ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨।୬(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ୪ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ଟିମ୍ ଇଣ୍ଡିଆର ମଧ୍ୟମ ପେସର୍ ଦୀପକ ଚହର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ଜୟା ଭରଦ୍ୱାଜଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ସାତ ଫେରା ନେଇଛନ୍ତି। ଦୀପକ ଏବଂ ଜୟାଙ୍କ ବିବାହର ଅନେକ…
ଜଳାଶୟ ଶୁଖୁଛି, ବଢୁଛି ଜଳ ସଙ୍କଟ ସମସ୍ୟା
ଜଗତ୍ସିଂହପୁର ଅଫିସ, ୨।୬: ଚଳିତବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ଅର୍ଥାତ୍ ପ୍ରାକୃତିକ ମାଧ୍ୟମରେ ତାପମାତ୍ର କିପରି କମାଯାଇ ପାରିବ ସେ ଉପରେ ପଦକ୍ଷେପ…
ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନଙ୍କୁ ରାଷ୍ଟ୍ରୀୟ କଳାରତ୍ନ ସମ୍ମାନ
କେନ୍ଦ୍ରାପଡା ଅଫିସ, ୨ା୬: କ୍ରୀଷ୍ଣା ଆର୍ଟ ସ୍କୁର କଳା ନିର୍ଦ୍ଦେଶକ ତଥା କେନ୍ଦ୍ରାପଡ଼ା ସହରର ଟାଉନ ବଳରାମପୁର ଗ୍ରାମର ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ କଳାରାତ୍ନ ସମ୍ମାନ ମିଳିଛି। ଝାଡଖଣ୍ଡ ରାଜ୍ୟ ରାଞ୍ଚତ୍ସ୍ଥିତ କଳା କିର୍ତ୍ତୀ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ…
ଚାଷୀଙ୍କୁ ମିଳୁନି ସରକାରୀ ବିହନ
ମହାକାଳପଡ଼ା,୨ା୬(ଡି.ଏନ୍.ଏ.): ମୌସୁମୀ ବାୟୁ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଜମିରେ ବିହନ ବୁଣିବା ଆରମ୍ଭ କରିଛନ୍ତି । ପୂର୍ବରୁ ଚାଷୀମାନେ ନିଜ ଉତ୍ପାଦିତ…
କେନ୍ଦ୍ରାପଡ଼ାରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା
କେନ୍ଦ୍ରାପଡ଼ା ଅଫିସ, ୨ା୬: ଅନୁପ୍ରବେଶ ଓ ଆତଙ୍କବାଦ ସହ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ୪୮ କିଲୋମିଟର ଖୋଲାମେଲା ସମୁଦ୍ର ତଟ…
ନରସିଂହପୁର ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ
ନରସିଂହପୁର,୨ା୬ (ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୨ ଅସୁସ୍ଥ ହାତୀଙ୍କର ଚିକିତ୍ସା ଏବେ ଡାକ୍ତରୀ ଟିମ୍ ଦ୍ୱାରା…
ଘୂର୍ଣ୍ଣିବଳୟ:୨ ଦିନ ଝଡ଼ବର୍ଷା
ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୨ଦିନ…
ହାଇକୋର୍ଟରେ ଗଛ କଟା ବିବାଦ
କଟକ ଅଫିସ, ୨ା୬: ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଗଛ କାଟିବା ତୁରନ୍ତ ବନ୍ଦ କରିବା ସହ କଟାଯାଇଥିବା ଗଛ ବାବଦରେ କ୍ଷତିପୂରଣ ଦେବାକୁ ସାମାଜିକ କର୍ମୀ…
ତ୍ରୁଟି ସୁଧାରିଲେ ସରକାର
ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ନାଁରେ ଅନେକ ତ୍ରୁଟି କରାଯାଉଛି। ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ କେତେକ ଘରୋଇ ବ୍ରାଣ୍ଡେଡ୍ କମ୍ପାନୀ ସାମଗ୍ରୀର ଛବି ପ୍ରକାଶ ପାଇଛି। ଏହାସହ…
ନବୀନଙ୍କ ରାଜନୈତିକ କ୍ୟାରିୟର, ଗଞ୍ଜାମରୁ ଆରମ୍ଭ….
ବ୍ରହ୍ମପୁର ଅଫିସ,୨ା୬: ଗଞ୍ଜାମ ଜିଲାରୁ ନବୀନ ପଟ୍ଟନାୟକ ରାଜନୀତି ଆରମ୍ଭ କରିବାର ୨୫ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ସେ ୩ ଲୋକ ସଭା ଓ ୫ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ସବୁ ନିର୍ବାଚନରେ ଅପରାଜିତ ହୋଇ ରାଜନୈତିକ କ୍ଷେତ୍ରରେ…
ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନରେ ଡେଣା ଯୋଡ଼ିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ରାଜ୍ୟର ୫ଟି ଜିଲା ଖୋର୍ଦ୍ଧା, ବୌଦ୍ଧ, ମାଲକାନଗିରି,…
Archives


