ଅଟୋରେ ତଳ ଉପର ଲଦାଲଦି ହୋଇ ଯାଉଥିଲେ, ପୋଲିସକୁ ଦେଖି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଦେଖି ଆପଣ ନ ହସି ରହି ପାରିବେ ନାହିଁ। ଭିଡିଓକୁ ଦେଖି ହସ ଲାଗିଲେ ମଧ୍ୟ ଏହା ଟ୍ରଫିକ୍…
ଗାଁ ଚାରିପାଖରେ ପାଣି, ହେଲେ ବିଶୁଦ୍ଧ ପାଣି ଟୋପେ ସାତସପନ…
ପ୍ରକୃତିର ଅମୂଲ୍ୟ ସମ୍ପଦ ଜଳ। କିନ୍ତୁ ଦିନକୁଦିନ କମି କମି ଚାଲିଛି ଭୂ-ତଳ ଜଳସ୍ତର। ବଢ଼ି ବଢ଼ି ଚାଲିଛି ପାନୀୟ ଜଳର ସଙ୍କଟ। ହେଲେ ମେଣ୍ଟିପାରୁନି ଚାହିଦା। ଅନେକ ସ୍ଥାନରେ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ। ଯିବାକୁ ପଡ଼ୁଛି ମାଇଲ…
ଭଗବାନଙ୍କୁ ବି ଛାଡ଼ିଲେନି: ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ଧର୍ମଶାଳା,୧୭।୪(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗ୍ରାମଦେବତୀ ମା’ କରଞ୍ଜେଇଙ୍କ ମନ୍ଦିରରୁ ଚୋରି ହୋଇଛି। ଏ ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ, ସକାଳ ସମୟରେ ପୂଜକ ମନ୍ଦିରଯ ପୂଜା କରିବାକୁ ମନ୍ଦିର…
ବିଜୁବାବୁଙ୍କ ଶ୍ରାଦ୍ଧଦିବସରେ ତିଳତର୍ପଣ
ସୋରଡ଼ା,୧୭ା୪(ଡି.ଏନ୍.ଏ.): ସୋରଡ଼ାରେ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧଦିବସ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଅଧ୍ୟକ୍ଷ ଶିବଶଙ୍କର ପଣ୍ଡାଙ୍କ ସମେତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ। ସକାଳୁ ବୁଦ୍ଧଲିଙ୍ଗେଶର ମନ୍ଦିର ନିକଟ ଋଷିକୁଲ୍ୟା, ଜରଉ ନଦୀ ସଙ୍ଗମସ୍ଥଳରେ ତିଳତର୍ପଣ କରଯାଇଥିଲା।…
ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ
ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଛତିଶଗଡ଼ରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ସେ ହେଲେ ୱାଇ.ଜି. ମୂର୍ତ୍ତି।…
ଝାଳ ଦୁର୍ଗନ୍ଧ ହେଉଛି କି? ଜାଣନ୍ତୁ କେମିତି ଦୂର କରିବେ…
ଖରାଦିନେ ଅନେକଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍ ଦୁର୍ଗନ୍ଧ ମଧ୍ୟ ହୁଏ; ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ…
ନୂଆ ଲୁକ୍ରେ କରଣ ଜୋହର
ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍। ପ୍ରଂଶସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଯାହା ଖୁବ୍ ଭାଇରାଲ ହୋଇଥାଏ। ଏବେ ସେ ତାଙ୍କ…
ଜାଣନ୍ତୁ ଆଶୀର୍ବାଦ ଦେବାପାଇଁ ପହଞ୍ଚି ଥିବା କିନ୍ନରଙ୍କୁ କେତେ ଟଙ୍କା ଦେଲେ ରଣବୀର-ଆଲିଆ
ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି ଅଛନ୍ତି। ଏହି ନବଦମ୍ପତିଙ୍କୁ ସମସ୍ତେ ଶୁଭେଚ୍ଛା ଆର୍ଶୀବାଦ ଦେଉଛନ୍ତି । ରଣବୀର ଏବଂ ଆଲିଆଙ୍କ…
ବିଜୁ ବାବୁଙ୍କ ତିରୋଧାନ ଦିବସ: ତିଳତର୍ପଣ କଲେ ଛତ୍ରପୁର ବିଧାୟକ
ଛତ୍ରପୁର,୧୭।୪(ଡି.ଏନ୍.ଏ.): ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ବିଜେଡି ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଲାଇନ ବନ୍ଧରେ ତିଳତର୍ପଣ, ଗୌରୀଶଙ୍କର…
ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଅଭିଯୁକ୍ତଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଥିଲା ବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସ୍ତ୍ରୀ ସାରଥୀ ନାୟକ (୩୦) ଓ ପୁଅ…
ବାସ୍ତୁ ଅନୁସାରେ ଏପରି ହେବା ଦରକାର ପିଲାଙ୍କ ରୁମ୍
କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର…
ପୁରୀ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ଏଥର ହେବ ସବୁ ରବିବାର
ପୁରୀ ଅଫିସ,୧୭।୪: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପୁଣି ଥରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରବିବାର ଭୋର ୫ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୮.୩୦ ଯାଏ ଚାଲିଥିଲା। ପୁରୀ ବେଳାଭୂମିକୁ ସ୍ବଚ୍ଛ, ନିର୍ମଳ ଓ ଆବର୍ଜନାମୁକ୍ତ…
Archives


