ସୁସ୍ମିତାଙ୍କୁ ଭୁଲିଗଲେ ମୋଦି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କମିଶନର ତଥା ପଳାତକ ବ୍ୟବସାୟୀ ଲଳିତ ମୋଦି ନିଜ ଇନ୍‌ଷ୍ଟାଗ୍ରାମ ବାୟୋରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ପୂର୍ବରୁ ଏଥିରେ ସେ ପ୍ରାକ୍ତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ନିଜ ଫଟୋ ରଖିଥିଲେ, ଯହିଁରେ ଉଭୟେ ହସୁଥିବା ଦେଖିବାକୁ ମିଳିଥିଲା। ଗତ ଜୁଲାଇ ୧୪ରେ ପୋଷ୍ଟ କରିଥିବା ଉକ୍ତ ଫଟୋରେ ଲଳିତ ମୋଦି ଲେଖିଥିଲେ, ଯାହାବି ହେଉ ଶେଷରେ ମୁଁ ମୋ ପ୍ରେମିକା ସୁସ୍ମିତା ସେନଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। ଏହା ଉପରେ ସୁସ୍ମିତା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ। ସୋସିଆଲ ମିଡିଆରେ ଏହା ବହୁଳ ପ୍ରସାରିତ ହେବା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ସୁସ୍ମିତାଙ୍କ ପ୍ରଶଂସକମାନେ ମନେକରିଥିଲେ। କିନ୍ତୁ ମୋଦି ଏବେ ସେହି ପ୍ରୋଫାଇଲ ଫଟୋକୁ ଚେଞ୍ଜ କରି କେବଳ ନିଜର ଏକ ଫଟୋ ରଖିଛନ୍ତି। ଟୁଇଟରରେ ୟୁଜର୍ସ ଲେଖିଛନ୍ତି, ମୋଦି କ’ଣ ତାଙ୍କ ବେଟର ହାଫ୍‌ ସୁସ୍ମିତାଙ୍କୁ ଭୁଲିଗଲେ? ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଗଲା କି? ଡେଟିଂର ଦେଢ଼ମାସ ପରେ ପ୍ରେମରେ ଭଟ୍ଟା ପଡ଼ିଗଲା କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଉ ଜଣେ ୟୁଜର ଲେଖିଛନ୍ତି, ଆରେ ହେ… ଅଭିନେତ୍ରୀ ସୁସ୍ମିତା ସେନ ପରା ଗତମାସରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ରହମାନ ଶଲ୍‌ଙ୍କ ସହ ବୁଲୁଥିଲେ। ଦୁହେଁ ମିଶି ମୁମ୍ବାଇରେ ଶପିଙ୍ଗ୍‌ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ଅବତାରରେ ପରିଣୀତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ସେ ଆଗାମୀ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗା’ ଜରିଆରେ ପୁଣି...

କୋରିଓଗ୍ରାଫର ରେମୋଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍‌ଘାତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସର୍ଜରୀ ହେବା...

ନେହା କକ୍କଡ଼ଙ୍କୁ ବିବାହ ଶଗୁନ୍‌ ଭାବେ ଓଢ଼ଣୀ ଭେଟି ଦେଲେ କୁମାର ସାନୁ !

ମୁମ୍ବାଇ: ନେହା କକ୍କଡ଼ଙ୍କ ବିବାହ ଆଦିତ୍ୟ ନାରାୟଣଙ୍କ ସହିତ ହେବାକୁ ଯାଉଛି। ଏନେଇ ବିବାହ ଶଗୁନ୍‌ ଭାବେ କୁମାର ସାନୁ ନେହାଙ୍କୁ ଓଢ଼ଣୀ ଭେଟି ଦେଇଛନ୍ତି।...

୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ...

ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କ୍ରିତି!

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ‘ଆଦିପୁରୁଷ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଫିଲ୍ମଟି ଆସନ୍ତା ବର୍ଷ...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

ଚାଟ୍‌ ଶୋ’ରେ ଅମୃତାଙ୍କୁ କିସ୍‌ କରିଥିଲେ ସୈଫ୍‌, ଭିଡିଓ ଭାଇରାଲ

ମୁମ୍ବାଇ: ଦିନଥିଲା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅମୃତା ସିଂହଙ୍କୁ ସବୁଠୁ ଶକ୍ତିଶାଳୀ କପଲ କୁହାଯାଉଥିଲା। ତାଙ୍କ ପ୍ରେମସମ୍ପର୍କ ସେତେବେଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ସୈଫ୍‌...

ସଂଘର୍ଷମୟ ରଣବୀର ସିଂଙ୍କ କଲେଜ ଜୀବନ, ଟଙ୍କା ପାଇଁ କରୁଥିଲେ ଏପରି କିଛି

ବଲିଉଡ୍‌ ଅଭିନେତା ରଣବୀର ସିଂ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ୬ ଜୁଲାଇ ୧୯୮୫ରେ ଜନ୍ମ ହୋଇଥିଲେ। ଆଜି ତାଙ୍କର ଜନ୍ମଦିନ । ତାଙ୍କ ଜନ୍ମଦିନ...

Advertisement
Archives

Model This Week