋଗରାଇ, ୪।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବଦଳି ପ୍ରତିବାଦରେ ଶୁକ୍ରବାରଠାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଚାଲିଆସୁଥିବା ଆନ୍ଦୋଳନ ଜାରି ରହିଛି। ଶନିବାର ଛାତ୍ରୀଛାତ୍ର ସ୍କୁଲଗେଟ୍ର ମୁଖ୍ୟ ଫାଟକ ଖୋଲି ଶ୍ରେଣୀ…
ଖବର ପରିବେଷଣବେଳେ ଢୋକିଲେ ମାଛି
ଅଟାୱା: ଯଦି ହଠାତ୍ ଆମ ଆଗକୁ କିଛି ଜିନିଷ ଆସିଯାଏ, ତେବେ ଆମେ ତାକୁ ସାମ୍ନା କରିବା ସାମାନ୍ୟ କଷ୍ଟ ହୋଇଥାଏ। କନାଡାର ଗ୍ଲୋବାଲ ନ୍ୟୁଜ୍ ଚ୍ୟାନେଲର ଆଙ୍କର ଫରାହା ନାସେର୍ଙ୍କୁ ନ୍ୟୁଜ୍ ପଢ଼ିବା ସମୟରେ ଏପରି ଏକ ଘଟଣାର ସାମ୍ନା…
ଟାଟୁ ଦେଖି ଚିହ୍ନିିଲେ ଭଉଣୀଭାଇ
ଧାମନଗର, ୪।୯(ସ୍ବ.ପ୍ର.): ମାତ୍ର ୧୪ ବର୍ଷ ବୟସରେ ଘରୁ ପଳାଇଥିଲେ। ଏପଟେ ପୁଅକୁ ଝୁରି ଝୁରି ମା’ ଆରପାରିକୁ ଚାଲିଗଲେ। ମା’ଙ୍କ ପରେ ପରେ ବାପା ମଧ୍ୟ ଆଖି ବୁଜି ଦେଲେ। ଦୀର୍ଘ ବର୍ଷ ବିତିଯିବା ପରେ ପରିବାର ଲୋକେ ଆଶା…
ବିପଦରେ ଭିତରକନିକାର ଜୈବ ବିବିଧତା
କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର କାରଣ ସାଜିଛି ା ଗତ ୩୦ ତାରିଖରେ ପେଟ୍ରୋ କେମିକାଲ ପ୍ଲାଣ୍ଟ ନିବେଶ ଅଞ୍ଚଳର…
ଟିନ୍ ୨.୦ରେ ବିଓଆଇ ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ଭୁବନେଶ୍ୱର,୪।୯: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର କାର୍ଯ୍ୟଦକ୍ଷତା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରଦାନ କରୁଥିବା ସେବା ଯୋଗୁ ଏହା ଆୟକର ବିଭାଗର ନୂତନ ପ୍ରତ୍ୟକ୍ଷ କର ସଂଗ୍ରହ ପ୍ରଣାଳୀ ଟିନ୍ ୨.୦ରେ ଲାଇଭ ହେବାକୁ ଥିବା ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ…
ସରକାରୀ ତଥ୍ୟରେ ସମାନତା ନାହିଁ
ପାରାଦୀପ,୪।୯(ସ୍ବ.ପ୍ର.): ରାଜ୍ୟରେ ସ୍ବଚ୍ଛ ଶାସନ ସମ୍ପର୍କରେ ସରକାର ପ୍ରାୟତଃ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବାସ୍ତବରେ ଅନେକ ସ୍ଥାନରେ ସରକାରୀ ତଥ୍ୟରେ ସମାନତା ଦେଖିବାକୁ ମିଳୁନି। ଏହାର ଦୃଷ୍ଟାନ୍ତ ଜଗତସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଦେଖିବାକୁ ମିଳିଛି। ପାରାଦୀପ ପୌରାଞ୍ଚଳର…
କଳାକୃତିରେ ପରିବେଶ ସଚେତନତା ବାର୍ତ୍ତା
ବୋଲଗଡ଼,୩।୯(ଡି.ଏନ୍.ଏ): ରାସ୍ତାଘାଟରେ ଆଉ ପଡ଼ିବନି ଅଳିଆ ଆବର୍ଜନା। ଏସବୁ କାମରେ ଲାଗିବ। ଏହା ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ହଳଦିପଦା ଗ୍ରାମର ପ୍ରଦୀପ କୁମାର ସାହୁଙ୍କର ପୁଅ ସ୍ନେହାଶିଷ ସାହୁ। ଅଦରକାରୀ ଦ୍ରବ୍ୟରୁ ଅନେକ ଆକର୍ଷଣୀୟ…
ଓଟିଡିସିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ
ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ସର୍ବଦା ‘ଅତିଥି ଦେବୋ ଭବଃ’କୁ ଗୁରୁତ୍ୱ ଦେଇ ଆସୁଛି। ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍ ଆତିଥେୟତା ସହ ଆନୁଷଙ୍ଗିକ ସୁବିଧା ପ୍ରଦାନ କରୁଛି। ଆଗାମୀ ଦିନରେ ଓଟିଡିସିକୁ ଏକ ବିଶ୍ବସ୍ତରୀୟ…

