Home Left

ରାଜ୍ୟରୁ ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୨୦୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା…

ଏମିତି ସହର, ଯେଉଁଠି ବ୍ୟବହାର ହୁଏ ନାହିଁ ମୋବାଇଲ, ଟିଭି

ଆଜିର ସମୟ ଡିଜିଟାଲ ହୋଇଗଲାଣି। ଲୋକେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଡିଜିଟାଲ ମିଡିଆ ଉପରେ ନିର୍ଭର କରୁଛନ୍ତି। ଆଜିର ସମୟରେ ସ୍ମାର୍ଟଫୋନ ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଲଟିଛି। ଏହା ବିନା ଗୋଟିଏ ମିନିଟ୍‌ ମଧ୍ୟ କାଟିବା କଷ୍ଟକର ମନେହୁଏ।…

ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢିଲା

ମୁମ୍ବାଇ,୧।୬: ପଞ୍ଜାବୀ ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ହେବାର କିଛି ଦିନ ପରେ ମୁମ୍ବାଇ ପୋଲିସ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଛି। ମୂସେୱାଲା ହତ୍ୟା ମାମଲାର ମୁଖ୍ୟ ସନ୍ଦିଗ୍ଧ ଲରେନ୍ସ ବିଷ୍ଣୋଇ ଆଜି କିଛି ବର୍ଷ ପୂର୍ବେ…

ଖୁବ୍‌ଶୀଘ୍ର ଆସୁଛି ନୂଆ ବୈଶିଷ୍ଟ୍ୟ: ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌କୁ କରିପାରିବେ ‘ଏଡିଟ୍‌’

ନୂଆଦିଲ୍ଲୀ,୧।୬: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ‘ଏଡିଟ୍‌’ ବଟନ୍‌ ଆସୁ ବୋଲି ବ୍ୟବହାରକାରୀ ଦାବି କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ଏବେ ଯୋଡି ହେବ ଏଡିଟ୍‌ ବଟନ୍‌। ଫଳରେ ବ୍ୟବହାରକାରୀ…

ପୁରୀ ବେଳାଭୂମିରେ ଭାସି ଆସି ଲାଗିଛି ବିରାଟ ଶକ୍ତି କୁଣ୍ଡ

ପୁରୀ ଅଫିସ,୧ା୬: ପୁରୀ ସମୁଦ୍ର ବେଳାଭୂମିରେ ଏକ ବିରାଟ ଶକ୍ତି କୁଣ୍ଡ ଲାଗିଛି। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା ସେନେଇ ତର୍ଜମା ଆରମ୍ଭ ହୋଇଛି। ପୁରୀ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ…

ବିଦେଶ ଯିବାକୁ ରିଆଙ୍କୁ ମିଳିଲା ଅନୁମତି

ମୁମ୍ବାଇ,୧ ।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କୁ ସମାନ୍ୟ ଆଶ୍ୱସ୍ତି ମିଳିଛି । ମୁମ୍ବାଇ କୋର୍ଟ ତାଙ୍କ ସର୍ତ୍ତମୂଳକ ଭାବେ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି…

ପ୍ରେମିକା ବ୍ରେକ୍‌ଅପ୍‌ କରିବାରୁ ଏମିତି ପ୍ରତିଶୋଧ ନେଲେ ପ୍ରେମିକ, ଜାଣିଲେ…

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମର ଆବେଗ ଜଣେ ବ୍ୟକ୍ତିର ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାଏ। ବେଳେବେଳେ ଏହି ପ୍ରେମରେ କିଛି ଭୁଲ୍‌ ଭୁଝାମଣା ରହିଲେ ଏହା ଭୟଙ୍କର ହୋଇଥାଏ। ପ୍ରତିଶୋଧ ପରାୟଣ ହୋଇଉଠନ୍ତି ପ୍ରେମୀଯୁଗଳ। ବ୍ରାଜିଲରେ ରହୁଥିବା ଜଣେ ଯୁବକ…

ଷ୍ଟେଜ୍‌ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…

ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ କ୍ଷେତ୍ରରେ। କୋଲକାତାର ନଜୁରଲ ମଞ୍ଚରେ ଆୟୋଜିତ କନସର୍ଟରେ ଗାଇବା ପରେ…

୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା

ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍‌ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ବିବାହ…

ଡାକ୍ତର ସନ୍ନି ଲିଓନ: ବ୍ଲାଉଜ-ଲୁଙ୍ଗି ପିନ୍ଧି କରୁଛନ୍ତି ଚିକିତ୍ସା

ମୁମ୍ବାଇ: ବଲିଉଡ ନାୟିକା ତଥା ପର୍ନ ଷ୍ଟାର ସନ୍ନି ଲିଓନ ଏବେ ତାଙ୍କର ଏକ ଭିଡିଓକୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ସନ୍ନି ତାଙ୍କ ପ୍ରଫେସନାଲ ଲାଇଫ ସହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହି ଆସି ଥାଆନ୍ତି ଚର୍ଚ୍ଚାକୁ…

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ

ଲଣ୍ଡନ,୧।୬: ଇଂଲଣ୍ଡର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଜିମ ପାର୍କଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପାର୍କ ଇଂଲଣ୍ଡର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଥିଲେ। ସେ ୧୯୫୪ରୁ ୧୯୬୮ ମଧ୍ୟରେ ଇଂଲଣ୍ଡ ପାଇଁ ୪୬ଟି ଟେଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri