ଓଡ଼ିଶାରେ ୨ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ
ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ୨ ଜଣ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୮ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୨୮ ବର୍ଷୀୟ ମହିଳା । ଉଭୟେ ଏବେ…
କେମିକାଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ୭ ଗୁରୁତର, ୭୦୦ ଲୋକଙ୍କୁ ସ୍ଥାନାନ୍ତର
ଭଦୋଦରା,୩।୬: ଗୁଜରାଟର ଭଦୋଦରାରେ ଏକ ରାସାୟନିକ କାରଖାନାରେ ଗୁରୁବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଉକ୍ତ ଅଞ୍ଚଳରୁ…
ମିଡିଆକୁ ପ୍ରଥମ ପ୍ରତିକ୍ରିୟା: ଉତ୍ତରାଖଣ୍ଡର ପ୍ରଗତି ପାଇଁ ଆହୁରି ପରିଶ୍ରମ କରିବେ ଧାମି
ଡେରାଡୁନ,୩ ।୬: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ ବିଜୟ ହାସଲ କରିଛନ୍ତି । ଏହାପରେ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ନାଚିବାକୁ ଆରମ୍ଭ କରିଛନ୍ତି । ଧାମିଙ୍କ…
ଧାମିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୩।୬: ଉତ୍ତରାଖଣ୍ଡର ଚମ୍ପାୱାତ ବିଧାନସଭା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରେକର୍ଡ ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗେହତୋଡିଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଶ୍ରୀୟାଙ୍କ ଦେଶୀ ଲୁକ୍
ମୁମ୍ବାଇ: ଫିଲ୍ମ ଆରଆର୍ଆର୍ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍କମିଂ ଫିଲ୍ମର ଶୁଟିଂ କରୁଛନ୍ତି। ଏହା ମଧ୍ୟରେ ସେ ଶୁଟିଂସେଟ୍ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ରାଜ୍ୟ ସଭା ନିର୍ବାଚନ: ୩ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ
ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶୁକ୍ରବାର ଶେଷ ଦିନ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ତେବେ ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ…
ପଡ଼ୋଶୀ ଦେଶରେ ଲୁଚିଛନ୍ତି ହତ୍ୟାକାରୀ
ନୂଆଦିଲ୍ଲୀ,୩।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଧୁ ମୁସେଓ୍ବାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସିଧୁଙ୍କ ହତ୍ୟା ପରେ ହତ୍ୟାକାରୀ ଲୁଚିବା ପାଇଁ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ଏହି…
ଏହି ଗାଁର ସମସ୍ତ ପରିବାର ଧନୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଦରମା ଜାଣିଲେ…
ସାଧାରଣତଃ ସହର ବଜାରର ଲୋକେ ଚାକିରିଆ ଆଉ ଏମାନଙ୍କ ଦରମା ଅଧିକ ହୋଇଥାଏ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ଗାଁରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ଲକ୍ଷାଧିକ ଟଙ୍କା। ଏହି ଗାଁକୁ ବିଶ୍ୱର ସବୁଠାରୁ ଧନୀ ଗାଁ…
ରାଜସ୍ଥାନ ପରେ ହରିଆଣା କଂଗ୍ରେସର ଘୋଡ଼ା ବେପାର: ବିଧାୟକଙ୍କୁ ପଠାଗଲା ଛତିଶଗଡ଼
ଚଣ୍ଡିଗଡ଼,୩।୬: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ସେତିକି ସତର୍କ ହେଉଛି। ଜୁନ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ…
ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଅମୃତସର,୩।୬:ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ମାନସା ଗ୍ରାମରେ ପହଞ୍ଚି ଗାୟକ ସିଦ୍ଧୁ ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଆଜି ସକାଳ ୮ଟାରେ ମାନସା ଗ୍ରାମରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗାଁ ଲୋକଙ୍କ ବିରୋଧ ଯୋଗୁ ଏହି କାର୍ଯ୍ୟକ୍ରମ କିଛି…
୪ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି
ଲକ୍ଷ୍ନୌ,୩।୬: ୪ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତି ସେକ୍ରେଟେରିଏଟ ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଉତ୍ତରପ୍ରଦେଶ ପହଞ୍ଚି ପ୍ରଥମ ଦିନରେ ତାଙ୍କ ଜନ୍ମମାଟି ପାରାଉଖ କାନପୁର ଦେହାଟ ଯିବେ । ସେଠାରେ…
ଝିଅ ବିଦାୟୀ ସମୟରେ ପିତା କରନ୍ତି ଏପରି ଅଜବ କାମ, କାରଣ ଜାଣିଲେ…
ଦୁନିଆରେ ଭିନ୍ନ ଜାତିର ଲୋକ, ଭିନ୍ନ ଧର୍ମର ଲୋକ ବାସ କରୁଛନ୍ତି। ପ୍ରତ୍ୟେକ ଧର୍ମ ଏବଂ ଅଞ୍ଚଳ ଅନୁଯାୟୀ ରୀତିନୀତି ପରିବର୍ତ୍ତନ ହୁଏ। ଏମିତି ଏକ ପରମ୍ପରା ବିଷୟରେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେନିଆ ଏବଂ ତାଞ୍ଜାନିଆରେ ବାସ…
Archives


