Home Left

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ସହ ପୂରୁଣା ଫଟୋ ଶେୟାର କଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଅମିତାଭ ଜୟାଙ୍କୁ ୩ ଜୁନ ୧୯୭୩ରେ ବିବାହ କରିଥିଲେ। ଆଜି ତାଙ୍କ ବିବାହକୁ ୪୯ ବର୍ଷ ବିତିଯାଇଛି । ଏହି ଅବସରରେ ଅମିତାଭ ତାଙ୍କ ବିବାହର…

ବସ୍‌ରେ ନିଆଁ ଲାଗି ଜଳିଗଲେ ୭ ଯାତ୍ରୀ

କଲାବୁର୍ଗି,୩।୫: କର୍ନାଟକର କମଲାପୁରା ସହରରେ ଶୁକ୍ରବାର ଏକ ବସ୍‌ ଦୁର୍ଘଟଣା ଗସ୍ତ ହୋଇ ନିଆଁ ଲାଗି ଯାଇଥିଲା। ଫଳରେ ୭ ଜଣ ଯାତ୍ରୀ ପୋଡି ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା…

ଏହିି ସୁପରଷ୍ଟାରଙ୍କ ବାୟୋପିକ୍‌ କରିବାକୁ କାହିଁକି ଚାହୁଁନାହାନ୍ତି ଫରାହ ଖାନ୍‌

ବଲିଉଡ୍‌ ନିର୍ଦ୍ଦେଶକ ଫରାହ ଖାନ୍‌ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ‘ଓମ ଶାନ୍ତି ଓମ’, ‘ଚେନ୍ନାଇ ଏକ୍ସପ୍ରେସ’ରେ ତାଙ୍କ ନିର୍ଦ୍ଦେଶନା ସୁନ୍ଦର ଥିଲା। ଫିଲ୍ମ ‘ମେନ ହୁନ ନା’ରେ ନିର୍ଦ୍ଦେଶକ…

ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍‌: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍‌ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍‌ ଖାନ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ଏଟଲିଙ୍କ ନିର୍ଦ୍ଦେଶିତ ଓ…

ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ…

୧୯ ରାଉଣ୍ଡ: ୬୨ ହଜାର ଭୋଟରେ ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତିର ୧୯ରାଉଣ୍ଡ ଫଳାଫଳ ଆସିଯାଇଛି। ଭାଜପା ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗୁଆ ମାଡ଼ି ଚାଲିଛି। ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ…

ଡାଇବେଟିସର ଶିକାର ହୋଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ କରିଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ…

ଓଡ଼ିଶାରେ ୨ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ୨ ଜଣ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରେ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୮ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୨୮ ବର୍ଷୀୟ ମହିଳା । ଉଭୟେ ଏବେ…

କେମିକାଲ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ୭ ଗୁରୁତର, ୭୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦୋଦରା,୩।୬: ଗୁଜରାଟର ଭଦୋଦରାରେ ଏକ ରାସାୟନିକ କାରଖାନାରେ ଗୁରୁବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଉକ୍ତ ଅଞ୍ଚଳରୁ…

ମିଡିଆକୁ ପ୍ରଥମ ପ୍ରତିକ୍ରିୟା: ଉତ୍ତରାଖଣ୍ଡର ପ୍ରଗତି ପାଇଁ ଆହୁରି ପରିଶ୍ରମ କରିବେ ଧାମି

ଡେରାଡୁନ,୩ ।୬: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ ବିଜୟ ହାସଲ କରିଛନ୍ତି । ଏହାପରେ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ନାଚିବାକୁ ଆରମ୍ଭ କରିଛନ୍ତି । ଧାମିଙ୍କ…

ଧାମିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩।୬: ଉତ୍ତରାଖଣ୍ଡର ଚମ୍ପାୱାତ ବିଧାନସଭା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରେକର୍ଡ ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗେହତୋଡିଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶ୍ରୀୟାଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ଫିଲ୍ମ ଆରଆର୍‌ଆର୍‌ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍‌କମିଂ ଫିଲ୍ମର ଶୁଟିଂ କରୁଛନ୍ତି। ଏହା ମଧ୍ୟରେ ସେ ଶୁଟିଂସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri